Daily Archives

ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ବନ ମହୋତ୍ସବ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟରେ ଏନ୍‌ଏସ୍‌ଏସ୍‌ ୟୁନିଟ୍‌ ପକ୍ଷରୁ ୭୫ତମ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ଶନିବାର ବନ ମହୋତ୍ସବ ପାଳିତ ହୋଇଯାଇଛି । ଡ଼ିଗ୍ରୀ ମହାବିଦ୍ୟାଳୟ
Read More...

ମଦନପୁର ଏସ୍. ଏସ୍. ଡି. ହାଇସ୍କୁଲରେ ୭୫ତମ ବନ ମହୋତ୍ସବ ପାଳିତ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜୀଲ୍ଲା ମ.ରାମପୁର ବ୍ଲକ ମଦନପୁର ସରକାରୀ ଏସ୍. ଏସ୍. ଡି. ହାଇସ୍କୁଲ ଠାରେ ମ.ରାମପୁର ବନାଞ୍ଚଳ ସହାୟତାରେ ୭୫ତମ ବନ ମହୋତ୍ସବ ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଅତିରିକ୍ତ ବନ ସଂରକ୍ଷ୍ୟକ ଅସିତ କୁମାର
Read More...

ହାତୀ ଆକ୍ରମଣରେ ଜଣେ ମୃତ

ଯାଜପୁର : ହାତୀ ହାବୁଡରେ ପଡି ଯୁବକଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବୈରୀ ରେଞ୍ଜ ଅଧୀନ ବଡ଼ଚଣା ବ୍ଲକ ଚାରିଗୋଛିଆ ଅଂଚଳରେ ଘଟିଛି ଏଭଳି ଦୁର୍ଘଟଣା । ଦୁଇ ଯୁବକ ବନ୍ଧପଲ୍ଲୀ ଜଙ୍ଗଲକୁ ଯାଇଥିଲେ । ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ, ଅନ୍ୟ ଯୁବକ ଜଣକ ଖସିଆସିଛନ୍ତି ।
Read More...

ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରାରେ ବନ ମହୋତ୍ସବ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଆଜି ପୂର୍ବାହ୍ନ ୧୧ଟା ସମୟରେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ରାଧାରମଣ କେଡିଆ ଯୋଗଦେଇ ବିଶ୍ଵ
Read More...

ଚଳିତ ଶିକ୍ଷା ବର୍ଷର ଦ୍ଵିତୀୟ ମାସିକ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡ଼ାସମ୍ବର୍ ବ୍ଲକ୍ ଅନ୍ତର୍ଗତ ସମସ୍ତ ୫-ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କ ମାସିକ ସମୀକ୍ଷା ବୈଠକ ରାଜ ବୋଡ଼ାସମ୍ବର୍ ଉଚ୍ଚ ବିଦ୍ୟାଳୟ ପଦ୍ମପୁର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍କୁଲର ଛାତ୍ର ତଥା ସମସ୍ତ କର୍ମଚାରୀ
Read More...

ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଅବସରରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଜୁଲାଇ ୨୫ତାରିଖରେ ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ପାଳନ ହେବ । ଏହା ପୂର୍ବରୁ ଓଡିଶାର ସମସ୍ତ ଜିଲ୍ଲାରେ ସାହିତ୍ୟ ସଂପର୍କରେ ବକ୍ତୃତା, ପ୍ରବନ୍ଧ, ସାଧାରଣଜ୍ଞାନ ଓ ଅନୁବାଦ ତଥା କବିତା ଆବୃତ୍ତି ପ୍ରତିଯୋଗିତାର ଆୟୋଜନ କରାଯାଇଛି ।
Read More...

ଜରାସିଂହା ଉଚ୍ଚ ମାଧ୍ୟମିକ ସ୍କୁଲରେ ବନ ମହୋତ୍ସବ ପାଳିତ

ଜରାସିଂହା, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ସ୍କୁଲରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଯୁବ ରେଡ୍‌କ୍ରସ୍‌ ବିଭାଗ ଆନୁକୁଲ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ବସନ୍ତ କୁମାର ମନହିରା ପ୍ରଥମେ ବୃକ୍ଷରୋପଣ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରେ ପରେ ପ୍ରାଧ୍ୟାପକ
Read More...

ମୁଖ୍ୟମନ୍ତ୍ରୀଙ୍କ କୃଷି ଭବନ ପରିଦର୍ଶନ : ଚାଷୀ ସଂଗଠନ ସହିତ ଆଲୋଚନା

ଉପ ମୁଖ୍ୟମନ୍ତ୍ରୀ ଓ କୃଷି ବିଭାଗ ପ୍ରମୁଖ ସଚିବଙ୍କ ସହିତ ଚାଷୀ ପ୍ରତିନିଧି ମାନଙ୍କ ଠାରୁ ପ୍ରସ୍ତାବ ନେଲେଲୋକଙ୍କ ମୁଖ୍ୟମନ୍ତ୍ରୀ ଲୋକଙ୍କ ଠାରୁ ନେଲେ ପ୍ରସ୍ତାବ, କାର୍ଯ୍ୟକାରୀ କରିବାକୁ ଦେଲେ ପ୍ରତିଶ୍ରୁତିସବୁ ଯୋଗ୍ୟ ଚାଷୀ ପି.ଏମ୍‌. କିଷାନ ଯୋଜନାରେ ସାମିଲ ହେବେସବୁ ସବ୍ ଡିଭିଜନରେ
Read More...

୧୬ ଟଙ୍କାର ସପିଙ୍ଗ୍‌ ବ୍ୟାଗ୍‌ ପାଇଁ ୩୩ ହଜାର ଫାଇନ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରାୟ ୩ ହଜାର ଟଙ୍କାର ସାମଗ୍ରୀ କିଣିବା ପରେ ବି ସପିଙ୍ଗ୍‌ ବ୍ୟାଗ୍‌ଟିଏ ବି ଦେଲେନାହିଁ । ଓଲଟି ବ୍ୟାଗ୍ ବାବଦରେ ଯୋଡ଼ିଲେ ଅତିରିକ୍ତ ୧୬ ଟଙ୍କା । କଥା ଏତିକିରେ ତୁଟିଲାନି । ପ୍ରତିବାଦ କରିବାରୁ ଉପଭୋକ୍ତାଙ୍କୁ ଅସଦ୍ ବ୍ୟବହାର କଲେ । ମେଗାମାର୍ଟ
Read More...

ଆନ୍ତର୍ଜାତୀୟ ସମବାୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ବର୍ଷ ଜୁଲାଇ ୬ରେ ସମଗ୍ର ବିଶ୍ୱରେ 'ସମବାୟ ସମିତି ସମସ୍ତଙ୍କ ପାଇଁ ଏକ ଉତ୍ତମ ଭବିଷ୍ୟତ ଗଠନ କରନ୍ତି' ଥିମ୍ ସହିତ 'ଆନ୍ତର୍ଜାତୀୟ ସମବାୟ ଦିବସ' ପାଳନ ହେଉଛି । ସମବାୟ ସମିତି ଗୁଡିକ ୨୦୩୦ ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ହାସଲ
Read More...