Daily Archives

କରକଚିଆ ନର୍ସରୀରେ ବନ ମହୋତ୍ସବ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବନାଞ୍ଚଳ ଅନ୍ତର୍ଗତ ଲୋଇସିଂହା ସେକ୍ସନର କରକଚିଆ ନର୍ସରୀ ଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଲୋଇସିଂହା ବନାଞ୍ଚଳ ଅଧିକାରୀ ପାଉଲ୍ ହରପାଲ ଏବଂ ଫରେଷ୍ଟର ବାବୁଲା ଦାସଙ୍କ ଉପସ୍ଥିତିରେ ବିଡ଼ିଓ ଅକ୍ଷୟ ପାଣି ଉଡୁ, ବ୍ଲକ ସହକାରୀ ଯନ୍ତ୍ରୀ
Read More...

ଲୋଇସିଂହା କଲେଜରେ ରକ୍ତ ଶିକୁଳି ରକ୍ତହୀନତା ସଚେତନତା ଶିବିର ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ମହାବିଦ୍ୟାଳୟରେ ରକ୍ତ ଶିକୁଳି ରକ୍ତହୀନତା ସଚେତନତା ଶିବିର ଗୁରୁବାର ଉଦ୍‌ଯାପିତ ହୋଇଯାଇଛି । ଗତ ମାସ ୧୯ ତାରିଖରୁ ଦୁଇ ସପ୍ତାହ ବ୍ୟାପୀ ଏହି ଶିବିର ଅନୁଷ୍ଠିତ ହୋଇଥିଲା । କଲେଜର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ
Read More...

ଲୋକସେବା ଭବନରେ କାର୍ଯ୍ୟ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବିକାଶ ସହିତ ସାଂସ୍କୃତିକ ପ୍ରଗତିକୁ ମଧ୍ୟ ଗୁରୁତ୍ୱ ଦିଆଯିବ - ମୁଖ୍ୟମନ୍ତ୍ରୀଓଡିଆ ଭାଷାରେ ନଥି ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରି ସରକାରୀ କାର୍ଯ୍ୟ ଆରମ୍ଭ
Read More...

ବଲାଙ୍ଗିର ଇସାବ୍‌ ବ୍ୟାଙ୍କରେ ଡକାୟତି ଉଦ୍ୟମ ବେଳେ ଧରାପଡ଼ିଲା ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗାନ୍ଧୀନଗରପଡ଼ାରେ ଥିବା ଇସାବ୍‌ ବ୍ୟାଙ୍କରେ ଡକାୟତି ଉଦ୍ୟମ ବେଳେ କର୍ମଚାରୀମାନେ କାବୁ କରିଛନ୍ତି ଜଣେ ଦୁର୍ବୃତ୍ତଙ୍କୁ । ଏଭଳି ଏକ ଘଟଣା ଘଟିଛି ଆଜି ଅପରାହ୍ନରେ ବଲାଙ୍ଗିର ସହରରେ । ଘଟଣା ସାରା ଅଂଚଳରେ ଚହଳ ସୃଷ୍ଟି କରିଛି । ଘଟଣାସ୍ଥଳରେ
Read More...

ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକଙ୍କ ପଦ୍ମପୁର ଉପଖଣ୍ଡ ଦିନିକିଆ ଗସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଧେଶିକା ଶ୍ରୀମତୀ କଲ୍ୟାଣୀ ଦାସ ଆଜି ଦିନିକିଆ ଗସ୍ତରେ ଆସିଥିଲେ । ଆଜି ଉପଖଣ୍ଡ ପଦ୍ମପୁର ସୂଚନା ଓ ଲୋକ ସମ୍ପର୍କ ବିଭାଗର କାର୍ଯ୍ୟାଳୟରେ ପହଞ୍ଚଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ
Read More...

