Monthly Archives

June 2024

ସହଭାଗି ବିକାଶ ଅଭିଯାନର ଲିଙ୍ଗଭିତ୍ତିକ ସଚେତନତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ଓଡିଶାର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହଭାଗୀ ବିକାଶ ଅଭିଯାନ ଆନୁକୁଲ୍ୟରେ ଏବଂ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନଙ୍କ ସହାୟତାରେ ଅନୁଷ୍ଠାନର ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ବିଲେନଜୋର ସ୍ଥିତ ତାଲିମ କେନ୍ଦ୍ର ପରିସରରେ ଏକ ୩ ଦିବସୀୟ
Read More...

ବାଲିଗୁଡା ଓ ଜି. ଉଦୟଗିରିର ବିଧାନସଭା : ସକାଳ ୮ଟାରୁ ହେବ ମତଗଣନା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଲୋକସଭା କ୍ଷେତ୍ରର ବାଲିଗୁଡାରେ ୨ଟି ସ୍ଥାନରେ ଭୋଟ ଗଣତି କରାଯିବ ବୋଲି ଉପଖଣ୍ଡ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କନ୍ଧମାଳ ଲୋକସଭା କ୍ଷେତ୍ରର ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ଉପଜିଲ୍ଲାପାଳଙ୍କ
Read More...

ଶିକାର ବେଳେ ମାଡ଼ିବସିଲା ବନବିଭାଗ : ବନ୍ଧୁକ ସହ ଦୁଇ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାଟଗୁଡ଼ା ପଞ୍ଚାୟତର ପୁଷାଙ୍ଗିଆ ଠାରେ ଶିକାର କରିବା ସମୟରେ ବନବିଭାଗ ୨ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଗତ ରାତିରେ ଦୁର୍ବୃତ୍ତ ବାଲିଗୁଡା ବ୍ଲକ ପୁସାଙ୍ଗିଆର ଏକ ଜଙ୍ଗଲ ମଧ୍ୟରେ ଶିକାର କରିବା
Read More...

୩ ମାସରୁ ଅଧିକ ହେବ ଯକ୍ଷ୍ମା ରୋଗୀଙ୍କୁ ମିଳିନି ଔଷଧ

ମୁରିବାହାଲ ସିଏଚ୍‌ସିର ବିଭିନ୍ନ ସମସ୍ୟା ନେଇ ବିକାଶ ମଞ୍ଚ ପକ୍ଷରୁ ମେଡ଼ିକାଲ ଇନଚାର୍ଜଙ୍କୁ ସାକ୍ଷାତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ସହ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଥିବା ଯକ୍ଷ୍ମା ରୋଗୀମାନଙ୍କୁ ୩ମାସରୁ ଅଧି
Read More...

ଖଲ୍ଲିକୋଟ ହିଂସାକାଣ୍ଡ : ଦିଲ୍ଲୀପ ହତ୍ୟା ଘଟଣାରେ ଖଲ୍ଲିକୋଟ ହିଂସାକାଣ୍ଡ ଆଉ ତିନିଜଣ ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗତ ୧୫ ତାରିଖ ଦିନ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଧିନରେ ଘଟିଥିବା କେଶ୍ ନମ୍ୱର ୪୧୪/୨୪ ଯାହା ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ଘଟିଥିବା ହିଂସାକାଣ୍ଡ ଘଟଣାରେ ପୂର୍ବରୁ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଏବେ ଆଉ ୩ ଜଣ ଅଭିଯୁକ୍ତଙ୍କୁ
Read More...

ଭୋଟ ଗଣତି ପାଇଁ ଗଞ୍ଜାମ ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା

ଭଞ୍ଜନଗର ସମେତ ଅନ୍ୟ କେତୋଟି ଅଞ୍ଚଳରେ ୧୪୪ ଧାରା ଜାରି ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମଙ୍ଗଳବାର ଭୋଟ ଗଣତି ଥିବା ବେଳେ ଗଞ୍ଜାମ ଜିଲା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଭୋଟ ଗଣତି କେନ୍ଦ୍ରରେ ସୁରକ୍ଷା ପାଇଁ ଥ୍ରୀ ଟାୟାର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
Read More...

ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରାଜ୍ୟସ୍ତରରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶିକ୍ଷା ବିକାଶ ସମିତି, ଓଡିଶା ଆନୁକୂଲ୍ୟରେ ଭୁବନେଶ୍ଵର ଠାରେ ଆୟୋଜିତ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ବର୍ଣ୍ଣାଢ଼୍ୟ ସମାରୋହରେ ଆୟୋଜିତ ହୋଇଯାଇଛି । ଓଡ଼ିଶାର ସମସ୍ତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର କୃତି ବିଦ୍ୟାର୍ଥୀଗଣ ଯୋଗଦେଇ ଏହି
Read More...

ମୋ ସ୍କୁଲ ଅଭିଯାନ ସମାବେଶ ପାଇଁ ପ୍ରସ୍ତୁତି : କୁସଙ୍ଗ ହାଇସ୍କୁଲ ନୂତନ ଗୃହ ଉଦ୍‌ଘାଟିତ ହେବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ବ ପୁରାତନ ସ୍କୁଲ ପୂର୍ବତନ ଛାତ୍ର, ଶିକ୍ଷକ ସାମିଲ ହେବେ । କୁସଙ୍ଗ ପଂଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ସ୍କୁଲ ଅଭିଯାନ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ କମିଟିର ସଭାପତି ବଂଶିଧର ସାଏ ଅଧ୍ୟକ୍ଷତାରେ ବିଦ୍ୟାଳୟର ପ୍ରଧାନ
Read More...

ପ୍ରବଳ ଗ୍ରୀଷ୍ମପ୍ରବାହ ବେଳେ ଅଘୋଷିତ ବିଦ୍ୟୁତ୍ କାଟ : ଝାଞ୍ଜି ଖରାରେ ସିଝୁଛନ୍ତି ନୂଆପଡ଼ାବାସୀ

ନୂଆପଡା, (ନିରାକାର ମେହେର) : ପ୍ରବଳ ଗ୍ରୀଷ୍ମପ୍ରବାହରେ ଅସ୍ତବ୍ୟସ୍ତ ରାଜ୍ୟବାସୀ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ବେଶ ପ୍ରଭାବିତ କରୁଛି । ନୂଆପଡା ଜିଲ୍ଳାର ଖଡ଼ିଆଳ, ବୋଡେନ, ସିନାପାଲି, କୋମନା ନୂଆପଡା ଆଦି ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମପ୍ରବାହ
Read More...

ଖଡ଼ିଆଳରେ କାଳବୈଶାଖୀ ତାଣ୍ଡବ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାର ପ୍ରମୁଖ ସହର ଖଡ଼ିଆଳ ଅଞ୍ଚଳରେ କିଛିଦିନ ହେଲା ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତାପମାତ୍ରା ୪୫ ଡିଗ୍ରୀ ଅନୁଭୂତ ହେଉଥିଲା । ସକାଳ
Read More...