shyamal
Daily Archives

ପଦ୍ମପୁର ଏନ୍ଏସିର ବିକାଶକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କଲେ ବିଜେପି ପ୍ରତିନିଧି ଟିମ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏନ୍ଏସିରେ ଥିବା ବିଭିନ୍ନ ସମସ୍ୟା, ସରକାରୀ ସ୍ଥାନ ଖେଳାଲିଙ୍କ ପାଇଁ ବ୍ୟବହୃତ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ଜବରଦଖଲ, ବର୍ଷା ସମୟରେ ଦେଖା ଦେଉଥିବା ଡ୍ରେନେଜ୍‌ ଗୁଡ଼ିକର ସମାଧାନ ନିମନ୍ତେ ଆଜି ମଧ୍ୟାହ୍ନରେ ଯୁବନେତା ପ୍ରୀତେଶ ବହିଦାରଙ୍କ
Read More...

ବେଲଗାଁରେ ପଞ୍ଚାୟତସ୍ତରୀୟ ଯୁଗ୍ମ ଜନଶୁଣାଣି ଅଭିଯୋଗ : ଆବାସ ଯୋଜନା ଓ ପିଡିଏସ୍‌ ବହୁ ହିତାଧିକାରୀ ବଞ୍ଚିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ବେଲଗାଁ ପଞ୍ଚାୟତ ପରିସରରେ ପଞ୍ଚାୟତସ୍ତରୀୟ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଶୁଣାଣିରେ ଅଧିକାଂଶ ଆବାସ ଯୋଜନା ଓ
Read More...

ଲୋକୋ ପାଇଲଟଙ୍କ ସୁବିଧା ପାଇଁ ରେଳ ବିଭାଗର ପଦକ୍ଷେପ

ନୂଆଦିଲ୍ଲୀ, (ପିଆଇବି) : ଗତ କିଛି ବର୍ଷ ମଧ୍ୟରେ ଲୋକୋ ପାଇଲଟଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଲୋକୋ ପାଇଲଟମାନେ ରେଳ ପରିବାରର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଅଟନ୍ତି । ଗତ ୧୦ ବର୍ଷ ମଧ୍ୟରେ
Read More...

ମାଁ ସାହାଜି ଯୁବକ ସଂଘ କପିଲାଭଟାର ଭବନ ନିର୍ମାଣ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଁ ସାହାଜି ଯୁବକ ସଂଘ କପିଲାଭଟାର ସ୍ଥାୟୀ ଭବନ ନିର୍ମାଣ ପାଇଁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କଣ୍ଟାବାଞ୍ଜି ନିର୍ବାଚନ
Read More...

ହାଇୱାକୁ ଧକ୍କା ଦେଲା ସ୍କର୍ପିଓ : ୩ ଜଣ ମୃତ, ୨ ଗୁରୁତର

ବଣାଇ : କୋଇଡା ଥାନା ରେଙ୍ଗାଲବେଡା ଠାରେ ଭୟଙ୍କର ଦୁର୍ଘଟଣା । ହାଇୱାକୁ ଧକ୍କା ଦେଲା ସ୍କର୍ପିଓ । ଘଟଣାସ୍ଥଳରେ ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ । ଦୁର୍ଘଟଣାରେ ୨ ଗୁରୁତର । ସୂଚନାନୁଯାୟୀ, ବାହାଘର ଭୋଜି ଖାଇ ଗୋଟିଏ ପରିବାର ଫେରୁଥିଲେ । ଏହି ସମୟରେ କୋଇଡ଼ା ଥାନା
Read More...

ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ ୨୦୨୪ ପାଇଁ ଆବେଦନ ଶେଷ ତାରିଖକୁ ୧୫ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ବଢ଼ାଇଲା…

ଭୁବନେଶ୍ୱର, (ପିଆଇବି) : ଆନ୍ତର୍ଜାତିକ ଯୋଗ ଦିବସ ୨୦୨୪ର ପ୍ରଚାର ପ୍ରସାରରେ ଗଣମାଧ୍ୟମର ସକାରାତ୍ମକ ଭୂମିକା ଓ ଦାୟିତ୍ୱକୁ ସ୍ୱୀକାର କରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତୃତୀୟ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଗଣମାଧ୍ୟମ ସମ୍ମାନ (ଏୱାଇଡିଏମ୍ଏସ୍) ୨୦୨୪ ପାଇଁ ଆବେଦନ ଦାଖଲର ଶେଷ ତାରିଖକୁ
Read More...

ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଗୋସୀୟା ଇଂରାଜୀ ମିଡିଅମ୍ ସ୍କୁଲ କଲେ ଉଦ୍‌ଘାଟନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ହିନ୍ଦୀ ହାଇସ୍କୁଲ କଡରେ ଖୋଲିଲା ଗୋସୀୟା ଇଂରାଜୀ ମିଡିଅମ୍‌ ସ୍କୁଲ । ବୁଧବାର ସକାଳେ ଟିଟିଲାଗଡ଼ର ବିଧାୟକ ନବୀନ ଜୈନଙ୍କ କରକମଳରେ ଫିତା କାଟି ଉଦ୍‌ଘାଟନ କରିଛନ୍ତି । ଉଦ୍‌ଘାଟନ କରିବା ପରେ ସଭା ଗୃହକୁ ମୁସଲିମ ସମ୍ପ୍ରଦାୟର ଲୋକେ
Read More...

ରାଉରକେଲାର ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ବିଦ୍ୟାଳୟ, ଏନ୍‌ଆଇଟି କ୍ୟାମ୍ପସ, ରାଉରକେଲା ବିଦ୍ୟାଳୟ ପ୍ରାଙ୍ଗଣରେ ବନ ବିଭାଗର ନୂତନ ଗାଇଡ୍‌ ଲାଇନ୍‌ ଅନୁସାରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରାଙ୍କ ସଭାପତିତ୍ୱରେ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ଏବଂ
Read More...

କଳିକେଶଙ୍କୁ ସମ୍ବର୍ଦ୍ଧନା ଦେଲା ବଲାଙ୍ଗିର ଓକିଲ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ କୃଷି ବିଶ୍ଵବିଦ୍ୟାଳୟ ଓ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଆବଶ୍ୟକତା ରହିଥିବା କହିଛନ୍ତି ବିଧାୟକ କଳିକେଶ ନାରାୟଣ ସିଂହଦେଓ । ଜିଲ୍ଲା ଓକିଲ ସଂଘ ପକ୍ଷରୁ ସଭାପତି ଅମରେଶ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବିଧାୟକ
Read More...

ଅନୁପ ଦାସଙ୍କ ବିୟୋଗରେ ଅଞ୍ଚଳରେ ଶୋକାକୁଳ ପରିବେଶ : ଜେଲରୁ ଆସି ଶବ ଦାହରେ ସାମିଲ ହେଲେ ଆଲୋକ ଦାସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ହାଟପଦା ପଡ଼ା ଦୁର୍ଗା ପୂଜା କମିଟିର ଦୀର୍ଘ ଦଶ ବର୍ଷରୁ ଅଧିକ ସମୟ ଧରି ସମ୍ପାଦକ ଦାୟିତ୍ଵ ତୁଲାଉଥିବା ତଥା ପଡ଼ାର ଭାଇଚାରାକୁ ସଂଗଠିତ କରୁଥିବା ସଂଗଠକ ସ୍ୱର୍ଗତ ସଚ୍ଚିକାନ୍ତ ଦାସଙ୍କ ଦ୍ୱିତୀୟ ପୁଅ ଅନୁପ ଦାସଙ୍କ ରାୟପୁରରେ ଚିକିତ୍ସାଧୀନ
Read More...