Daily Archives

ଇସାଫ୍‌ ବ୍ୟାଙ୍କ ଲୁଟ୍‌ ଉଦ୍ୟମ ଘଟଣାର ଖୁଲାସା କଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ କାଲି ଅପରାହ୍ନ ୪ଟା ସମୟରେ ବଲାଙ୍ଗିର ସହର ଗାନ୍ଧୀନଗର ପଡାରେ ଥିବା ଇସାଫ୍‌ ବ୍ୟାଙ୍କ ଲୁଟ୍‌ ଉଦ୍ୟମ ଘଟଣାରେ ଗିରଫ ହୋଇଥିବା ମନମୋହନ ପ୍ରଧାନଙ୍କ ଶୁକ୍ରବାର କୋର୍ଟଚାଲାଣ କରିଛି ବଲାଙ୍ଗିର ପୁଲିସ । ତା'ଠାରୁ ଏକ ବାଇକ୍‌, ବ୍ୟାଗ, ଖେଲଣା ବନ୍ଧୁକ,
Read More...

ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ପାଳନ ଅବସରରେ ସଂସ୍କୃତି ବିଭାଗ ଦ୍ୱାରା ଜିଲ୍ଲାସ୍ତରୀୟ ପ୍ରତିଯୋଗିତା…

ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ କୃତି ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ପାଳନ ଅବସରରେ ଜିଲ୍ଲାସ୍ତରୀୟ ପ୍ରବନ୍ଧ, ବକୃତା, କବିତା ଆବୃତ୍ତି, ସାହିତ୍ୟ ସମ୍ପର୍କିତ ସାଧାରଣ
Read More...

ବାରମ୍ଵାର ଅଭିଯୋଗ ସତ୍ତ୍ୱେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବେଆଇନ୍ ମଦ ଚୋରା କାରବାର ଓ ଦୁର୍ନୀତି ହଟୁନି

କାର୍ଯ୍ୟାନୁଷ୍ଠାନ ନହେଲେ ଜନ ଆନ୍ଦୋଳନ ହେବ ବୋଲି କାର୍ଯ୍ୟକର୍ତ୍ତା ଗଣ କ୍ଷୋଭର ସହ କହିଛନ୍ତି ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବେଆଇନ୍ ମଦ ଚୋରା କାରବାର ଓ ଦୁର୍ନୀତିର ହଟୁନି ବାରମ୍ଵାର ପ୍ରଶାସନକୁ ଅଭିଯୋଗ କରିବା
Read More...

ଛତାପିପଲ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ଅନ୍ତର୍ଗତ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟର ଧନ୍ୱନ୍ତରୀ ଇକୋ କ୍ଲବ ଦ୍ୱାରା ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଭାଗିରଥି ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଣ୍ଡା ମୁଖ୍ୟ
Read More...

ବିଶିଷ୍ଟ ସାହିତ୍ୟିକ ସ୍ଵର୍ଗତ ବିଧୁଭୂଷଣ ଗୁରୁଙ୍କ ୫୧ତମ ତିରୋଧାନ ଦିବସ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ମାଟିର ସୁଯୋଗ୍ୟ ସନ୍ତାନ ବିଶିଷ୍ଟ ସାହିତ୍ୟିକ, ଆଦର୍ଶ ଶିକ୍ଷକ, ରାଜନୈତିଜ୍ଞ, ସମାଜସେବୀ ତଥା ଅଭିନେତା, ନିର୍ଦ୍ଦେଶକ ସ୍ଵର୍ଗତ ବିଧୁଭୂଷଣ ଗୁରୁଙ୍କ ୫୧ତମ ତିରୋଧାନ ଦିବସ ତୁଷୁରା ଅଗ୍ରସେନ ଭବନ ଠାରେ ବିଧୁଭୂଷଣ ସାହିତ୍ୟ ସଂସଦର ସଭାପତି ଅଖିଳ କୁମାର
Read More...

ମା’ଙ୍କ ନାମରେ ଗଛଟିଏ ଲଗାଇଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ପ୍ରାଥମିକ ଟିଓୟୁପି ବିଦ୍ୟାଳୟରେ ବନ ମହୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭା ପାର୍ବତୀଗିରି ମଣ୍ଡପରେ ହୋଇଥିଲା । ଏଥିରେ ମୁଖ୍ୟ
Read More...

ଗୋରୁ ବଜାରକୁ ନିଷିଦ୍ଧ କରିବା ପାଇଁ ଅଣ୍ଟା ଭିଡ଼ିଲେ ବିଭିନ୍ନ ସଙ୍ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ନିକଟସ୍ଥ ବରତୁଣ୍ଡା ଗୋରୁ ବଜାରକୁ ନିଷିଦ୍ଧ କରିବା ପାଇଁ ଅଣ୍ଟା ଭିଡ଼ିଲେ ଅନେକ ଧାର୍ମିକ ଓ ସାମାଜିକ ଯୁବ ସଂଗଠନ । ବଜରଙ୍ଗ ଦଳ ପଦ୍ମପୁର, ହେପି ପାଇକମାଲ, ଖାଟୁ ଶ୍ୟାମ ପରିବାର, ବଣିକ ସଂଘ ପାଇକମାଲ, ମାରୱାଡି ଯୁବାମଞ୍ଚ ପାଇକମାଲଙ୍କ ମିଳିତ
Read More...

ବନ ମହୋତ୍ସବ ସପ୍ତାହ ପାଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ ଗଡ଼ ମୋଟରୀ, ପ୍ରାଙ୍ଗଣରେ ବନମହୋତ୍ସବ ସପ୍ତାହ ସଚେତନ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ମମତା ମହାନ୍ତି ଓ ବନ୍ୟାଞ୍ଚଳ ମୁଖ୍ୟ ଅଧିକାରୀ
Read More...

ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ବନମହୋତ୍ସବ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ୭୫ତମ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ଶୁକ୍ରବାର ବନ ମହୋତ୍ସବ ପାଳିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ
Read More...

ଶ୍ରୀ ଜଗନ୍ନାଥ ଶୀର୍ଷକ ଚିତ୍ରଶିଳ୍ପୀ ଶିବିରରେ ଅଂଶ ଗ୍ରହଣ

କଳାହାଣ୍ଡି, (ହେମନ୍ତ ସାହୁ) : ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ତଥା ଓଡିଶା ଲଲିତ କଳା ଏକାଡେମି ଦ୍ୱାରା ୧ ଜୁଲାଇ ଠାରୁ ୪ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ 'ଶ୍ରୀ ଜଗନ୍ନାଥ' ଶୀର୍ଷକ ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ ଶିବିରରେ ଅଂଶଗ୍ରହଣ
Read More...