Monthly Archives

June 2024

ବିଜେପୁର ବିଧାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସନତ କୁମାର ଗଡତୀୟାଙ୍କୁ ଶନିବାର ତାଙ୍କର ବାସ ଭବନରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସ୍ଥାନୀୟ ବ୍ଲକସ୍ତରୀୟ ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ସଭାପତି
Read More...

ସଚେତନ ହେମା ମହୋତ୍ସବର ଦ୍ଵିତୀୟ ଓ ତୃତୀୟ ସନ୍ଧ୍ୟା

ଗୁରୁ ଆନନ୍ଦ ବାଗଙ୍କ ଦେବଗୁରୁ ଲକ୍ଷ୍ମୀପୁରାଣ ମନ ଜିଣିଲା ପଦ୍ମପୁର, (ନିରୋଜ କୁମାର ପାଣୀ) : ସୁପରିଚିତ ନାଟକ ଓ ସଂସ୍କୃତିର ଅନୁଷ୍ଠାନ ସଚେତନ ହେମା ଢୋଲବନ୍ଧ ଦ୍ୱାରା ଆୟୋଜିତ ଚଳିତ ମାର୍‌ଜିନାଲ୍‌ଇଜ୍‌ ଫୋକ୍‌ ଥିଏଟର ୨୦୨୪ ମହୋତ୍ସବରେ ଦ୍ଵିତୀୟ ସନ୍ଧ୍ୟାରେ ବେଣୁଧର ସାହୁ ଲୋକନୃତ୍ୟ
Read More...

ଭାରସାମ୍ୟ ହରାଇ ଓଲଟିଲା ବସ୍‌ : ୪ ଜଣ ଆହତ

ଖୋର୍ଦ୍ଧା : ଯାତ୍ରୀବାହୀ ବସ୍ ଓଲଟି ୪ ଆହତ । ବେଗୁନିଆ ବାଘମାରୀ ମଝିରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନାଅନୁଯାୟୀ, ଶନିବାର ଭୋର ସମୟରେ ଫୁଲବାଣୀରୁ
Read More...

୧୭ରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର : ଆସନ୍ତା ୧୭ରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ସୂଚନା ରହିଛି । ଆସନ୍ତା ୧୮ ତାରିଖରେ ମଧ୍ୟ ପ୍ରବଳ ବର୍ଷା ହେବ । ମୌସୁମୀ ବର୍ତ୍ତମାନ କୋରାପୁଟରେ ସକ୍ରିୟ ରହିଥିବା ବେଳେ ଆଗାମୀ ୩ ରୁ ୪ ଦିନ ଭିତରେ ଆଗକୁ ଅଗ୍ରସର ହେବ । ଆଜି ଉପକୂଳରେ
Read More...

ରାଷ୍ଟ୍ରପତି ଭବନରେ ରଜ ପର୍ବ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଜୁନ୍ ୧୪, ୨୦୨୪) ରାଷ୍ଟ୍ରପତି ଭବନରେ ଆୟୋଜିତ ରଜ ପର୍ବ ଉତ୍ସବରେ ଯୋଗ ଦେଇଛନ୍ତି । ସେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଥିଲେ । ଏହି ଅବସରରେ ରଜ ଶୁଭେଚ୍ଛା ସହିତ ମୟୂରଭଞ୍ଜ ଛଉ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ
Read More...

ଘସିଏନ୍‌ରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ : ଡ୍ରାଇଭର ଗୁରୁତର

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ନିକଟସ୍ଥ ଘସିଏନ୍‌ କଲେଜ ଛକ ପାଖରେ ଆଜି ପୂର୍ବାହ୍ନ ୯.୩୦ଟା ସମୟରେ ଏକ ଅଟୋ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ତେବେ ସ୍ଥାନୀୟ ଯୁବକମାନେ ତୁରନ୍ତ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଅଟୋ ଗାଡ଼ିରେ
Read More...

ଦର୍ଶକଙ୍କୁ ଆମୋଦିତ କରିବାକୁ ଫେରିଲା ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ : ଅଷ୍ଟାଦଶ ସଂସ୍କରଣରେ ୫ଟି ସହରରେ…

ଏମ୍‌ଆଇଏଫଏଫ ଭାରତୀୟ ନିର୍ମାତାମାନଙ୍କୁ ବିଶ୍ୱର ପରିକଳ୍ପନାକୁ ଗ୍ରହଣ କରିବାର ସୁଯୋଗ ପ୍ରଦାନ କରୁଛି : ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁପ୍ରମାଣିକ ଚଳଚ୍ଚିତ୍ର ହେଉଛି ଏକ ବିଶାଳ ଉଦ୍ୟୋଗର ଅଂଶବିଶେଷ ଯାହା ସୂଚନା ଦେବା, ପ୍ରେରଣା ଦେବା, ଆତ୍ମସମୀକ୍ଷା କରିବା ଏବଂ ମନୋରଞ୍ଜନ କରିବାର
Read More...

ବିଶ୍ୱ ବୟସ୍କଙ୍କ ପ୍ରତି ଅତ୍ୟାଚାର ସଚେତନତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୧୫ ଜୁନ୍ ଦିନ 'ବିଶ୍ଵ ବୟସ୍କଙ୍କ ପ୍ରତି ଅତ୍ୟାଚାର ସଚେତନତା ଦିବସ' (ଡବ୍ଲୁଇଏଏଡି) ପାଳନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ବର୍ଷର ଥିମ୍ ହେଉଛି 'ଜରୁରୀକାଳୀନ ପରିସ୍ଥିତିରେ ବୟସ୍କ ବ୍ୟକ୍ତିଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ଆଲୋକପାତ
Read More...

ଜବତ ବାଣ ନିଷ୍କ୍ରିୟ ବେଳେ ବିସ୍ଫୋରଣ : ହାବିଲଦାର ମୃତ

ଫୁଲନଖରା : କାଠଯୋଡ଼ି ପଠାରେ ବାଣ ନିଷ୍କ୍ରିୟ କରିବାକୁ ଯାଇ ଜଣେ ପୁଲିସ ହାବିଲଦାରଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ହାବିଲଦାର ହେଉଛନ୍ତି କଟକ ଜଗତପୁର ପୀର ବଜାର ଅଞ୍ଚଳର ପ୍ରଦୀପ ମଲ୍ଲିକ (୪୫) । ସୂଚନା ଅନୁଯାୟୀ, କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ନିକଟ କାଠଯୋଡ଼ି ନଦୀ
Read More...

‘କୋଶଲ ପ୍ରବାହ’ର ମହାପ୍ରଭାବ : ଦୁଆରୁ ବରିହାଙ୍କୁ ସାହାଯ୍ୟର ହାତ ବଢାଇଲେ ବିଭିନ୍ନ ଅନୁଷ୍ଠାନ ଓ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦହିଗାଁର ଦାଦନ ଶ୍ରମିକ ଦୁଆରୁ ବରିହାଙ୍କ କରୁଣ କାହାଣୀ 'କୋଶଳ ପ୍ରବାହ'ରେ ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ପ୍ରଶାସନ ସାହାଯ୍ୟର ହାତ ବଢାଇଛନ୍ତି । ପଦ୍ମପୁର ବିଡ଼ିଓ ଶ୍ରୀ ନାଗଙ୍କ
Read More...
error: Content is protected !!