ବାଣିଜ୍ୟ ଓ ପରିଚାଳନା କ୍ଷେତ୍ରରେ ନୂତନ ସମ୍ଭାବନା ସମ୍ପର୍କିତ ଆନ୍ତର୍ଜାତୀୟ ଆଲୋଚନା ଚକ୍ର ଉଦ୍‌ଘାଟିତ

ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଦ୍ୱାରା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାରେ ଦୁଇଦିନିଆ ଆନ୍ତର୍ଜାତୀୟ ଆଲୋଚନାଚକ୍ର ଉଦ୍‌ଘାଟିତ ରାଉରକେଲା, (ସସ୍ମିତା ପ୍ରଧାନ) : ସାମ୍ପ୍ରତିକ ସମୟରେ ଆମ ଦେଶ ଭାରତ ଦ୍ରୁତ ଗତିରେ ବିଭିନ୍ନ କ୍ଷେତ୍ରରେ ଆଗେଇବାରେ ଲାଗିଛି । ଏଥିରୁ
Read More...

ତେନ୍ତୁଳିଖୁଣ୍ଟିରେ ୭୫ତମ ବନମହୋତ୍ସବ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ତେନ୍ତୁଳିଖୁଣ୍ଟି ଗ୍ରାମରେ ଜଙ୍ଗଲ, ପରିବେଶ ଓ଼ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡିଶା ସରକାରଙ୍କ ବଲାଙ୍ଗିର ବନଖଣ୍ଡ ଓ଼ ମୁରିବାହାଲ ବନାଞ୍ଚଳ ଆନୁକୂଲ୍ୟରେ ୭୫ତମ ବନମହୋତ୍ସବ ପାଳିତ ହୋଇଯାଇଛି ।
Read More...

ବ୍ଲକସ୍ତରୀୟ ବକ୍ତୃତା, କବିତା ଆବୃତ୍ତି, ସାଧାରଣ ଜ୍ଞାନ ଓ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ବଙ୍ଗୋମୁଣ୍ଡା ଚମାର ମେହେର ଉଚ୍ଚ ବିଦ୍ୟାଳୟ ଠାରେ ଆଜି ବ୍ଲକସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା କ୍ଲଷ୍ଟରର ସିଆର୍‌ସିସି
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଜେପି, ବିଜେଡି ଗୋଷ୍ଠୀର ମାଡ଼ପିଟ ପ୍ରତିବାଦରେ ବିଜେଡିର ଥାନା ଘେରାଉ ଓ ବିକ୍ଷୋଭ…

ସଇଁତଲାରେ ଚାପା ଉତ୍ତେଜନା ସଇଁତଲା, (ପ୍ରମୋଦ ସେଲମା) : ପୂର୍ବ ଶତ୍ରୁତା କେନ୍ଦ୍ର କରି ଗତ ମଙ୍ଗଳବାର ଦିନ ବିଜେପି ବିଜେଡି ଗୋଷ୍ଠୀର ଯୁବକମାନେ ମାଡ଼ପିଟ ହୋଇଥିବା ନେଇ ସଇଁତଲା ଅଞ୍ଚଳ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ଘଟଣାକୁ ନେଇ ପୋଲିସ ଥାନାରେ ଉଭୟ ଗୋଷ୍ଠୀ ତରଫରୁ ପୃଥକ ପୃଥକ ୨
Read More...

ବସୁଧୈବ କୁଟୁମ୍ବକମ୍ ଓ ସ୍କାଉଟ ଆଣ୍ଡ ଗାଇଡ୍ ତରଫରୁ ବନମହୋତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ୍ ତଥା ରାଉରକେଲା ସ୍କାଉଟ ଆଣ୍ଡ ଗାଇଡ୍ ତରଫରୁ ସେକ୍ଟର ୧ ସ୍ଥିତ ସ୍କାଉଟ ଭବନ ପରିସରରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କାଉଟ ଆଣ୍ଡ ଗାଇଡ୍‌ର ଜିଲ୍ଲା କମିଶନର ବ୍ରଜେନ୍ଦ୍ର
Read More...