Monthly Archives

June 2024

ବାଲେଶ୍ଵର ଗୋଷ୍ଠୀ ଉତ୍ତେଜନା : ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନିର୍ଦ୍ଦେଶ

ଶାନ୍ତି, ସୌହର୍ଦ୍ୟ ବଜାୟ ରଖିବା ପାଇଁ ନିବେଦନ ଭୁବନେଶ୍ୱର, (ପିଆଇବି) : ବାଲେଶ୍ଵରରେ ଆଜି ଘଟିଥିବା ଗୋଷ୍ଠୀ ଗତ ଉତ୍ତେଜନା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲେଶ୍ଵର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି ।
Read More...

ଡିକେଏମ୍‌ସି ଦ୍ୱାରା ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) : ଆଙ୍କର ରାଇରଙ୍ଗପୁର ସହରସ୍ତ ଅଗ୍ରଣୀ କ୍ରୀଡା ଓ ସାଂସ୍କୃତିକ କ୍ଲବ ଡିକେଏମ୍‌ସି ଆନୁକୂଲ୍ୟରେ ନବନିର୍ବାଚିତ ସାଂସଦ ନବଚରଣ ମାଝୀ ତଥା ରାଇରଙ୍ଗପୁର ବିଧାୟକ ଜଲେନ ନାଏକଙ୍କୁ ନେଇ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ନବଚରଣ ମାଝୀ
Read More...

ଛତ୍ରପୁର ପ୍ରେସ କ୍ଲବ୍ ତରଫରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନବନିର୍ବାଚିତ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କୁ ଆମନ୍ତ୍ରଣ କରି ଛତ୍ରପୁର ପ୍ରେସ କ୍ଲବ ପରିସରରେ କ୍ଲବ୍ ତରଫରୁ ସମୂହ ଶୁଭେଚ୍ଛା ଜଣାଇ ବିଧାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପ୍ରେସ କ୍ଲବ ସଭାପତି ରବିନ୍ଦ୍ର ନାଥ ପଣ୍ଡା,
Read More...

ସଲଡିହି ଗାଁରେ ହାତୀ ଆକ୍ରମଣରେ ୩ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ରାତ୍ରି ପ୍ରାୟ ୧୨ଟା ବେଳେ ଘରେ ସୋଇଥିବା ବେଳେ ଘର ପଛ ପଟୁ ଆସି ଗୋଟିଏ ପରିବାରର ୩ ଜଣଙ୍କୁ ହାତୀପଲ ଦଳି ଦେଇ ମାରିଦେଲେ । ତେବେ ଏହି ଅଭାବନୀୟ ଘଟଣାଟି ଝାରବନ୍ଧ ବ୍ଲକ ସଲଡିହି ଗ୍ରାମରେ ଘଟିଥିବା ବେଳେ ୩ଟି ହାତୀ ଆଡୁଆଲ ଅଞ୍ଚଲରୁ ଆସିଥିବା
Read More...

ବିଦ୍ୟୁତ୍‌ ସମସ୍ୟା ବିଷୟରେ ବିଧାୟକଙ୍କୁ ଭେଟି ଅବଗତ କଲେ କୃଷକ ସଂଗଠନ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଅମ୍ବାଭନା, ଭଟଲି ଏବଂ ସୋହେଲା ବ୍ଲକର କୃଷକ ସଙ୍ଗଠନ ପ୍ରତିନିଧି ମଣ୍ଡଳୀ ନବନିର୍ବାଚିତ ବିଧାୟକ ଇରାଶିଷ ଆଚାର୍ଯ୍ୟ ତାଙ୍କ ଘରେ ଭେଟି ବିଦ୍ୟୁତ୍‌ ସମସ୍ୟାର ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ତିନୋଟି ବ୍ଲକ ଅଣ ଜଳସେଚିତ
Read More...

