Daily Archives

ସମ୍ପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅନ୍ତର୍ଗତ ମ.ରାମପୁର ବିଜୁ କାଲ୍ୟାଣ ମଣ୍ଡପ ଠାରେ ଆଜି ସମ୍ପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବନ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ବନମହୋତ୍ସବ ପାଳନ ନିମନ୍ତେ ଏକ ସଭା ଅନୁଷ୍ଠିତ ହୋଇଛି । ସଭା ପ୍ରାରମ୍ଭରେ ଶ୍ରୀ ପଣ୍ଡା ସଭାରେ ଉପସ୍ଥିତଥିବା ସମସ୍ତ ଅତିଥି ବୃନ୍ଦଙ୍କୁ ସ୍ୱାଗତ
Read More...

ପଦ୍ମପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ବନ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହୋତ୍ସବ ସପ୍ତାହ ପାଳନ ଅବସରରେ ସ୍ଥାନୀୟ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଯୁବ ରେଡ୍‌କ୍ରସ୍‌ ଶାଖା ତରଫରୁ ବନ ମହୋତ୍ସବ ପାଳିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥ ବୃକ୍ଷରୋପଣର ଉଦ୍ଦେଶ୍ୟ ଓ ପରିବେଶ ଉପରେ ଏହାର ମହତ୍ତ୍ଵ
Read More...

ସଇଁତଲାରେ ସାମ୍ବାଦିକ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଜାମପଦର ସ୍ଥିତ ପୋଲିସ କଲୋନୀ ପରିସରରେ କାର୍ଯ୍ୟରତ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ବ୍ଲକସ୍ତରୀୟ ୭୫ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ମହାସମାରୋହ ଉଦ୍‌ଯାପିତ ହୋଇଯାଇଛି । ଏହି ପରିପେକ୍ଷୀରେ ମୁଖ୍ୟଅତିଥି ଭାବରେ ସଇଁତଲା ଆଇଆଇସି
Read More...

ରାଉରକେଲା କଲେଜ ଓ କ୍ଲିନ୍ ଆଣ୍ଡ ଗ୍ରୀନ୍‌ର ବନମହୋତ୍ସବ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ, ରାଉରକେଲାର ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ୍ ଏବଂ ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ବନମହୋତ୍ସବ କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସେବା ଯୋଜନାର ଅଧିକାରୀ ଅଧ୍ୟାପକ
Read More...

ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ

ସମସ୍ତ ଜଳ ସେଚିତ ଜମିକୁ ନିଶ୍ଚିତ ଚି଼ହ୍ନଟ ପାଇଁ ସମନ୍ୱୟ ରକ୍ଷା ପୂର୍ବକ କାର୍ଯ୍ୟ ନିମନ୍ତେ ଗୁରୁତ୍ୱାରୋପକୃଷକଙ୍କ କୃଷି ସମସ୍ୟାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବାକୁ ଅଧିକାରୀଙ୍କୁ ପରାମର୍ଶଅଣ ଜଳସେଚିତ ଅଂଚରେ ଅଣଧାନ ଚାଷକୁ ବ୍ୟାପକ କରିବା ଉପରେ ପଦକ୍ଷେପ ନେବାକୁ ପରାମର୍ଶ
Read More...

ଆଗଲପୁର ପୋଲିସ ଦ୍ଵାରା ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ

ଆଗଲପୁର, (ବିମଳେନ୍ଦୁ ସାହୁ) : ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଆଗଲପୁର ପୋଲିସ କେଶେଇପାଲି - ଉପରବାହଲ ଜଙ୍ଗଲ ଭିତରେ ଚଢଉ କରି ଦେଶୀ ରନ୍ଧାମଦ ତିଆରି ପାଇଁ ରଖାଯାଇଥିବା ବିପୁଳ ପରିମାଣର ମହୁଲ ପୋଚ଼ ଜବତ କରିବା ସହିତ ନଷ୍ଟ କରିଛି । ଆଗଲପୁର ଥାନା ଆଇଆଇସି ବାସୁଦେବ ଭୋଇଙ୍କ
Read More...

ମୋ’ ଝିଅକୁ ରାଜସ୍ଥାନରେ ବିକ୍ରି କରି ଦେଇଛନ୍ତି, ତାକୁ ଉଦ୍ଧାର କର

ବଲାଙ୍ଗିର, (କେପିଏନ୍‌ଏସ୍‌) : ୮ ମାସ ହେଲା ଝିଅ ନିଖୋଜ ଥିଲା । ଝିଅର ଖବର ପାଇବା ପରେ ବାପା ଥାନାର ଦ୍ୱାରସ୍ଥ । ଝିଅକୁ ରାଜସ୍ଥାନରେ ବିକ୍ରି କରିଦେଇଥିବା ଅଭିଯୋଗ ଆଣିଛନ୍ତି ବାପା । ବଲାଙ୍ଗିର ଟାଉନ ଥାନାକୁ ଏଭଳି ଏକ ଅଭିଯୋଗ ନେଇ ଜଣେ ବୃଦ୍ଧା ବାପା ପହଂଚିଛନ୍ତି । ସୂଚନା ଅନୁସାରେ ଗତ
Read More...

ଅଜଣା ବ୍ୟକ୍ତିଙ୍କ ମୃତଦେହ ମାଟି ତଳୁ ଉଦ୍ଧାର : ହତ୍ୟା ସନ୍ଦେହ

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ ଥାନା ଅନ୍ତର୍ଗତ ଗଙ୍ଗାସାଗର ପଞ୍ଚାୟତ କର୍ଲାକଟା ଠାରୁ ଏକ ମୃତଦେହ ମାଟି ତଳୁ ଉଦ୍ଧାର କରାଯାଇଛି । ଘଟଣାରୁ ପ୍ରକାଶ ଯେ, ସ୍ଥାନୀୟ ଲୋକ ଶୌଚ ପାଇ ଯାଇଥିବା ବେଳେ ହଠାତ ଦେଖିବାକୁ ପାଇଥିଲେ ମାଟି ତଳୁ ଗୋଡ ଦିଶୁଛି । ପରେ ସ୍ଥାନୀୟ ଲୋକ ପାଟଣାଗଡ
Read More...

ସାହାରା ଜମାକାରୀ ମଞ୍ଚର ରାଜ୍ୟସ୍ତରୀୟ ସମାବେଶ

ସାହାରା ଇଣ୍ଡିଆ ଓଡ଼ିଶାର ୨୦ ଲକ୍ଷ ଜମା କର୍ତ୍ତା, ଏଜେଣ୍ଟଙ୍କ ଠାରୁ ନେଇଥିବା ୨୦ ହଜାର କୋଟି ଫେରସ୍ତ ପାଇଁ ଆନ୍ଦୋଳନ ଜରୁରୀ : ରବି ରଥ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସାହାରା ଇଣ୍ଡିଆ କମ୍ପାନୀ ରାଜ୍ୟର ୨୦ ଲକ୍ଷ ଜମା କର୍ତ୍ତା ଓ ଏଜେଣ୍ଟଙ୍କଠାରୁ ସଂଗ୍ରହ କରି ନେଇଥିବା ପ୍ରାୟ ୨୦
Read More...