Monthly Archives

June 2024

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ତରଫରୁ ଶୋକସଭା ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ଉପସଭାପତି ପ୍ରଶନ୍ନ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସଂଘର ସଂପାଦକ ସ୍ୱର୍ଗତ ମଲିଆ ଗଡୁଆଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସ୍ୱର୍ଗତ ଆତ୍ମାର
Read More...

ରାଜ୍ୟସ୍ତରୀୟ ଓଡ଼ିଆ ଶିଶୁ ସାହିତ୍ୟିକ ସମ୍ମିଳନୀ ଓ ସାରସ୍ୱତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

କାଳଜୟୀ ସାହିତ୍ୟ ସୃଷ୍ଟି ହିଁ ଓଡ଼ିଆ ଅସ୍ମିତାକୁ ଜାଗୃତି କରିବ : ଡ. ହରିହର କାନୁନ୍‌ଗୋଡ. ଦୀପ୍ତିମୟୀ ବେହେରାଙ୍କ 'ପ୍ରବନ୍ଧ ବହୁବିଧ' ଉନ୍ମୋଚିତ ରାଉରକେଲା, (ସସ୍ମିତା ପ୍ରଧାନ) : ସହରର କୋଏଲ ନଗର ସ୍ଥିତ ଆର୍‌ଏସ୍‌ପି ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି
Read More...

ଜର୍ଜଗଡ଼ ଗ୍ରାମର ମହିଳାମାନେ ତହସିଲ ଅଫିସ ସମ୍ମୁଖରେ : ନୃସିଂହନାଥ ରାସ୍ତାକୁ ଅବରୋଧ କରି ଧାରଣାରେ ବସିଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଳ ଜର୍ଜଗଡ଼ ଗ୍ରାମର ମହିଳାମାନେ ତହସିଲ ଅଫିସ ସମ୍ମୁଖରେ, ନୃସିଂହନାଥ ରାସ୍ତାକୁ ଅବରୋଧ କରି ଧାରଣାରେ ଅନେକ ସମୟ ଧରିବସିଥିଲେ । ପ୍ରକାଶ ଥାଉକି ଗାଁରେ ପ୍ରାୟ ଦୁଇ ବର୍ଷ ହେବ ଗୋଟିଏ ପାଣି ଟାଙ୍କି ନିର୍ମାଣ କରାଯାଇ ପାଇପ ବିଛା
Read More...

ନବନିର୍ବାଚିତ ସାଂସଦଙ୍କ ପାଇଁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବରଗଡ଼ର ନବନିର୍ବାଚିତ ସାଂସଦ ପ୍ରଦୀପ ପୁରୋହିତଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଦ୍ମପୁର, ପାଇକମାଲ, ଝାରବନ୍ଧ ଓ ଗାଇସିଲାଟ ବ୍ଲକରରୁ
Read More...

ବଲାଙ୍ଗିରର ବିଶିଷ୍ଟ କବି ପ୍ରଜ୍ଞାପ୍ରାଣ ଗୋପିକୃଷ୍ଣ ପଣ୍ଡିଆ ପାଇଲେ ସମ୍ମାନ ଜନକ ‘ରାଜ୍ୟ ସ୍ତରୀୟ ବସୁମତୀ ମାଁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : କୈବଲ୍ୟ ସାହିତ୍ୟ ସଂସଦ ଓଡିଶା ଆନୁକୂଲ୍ୟରେ ୧୬ ଜୁନ, ୨୦୨୪ ଅପରାହ୍ନ ତିନିଟାରେ ରାମଚନ୍ଦ୍ର ଭବନ କଟକ ଠାରେ ରାଜ୍ୟ ସ୍ତରୀୟ ବସୁମତୀ ସ୍ନାନ ସାରସ୍ୱତ ମହୋତ୍ସବ ୨୦୨୪ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବଲାଙ୍ଗିର ବରପାଲି ପଡାର ବିଶିଷ୍ଟ କବି ପ୍ରଜ୍ଞାପ୍ରାଣ
Read More...

ପଶ୍ଚିମବଙ୍ଗ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ଅନୁକମ୍ପାମୂଳକ ସହାୟତା ଘୋଷଣା ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳକୁ
Read More...

ଜୁନ୍ ୧୮ ଓ ୧୯ରେ ଉତ୍ତରପ୍ରଦେଶ ଓ ବିହାର ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶରେ କୃଷକ ସମ୍ମାନ ସମ୍ମିଳନୀରେ ଯୋଗଦେବେପିଏମ୍ କିଷାନ ଯୋଜନାର ୧୭ତମ କିସ୍ତି ଆକାରରେ ୨୦,୦୦୦ କୋଟି ଟଙ୍କାରୁ ଅଧିକ ପରିମାଣର ଅର୍ଥରାଶି ହସ୍ତାନ୍ତର କରିବେ ପ୍ରଧାନମନ୍ତ୍ରୀସ୍ୱୟଂ ସହାୟକ ଗୋଷ୍ଠୀର ୩୦,୦୦୦ରୁ ଅଧିକ ମହିଳାଙ୍କୁ କୃଷି ସଖୀ ଭାବେ ସାର୍ଟିଫିକେଟ
Read More...

କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ୱାରା ଡାକ୍ତରଖାନାରେ ୬ଟି ଉନ୍ନତ ମାନର କୁଲର୍‌ ଦାନ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନବନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗ ଶନିବାର ଦିନ ଅଚାନକ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନା ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ଡାକ୍ତରଖାନାର ଅନ୍ତେବାସୀମାନେ ପ୍ରବଳ ଗରମରେ ଅସହ୍ୟ ହୋଇପଡୁଥିବାର ଦେଖିବାକୁ
Read More...

୨୫ ଟିକିଆ ହାତୀପଲ ଆସି ନଷ୍ଟ କରିଦେଲେ ଲକ୍ଷାଧିକ ଟଙ୍କାର ଫସଲ

ଘୁ. ଉଦୟଗିରି : ଘୁ. ଉଦୟଗିରି କଳିଙ୍ଗା ମୁଖ୍ୟ ସଡକ କଡେ ଅବସ୍ଥିତ ରାଇପଦା ନିକଟସ୍ତ ନିଜ ପଦରରେ ରହି ଚାଷ କରି ପରିବାର ପ୍ରତିପୋଷଣ କରୁଥିବା କେତୋଟି ଅସହାୟ ଗରିବ ପରିବାରର ଜୀବନ ଜୀବିକା ଉଜାଡ଼ି ଦେଇଛନ୍ତି ୨୫ ଟିକିଆ ହାତୀପଲ । ସୂଚନା ଅନୁସାରେ ଗତକାଲି ରାତିରେ ୨୫ ଟିକିଆ ହାତୀପଲ ହଟାତ୍
Read More...

ଆହାର କେନ୍ଦ୍ର ବନ୍ଦ ହେବନାହିଁ : ଦୁର୍ଗା ଚରଣ ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଇସ୍ପାତ ନଗରୀର ଦୁଇଟି ଆହାର କେନ୍ଦ୍ରକୁ ବିଧାୟକ ଦୁର୍ଗା ଚରଣ ତନ୍ତୀ ଅଚାନକ ପରିଦର୍ଶନ କରିଥିଲେ । ସେ ସର୍ବ ପ୍ରଥମେ ସେକ୍ଟର -୨ ବସ୍‌ଷ୍ଟାଣ୍ଡ ସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ କରିବା ସହିତ ସଧାରଣ ଜନତାଙ୍କ
Read More...
error: Content is protected !!