ମହାରାଷ୍ଟ୍ରକୁ ପେଟପାଟଣା ପାଇଁ ଯାଇ ଅଜଣା ଗାଡ଼ି ଧକ୍କାରେ ତେନ୍ତୁଳିଖୁଣ୍ଟିର ଯୁବକଙ୍କ ଶୋଚନୀୟ ମୃତ୍ୟୁ : ସାଙ୍ଗ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମହାରାଷ୍ଟ୍ର ରାଜ୍ୟ ପୁନା ସହରକୁ ପେଟପାଟଣା ପାଇଁ ଯାଇ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ତେନ୍ତୁଳିଖୁଣ୍ଟି ଗ୍ରାମର ସନତ ପୁଟେଲ(୧୯)ନାମକ ଜଣେ ଯୁବକଙ୍କ ଅଜଣା ଗାଡ଼ି ଧକ୍କାରେ ଶୋଚନୀୟ ମୃତ୍ୟୁ ଭଳି ଏକ ଅଭାବନୀୟ ଘଟଣା ଘଟିଛି ।
Read More...

ନବନିର୍ବାଚିତ ବୌଦ୍ଧ ବିଧାୟକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ ବିଜେପି ଦଳର ସାଂସଦ ଓ ବିଧାୟକ ନିର୍ବାଚିତ ହୋଇଛନ୍ତି । ବୌଦ୍ଧ ଜିଲ୍ଲା ପୁରୁଣାକଟକ ସ୍ଥିତ କଲ୍ୟାଣୀ ମଣ୍ଡପ ଠାରେ ଭୈରବୀ ମହୋତ୍ସବ କମିଟି ଏବଂ ଭୈରବୀ କ୍ଲବ ପକ୍ଷରୁ ନବନିର୍ବାଚିତ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନଙ୍କୁ
Read More...

ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଭେଟି ଶୁଭେଚ୍ଛା ଜଣାଇଲା ନୂଆପଡା ଜିଲ୍ଲା ଯାଦବ ସମାଜ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି ବିଧାନସଭାର ବହୁ ଚର୍ଚ୍ଚିତ ନବନିର୍ବାଚିତ ବିଜେପି ବିଧାୟକଙ୍କୁ ବିଭିନ୍ନ ଦିଗରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି କ୍ରମରେ ସୁଦୂର ନୂଆପଡା ଜିଲ୍ଲାରୁ ଜିଲ୍ଲା ଯାଦବ ସମାଜ ତରଫରୁ ଏକ ପ୍ରତିନିଧି ଦଳ ଆସି ବିଧାୟକଙ୍କୁ ଭେଟି ଶୁଭେଚ୍ଛା
Read More...

ଜିଲ୍ଲା ବ୍ରାହ୍ମଣ ମହାସଭା : ବଲାଙ୍ଗିରର ମାସିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ରାହ୍ମଣ ମହାସଭା, ବଲାଙ୍ଗିରର ମାସିକ ବୈଠକ ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ଜୟରାମ ମିଶ୍ର ଗତ ବୈଠକର ବିବରଣୀ ସ୍ୱିକୃତି ପଠନ କରିଥିଲେ । ସଂଗଠନ ସମ୍ପାଦକ କିଶୋର ପୁରୋହିତ ଭଗବାନ ପର୍ଶୁରାମ ଜୟନ୍ତୀ
Read More...

ସର୍ବ ଭାରତୀୟ ଜୁନିୟର୍‌ କିକ୍‌ ବକ୍ସିଂରେ ବଲାଙ୍ଗିରର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମବଙ୍ଗ ସିଲିଗୁଡିରେ ସର୍ବ ଭାରତୀୟ କନିଷ୍ଠ କିକ୍‌ ବକ୍ସିଂ ଚମ୍ପିୟାନ୍‌ସିପ୍‌ ୨୦୨୪ ଜୁନ ୧୦ ତାରିଖରୁ ୧୪ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଦେଶର ସମସ୍ତ ରାଜ୍ୟରୁ ମୋଟ୍‌ ୪୫୦ ଜଣ ପ୍ରତିଯୋଗୀ ଭାଗନେଇ ଥିବାବେଳେ ବଲାଙ୍ଗିର କିକ୍‌
Read More...
error: Content is protected !!