Monthly Archives

June 2024

ଭାରସାମ୍ୟ ହରାଇ ଖସିପଡ଼ିଲା ବାଇକ୍ : ଜଣେ ମୃତ

ବାଲେଶ୍ୱର : ଭୋଜିଖାଇ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବାଇକ୍ । ଏଥିରେ ଜଣେ ମୃତ ଓ ଜଣେ ଆହତ ହୋଇଛନ୍ତି । ସୂଚନ।ରୁ ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବୁଢ଼ୀଗାଁ ଛକରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ
Read More...

ଯୁକ୍ତତିନି ପରୀକ୍ଷାଫଳରେ ରୋତ୍‌ କଲେଜର ଛାତ୍ରୀମାନଙ୍କର ସଫଳତା

ଆଗଲପୁର, (କେପିଏନ୍‌ଏସ୍‌) : ଆଜି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମହାବିଦ୍ୟାଳୟ ଗୁଡିକର ଯୁକ୍ତତିନି ଶେଷ ବର୍ଷ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ ରୋତ୍‌ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ମାର୍କ ରଖି ମହାବିଦ୍ୟାଳୟ ପାଇଁ ତଥା
Read More...

ବାରବନ୍ଧ ଗ୍ରାମରେ ଖୋଲା ବିଦ୍ୟୁତ୍ ଟ୍ରାନ୍ସଫର୍‌ମର୍‌ରେ ଲାଗି ଜଣେ ଚାଷୀଙ୍କ ବଳଦର ଶୋଚନୀୟ ମୃତ୍ୟୁ : କ୍ଷତିପୂରଣ ଦାବୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଂଚାୟତ ବାରବନ୍ଧ ଗ୍ରାମରେ ଥିବା ଏକ ଖୋଲା ବିଦ୍ୟୁତ୍‌ ଟ୍ରାନ୍ସଫର୍‌ମର୍‌ରେ ଲାଗି ଜଣେ ଚାଷୀଙ୍କ ବଳଦର ଶୋଚନୀୟ ମୃତ୍ୟୁ ଘଟିଛି । ଏହି ବଳଦଟି ଗ୍ରାମର ଚାଷୀ ଗଣନାଥ ପଧାନଙ୍କର ବୋଲି ଜଣାପଡିଛି । ବଳଦଟି
Read More...

ମୁରିବାହାଲ ବ୍ଲକସ୍ତରୀୟ ମନରେଗାର ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ

କର୍ତ୍ତବ୍ୟରେ ଅବହେଳା କଲେ କାହାରିକୁ କ୍ଷମା ନାହିଁ- ବିଧାୟକହଳଦୀ ପଞ୍ଚାୟତ ଶ୍ରେଷ୍ଠ ବିବେଚିତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ଜାତୀୟ ସାମାଜିକ
Read More...

ନିଟ୍‌ ୟୁଜି ଏବଂ ୟୁଜିସି ନେଟ୍‌ ପ୍ରବେଶିକା ପରିକ୍ଷାରେ ଘଟିଥିବା ମହାଦୁର୍ନିତିର ପ୍ରତିବାଦରେ ଏଆଇଡିଏସ୍‌ଓର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଆଇଡିଏସ୍‌ଓ ବଲାଙ୍ଗିର ଜିଲ୍ଲା ପକ୍ଷରୁ ନିଟ୍‌ ଏବଂ ନେଟ୍‌ ପ୍ରବେଶିକାରେ ଘଟିଥିବା ମହାଦୁର୍ନିତିର ପ୍ରତିବାଦରେ ଛାତ୍ର ବିକ୍ଷୋଭ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ନିଟ୍‌ ଏବଂ ନେଟ୍‌ରେ ହୋଇଥିବା ମହାଦୁର୍ନିତିର
Read More...

ସୁକତେଲ ବିସ୍ଥାପିତଙ୍କ କଲୋନୀରେ ପିଇବା ପାଣି ସମସ୍ୟା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗାମୀ ଦିନରେ ଲୋୟର ସୁକତେଲ ବନ୍ଧରୁ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ହଜାର ହଜାର ହେକ୍ଟର ଜମି ଜଳସେଚିତ ହେବ । ବଲାଙ୍ଗିର ସହରକୁ ପିଇବା ପାଣି ଯୋଗାଇ ଦିଆଯିବ । ଏଥିପାଇଁ ବିସ୍ଥାପିତ ହୋଇଛନ୍ତି ହଜାର ହଜାର ପରିବାର । ଖୁଣ୍ଟପାଲି ଗ୍ରାମବାସୀଙ୍କୁ
Read More...

ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ତରଫରୁ ମନିଗାଁ ଓ ଗୁଞ୍ଚିତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥଣ୍ଡା ପାନୀୟ ଜଳ ଯୋଗାଣ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ତରଫରୁ ମନିଗାଁ ଓ ଗୁଞ୍ଚିତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । ଲାୟନ୍ସ କ୍ଲବ ସବୁବେଳେ ଜନହିତକର ସେବା କାର୍ଯ୍ୟ କରିଥାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ନିକଟସ୍ଥ କିଛି
Read More...

ଅଞ୍ଚଳର ବିଭିନ୍ନ ସମସ୍ୟାର ସାମାଧାନ ନେଇ ଝାରବନ୍ଧ ବିଡିଓଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅଞ୍ଚଳରେ ଦୀର୍ଘ ଦିନରୁ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ବ୍ୟତୀତ ଲୋକଙ୍କ ବିଭିନ୍ନ ଅଭିଯୋଗକୁ ନେଇ ପଦ୍ମପୁର ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏଙ୍କ ସହ ଏକ ବିଜେପି ପ୍ରତିନିଧି ଦଳ ଝାରବନ୍ଧ ବିଡ଼ିଓ
Read More...

ଫାୟାର ଅଫିସ ରାସ୍ତାରେ ସବୁବେଳେ ଜମି ରହୁଛି ପାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲରେ ଥିବା ଫାୟାର ଅଫିସ ଜର୍ଜଗଡ଼ ଗ୍ରାମରେ ଅବସ୍ଥିତ । ତହସିଲ ଅଫିସରୁ ମାତ୍ର ୪୦୦ ମିଟର ଦୂରରେ ରହିଛି ଏହି କାର୍ଯ୍ୟାଳୟ, ଏହାକୁ ଲାଗି ଆଉ ଗୋଟିଏ କୃଷି କାର୍ଯ୍ୟାଳୟ ମଧ୍ୟ ଏଠାରେ ଅଛି । ଦୈନନ୍ଦିନ ଏହି ଅଫିସ ମାନଙ୍କୁ ଅନେକ ଲୋକ ତଥା ଗ୍ରାମବାସୀ
Read More...

ବଣାଇ ଜନପ୍ରିୟ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ରାଉରକେଲାରେ ନାଗରିକ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଚତୁର୍ଥ ଥର ପାଇଁ ବିଜୟୀ ହୋଇଥିବା ବଣାଇର ଜନପ୍ରିୟ ସି. ପି. ଆଇ. ଏମ୍ ବିଧାୟକ କମ୍ରେଡ୍ ଲକ୍ଷ୍ମଣ ମୁଣ୍ଡାଙ୍କୁ ଆଜି ରାଉରକେଲା ଠାରେ ସି. ଆଇ. ଟି. ୟୁ, ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି
Read More...