Monthly Archives

June 2024

ବିଶ୍ୱ ସିକିଲ୍ ସେଲ୍ ସଚେତନତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଜୁନ୍ ୧୯ରେ ସିକିଲ୍ ସେଲ୍ ରୋଗ (ଏସ୍‌ସିଡି) ବିଷୟରେ ଜନସଚେତନତା ବୃଦ୍ଧି ପାଇଁ 'ବିଶ୍ୱ ସିକିଲ୍ ସେଲ୍ ସଚେତନତା ଦିବସ' ପାଳନ କରାଯାଏ । ଦିବସଟି ଏହି ରୋଗ ବିଷୟରେ ଜନସାଧାରଣଙ୍କ ଜ୍ଞାନ ବୃଦ୍ଧି, ଶୀଘ୍ର ନିରାକରଣକୁ ପ୍ରୋତ୍ସାହିତ କରିବା
Read More...

ଉତ୍ତରପ୍ରଦେଶର ବାରାଣସୀରେ କିଷାନ ସମ୍ମାନ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

୨୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପି.ଏମ୍ କିଷାନର ସପ୍ତଦଶ କିସ୍ତି କଲେ ହସ୍ତାନ୍ତରକୃଷି ସଖୀ ଭାବେ ସ୍ୱୟଂ ସହାୟକ ଗୋଷ୍ଠୀର ୩୦ ହଜାରରୁ ଅଧିକ ମହିଳାଙ୍କୁ ଅନୁଦାନ ପ୍ରମାଣପତ୍ର ପ୍ରଦାନ କଲେ‘କାଶୀବାସୀ ମୋତେ କ୍ରମାଗତ ତୃତୀୟ ଥର ପାଇଁ ନିଜର ପ୍ରତିନିଧି ଭାବେ ନିର୍ବାଚିତ କରି ଆଶୀର୍ବାଦ
Read More...

ବରଗଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବରଗଡ, (ନିରୋଜ କୁମାର ପାଣୀ) : ମୁଖ୍ୟମନ୍ତ୍ରୀଙ୍କ ପାଇଁ ଲୋକଙ୍କ ଭିତରେ ଅଦ୍ଭୁତପୂର୍ବ ଉତ୍ସାହ, ହଜାର ହଜାର ଲୋକଙ୍କ ଗହଣରେ ରୋଡ ସୋ’ରେ ଗଲେ କାର୍ଯ୍ୟକ୍ରମ ସ୍ଥଳକୁ, ଲୋକଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ବରଗଡକୁ ଆଉ ଥରେ ଖୁବଶୀଘ୍ର ଆସିବି କୃଷକମାନେ ପାଇଲେ ପି. ଏମ୍‌ . କିଷାନ
Read More...

ଜେଜେମାଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲା ନାତି

ବେଲପଡା, (ଅଶୋକ କୁମାର ବାଗ) : ଭତ୍ତା ଟଙ୍କା ପାଇଁ ଜେଜେମାଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲା ନାତି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଭାଲୁଖାଇ ଗାଁରେ । ଜେଜେମା ଯୁଗ ଭୁଏ (୮୫)ଙ୍କୁ ନାତି ରାଜ ଭୁଏ ଠେଙ୍ଗାରେ ପିଟି ପିଟି ମାରିଥିବା ଅଭିଯୋଗ ହୋଇଛି
Read More...

ଗୋଇମୁଣ୍ଡ ଛକ ପିଚୁ ପ୍ଲାଣ୍ଟ ସମ୍ମୁଖରେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ : ଜଣେ ଗୁରୁତର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ୫୯ ନମ୍ବର ଜାତୀୟ ରାଜପଥ ବଙ୍ଗୋମୁଣ୍ଡାରୁ ହଳଦୀ ରାସ୍ତାର ଗୋଇମୁଣ୍ଡ ଛକ ନିକଟ ସ୍ଥିତ ପିଚୁ ପ୍ଲାଣ୍ଟ ସମ୍ମୁଖରେ ମଙ୍ଗଳବାର ଅପରାହ୍ନରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ
Read More...

ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀକୁ ଗୁରୁ ଭଗବାନ ସାହୁ ମହୋତ୍ସବ ଭାବେ ପାଳନ କରାଯିବ

ବରଗଡ଼, (ନିରୋଜ କୁମାର ପାଣୀ) : ଡ. ତପସ୍ୱିନୀ ଗୁରୁଙ୍କ ସଭାପତିତ୍ୱରେ ଏବଂ ସଂପାଦକ ସନ୍ତୋଷ କୁମାର ପଣ୍ଡାଙ୍କ ସଂଯୋଜନାରେ ଚଳିତ ବର୍ଷଠାରୁ ଦେବସ୍ନାନ ପୂର୍ଣ୍ଣିମା ତିଥିରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀକୁ ଗୁରୁ ଭଗବାନ ସାହୁ ମହୋତ୍ସବ ଭାବେ ପାଳନ କରାଯିବାକୁ ସଭାରେ ନିଷ୍ପତ୍ତି
Read More...

ମିଡିଆ ଟାଇକୁନ ସ୍ୱର୍ଗତ ରାମୋଜି ରାଓଙ୍କୁ ଭାରତରତ୍ନ ପ୍ରଦାନ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଦେଶର ମିଡିଆ ଟାଇକୁନ ଭାବରେ ସୁପରିଚିତ ପଦ୍ମବିଭୂଷଣ ସ୍ୱର୍ଗତ ରାମୋଜୀ ରାଓଙ୍କୁ ଦେଶର ଭାରତରତ୍ନ ପ୍ରଦାନ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ । ସିନେମା ଠାରୁ ଆରମ୍ଭ କରି ପର୍ଯ୍ୟଟନ ଏବଂ ଛାପା ଗଣମାଧ୍ୟମ ଠାରୁ ଓ ଡିଜିଟାଲ ଭଳି ବିଭିନ୍ନ କ୍ଷେତ୍ରରେ ସଫଳ ଉଦ୍ୟୋଗ
Read More...

ବୌଦ୍ଧ ସୀମାନ୍ତ ଗ୍ରାମରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ

ହରଭଙ୍ଗା, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡ଼େଣୀଗଡ଼ ଗ୍ରାମପଞ୍ଚାୟତ ଅଧିନସ୍ଥ ମାଧପୁର ଠାରେ ଥିବା କଲ୍ୟାଣ ମଣ୍ଡପରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହରଭଙ୍ଗା କଳିଙ୍ଗ ଟିଭି ରିପୋର୍ଟରଙ୍କ ଉଦ୍ୟମରେ ଆଦିବାସୀ ନେତା ସୁଶିଲ ଦେହୁରୀଙ୍କ
Read More...

ଦଳିଦେଲା ଦନ୍ତା : ଜଣେ ମୃତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଦଳି ଦେଲା ଦନ୍ତା ହାତୀ, ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ରେଞ୍ଜ ଅନ୍ତର୍ଗତ ପୋଢ଼ହଳ ସଂରକ୍ଷିତ ଜଙ୍ଗଲରେ । ମୃତକ ବାରିଙ୍ଗ ଗୁରାପଡ଼ା ସାହିର ୫୦ ବର୍ଷୀୟ କାଶୀନାଥ ପ୍ରଧାନ ବୋଲି ଜଣାପଡିଛି ।
Read More...

ମହାଲକ୍ଷ୍ମୀ ନାରାୟଣଙ୍କ ବିବାହ ଉତ୍ସବ ଅନୁଷ୍ଠିତ

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) : ରାଇରଙ୍ଗପୁର ସହର ସ୍ଥିତ ସ୍ଥାନୀୟ କୁଚେଇବୁଢୀ ଲକ୍ଷ୍ମୀ ମନ୍ଦିର ଠାରେ ମହାଲକ୍ଷ୍ମୀ ନାରାୟଣଙ୍କ ବିବାହ ଉତ୍ସବ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଗତ ୧୭ ତାରିଖ ସୋମବାର ସକାଳ ୮ଘଣ୍ଟା ୩୦ମି.ଠାରୁ ୧୦ଘଣ୍ଟା ୩୦.ମି ମଧ୍ୟରେ ମଙ୍ଗଳପାକ ଓ
Read More...
error: Content is protected !!