Daily Archives

ସଙ୍କୁଳ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ସାମୁହିକ ସଙ୍କୁଳ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଯାପିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ତଥା ସଙ୍କୁଳ ସଂଯୋଜକ ଶିବ ବାରିକ ଅତିଥି ପରିଚୟ ତଥା ଉଦ୍ଦେଶ୍ୟ କଥନ କରିଥିଲେ ।
Read More...

ପେପର୍‌ ଲେସ୍‌ ହେବ ବିଧାନସଭା

ଭୁବନେଶ୍ୱର : ସଂପୂର୍ଣ୍ଣ ଡିଜିଟାଲାଇଜେସନ୍‌ ହେବ ଓଡ଼ିଶା ବିଧାନସଭା । ବିଧାନସଭାକୁ ପେପର୍‌ ଲେସ୍‌ କରିବା ପାଇଁ 'ନେଭା' ଦାୟିତ୍ୱ ନେଇଥିବା ସୂଚନା ମିଳିଛି । ଏ ଦିଗରେ କାମ ଆରମ୍ଭ ହୋଇଯାଇଥିବା କହିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ପୁରୁଣା ଓ ନୂଆ ସମସ୍ତ ବିଧାୟକଙ୍କୁ 'ନେଭା' ତରଫରୁ
Read More...

ମମତା ଯୋଜନାର ମହାଘୋଟାଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦହିଗାଁ ପଞ୍ଚାୟତ ଦହିଗାଁ (କ)କେନ୍ଦ୍ରର ଅଙ୍ଗନୱାଡି ଦିଦି ଗନ୍ଧବୀ ସାହୁ ମମତା ଯୋଜନର ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି । ଦହିଗାଁର ମମିତା ବରିହା (୩୧) ସ୍ୱାମୀ ସୁକୁମାର ବରିହା ଅଭିଯୋଗ ଅନୁଯାୟୀ ମମତା ଯୋଜନାର ୭ ହଜାର ଟଙ୍କା
Read More...

ପାଇକମାଲ ବ୍ଲକ କୃଷି ଉପଦେଷ୍ଟା କମିଟି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ କୃଷି କାର୍ଯ୍ୟାଳୟ ପରିସର ମଧ୍ୟରେ ବ୍ଲକ କୃଷକ ଉପଦେଷ୍ଟା କମିଟିର ଚଳିତ ବର୍ଷ ପାଇଁ ପ୍ରଥମ ବୈଠକ ଆୟୋଜିତ ହୋଇଯାଇଛି । ଏହି ବୈଠକରେ କୃଷି ଓ ଆନୁଷଙ୍ଗିକ ବିଭାଗର ସମସ୍ତ ବ୍ଲକସ୍ତରୀୟ ଅଧିକାରୀ ଯୋଗଦାନ କରି କୃଷି ବିଭାଗ, ଉଦ୍ୟାନ କୃଷି
Read More...

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ କଂସର ପଞ୍ଚାୟତ ଅନ୍ତର୍ଗତ ଗଡ଼ଭାଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଡ଼ଭାଟି ଶିକ୍ଷକ ମୋହନଲାଲ ସାହୁ (ବାବୁଲାଲ)ଙ୍କୁ ସ୍କୁଲ ପକ୍ଷରୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା । ଗଡ଼ଭାଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା
Read More...

ତ୍ରିଦିବସୀୟ ସଂକୁଳ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କୁସୁନାପାଲି ଠାରେ ସଂକୁଳ ସ୍ତରୀୟ ତ୍ରିଦିବସୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା ସନ୍ଧ୍ୟା ସମୟରେ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ଦିବସରେ ସୁନିଲ ଅଗ୍ରୱାଲ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଓ ହରିହର ସାହୁ ସନ୍ଧ୍ୟା
Read More...

ଲୋକସଭା ବାଚସ୍ପତି ଓ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ମାନଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀରଥଯାତ୍ରା ପାଇଁ ୩୧୫ଟି ସ୍ଵତନ୍ତ୍ର ଟ୍ରେନର ବ୍ୟବସ୍ଥା ସହିତ ୧୫ ହଜାର ଲୋକଙ୍କ ପାଇଁ ରହିବାର ବ୍ୟବସ୍ଥା କରାଯିବନୂଆ ଓଡ଼ିଶା ଗଠନ ଦିଗରେ କେନ୍ଦ୍ରର ସହାୟତା ନୂଆ ଅଧ୍ୟାୟ ସୃଷ୍ଟି କରିବ - ମୁଖ୍ୟମନ୍ତ୍ରୀ
Read More...

ଛତ୍ରପୁର ବିଧାୟକଙ୍କୁ ଅଷ୍ଟମ ବାଟାଲିୟନରେ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ନିକଟରେ ଥିବା ଛତ୍ରପୁର ଓ ଏସ୍‌. ଏ. ପି. ଅଷ୍ଟମ ବାଟାଲିୟନ ପକ୍ଷରୁ ନବନିର୍ବାଚିତ ଛତ୍ରପୁରର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ବିଧାୟକଙ୍କୁ ଅଷ୍ଟମ ବାଟାଲିୟନ ଦୁର୍ଗପତି ସାରଦା
Read More...

୨ କାର୍ ମୁହାଁମୁହିିଁ ଧକ୍କା : ୭ ଜଣ ମୃତ

ମୁମ୍ବାଇ : ଭୁଲ ପାଶ୍ୱର୍ରେ ଆସୁଥିବା ବେଳେ ୨ କାର୍ ମଧ୍ୟରେ ହେଲା ଦୁର୍ଘଟଣା । ଚାଲିଗଲା ୭ ଜଣଙ୍କର ଜୀବନ । ମୁମ୍ବାଇ-ନାଗପୁର ଏକ୍ସପ୍ରେସୱେରେ ଘଟିଛି ଏଭଳି ଘଟଣା । ଗତ ରାତିରେ ଏକ ସ୍ୱିପ୍ଟ ଡିଜାୟାର କାର୍‌ ପେଟ୍ରୋଲ ଭରିବା ପରେ ଭୁଲ ପାଶ୍ୱର୍ରେ ଆସୁଥିଲା । ଏହି ସମୟରେ ସେ ସାମ୍ନାରୁ
Read More...

ସ୍କୁଲ ସମ୍ମୁଖରେ ଛାତ୍ରକୁ ଛୁରି ଭୁସିଲା ଛାତ୍ର

ଗଞ୍ଜାମ: ସ୍କୁଲ ସମ୍ମୁଖରେ ଛାତ୍ରକୁ ଛୁରି ଭୁସିଲା ଛାତ୍ର । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ରଘୁନାଥ ହାଇସ୍କୁଲରେ ଏପରି ଅଭାବନୀୟ ଘଟଣା ଘଟିଛି । ବିଦ୍ୟାଳୟ ପରିସରରେ ୨ ଛାତ୍ର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଫଳରେ ଜଣେ ଛାତ୍ର ଅନ୍ୟ ଛାତ୍ରଙ୍କୁ ଛୁରି ଭୁସିଲା । ସୂଚନା ଅନୁସାରେ, ଗଞ୍ଜାମ
Read More...