Daily Archives

ଜଗନ୍ନାଥ ସଂସ୍କୃତି ଜଗତର ଶ୍ରେଷ୍ଠ ସଂସ୍କୃତି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ନବ ଗଠିତ ରାଉରକେଲା ସାହିତ୍ୟ ସଂସଦ ତା'ର ମୂଳମନ୍ତ୍ର ସାହିତ୍ୟ ସଂସ୍କୃତିର ପ୍ରଚାର ଓ ପ୍ରସାରକୁ ଆଧାର କରି ଆଜି ରିଜର୍ପ କଲୋନୀସ୍ଥିତ ସରକାରୀ ପୋଲିସି ହାଇସ୍କୁଲରେ ପିଲାମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର
Read More...

ପିଆଇବି ପକ୍ଷରୁ ନୂଆ ଅପରାଧିକ ଆଇନ ସମ୍ପର୍କିତ କର୍ମଶାଳା

ମାନବାଧିକାର ସୁରକ୍ଷାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ : ଅଗ୍ନିଶମ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀନୂଆ ଆଇନର ଉଦ୍ଦେଶ୍ୟ - ଦଣ୍ଡ ଦେବା ନୁହେଁ, ବରଂ ନ୍ୟାୟ ପ୍ରଦାନ କରିବା : ଗିରିଶ ଚନ୍ଦ୍ର ଦାଶ ଭୁବନେଶ୍ୱର, (ପିଆଇବି) : ଦେଶରେ ନୂଆ ଅପରାଧିକ ଆଇନ ଲାଗୁ ହେବା
Read More...

ବଲାଙ୍ଗିର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ୟୁଜି ଓ ପିଜି ରେଜଲ୍ଟ ଆଜି ପ୍ରକାଶ ପାଇଛି

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରକାଶ ପାଇଲା ବଲାଙ୍ଗିର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ୟୁଜି ଓ ପିଜି ରେଜଲ୍ଟ । ୟୁଜିରେ ୭୨୫୩ ଜଣ ପରୀକ୍ଷା ଦେଇଥିବା ବେଳେ ପାସ୍‌ କରିଛନ୍ତି ୪୦୪୮ଜଣ ଛାତ୍ରଛତ୍ରୀ । ୟୁଜି ଫାଇନାନ୍ସିଆଲ୍ ପରୀକ୍ଷାରେ ମୋଟ୍‌ ପାସ୍‌ ହାର ୫୫.୮୧ ପ୍ରତିଶତ ରହିଛି । ୟୁଜିରେ
Read More...

ବାଣିଜ୍ୟ ବିଭାଗରେ ସିଏନ୍‌ସି ଛାତ୍ର ମୁକଶ ସାହୁ ୟୁନିଭର୍‌ସିଟି ଟପ୍ପର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମହାବିଦ୍ୟାଳୟ ଗୁଡ଼ିକର ଆଜି ଫଳାଫଳ ପ୍ରକାଶ ପାଇଥିବା ବେଳେ +୩ ବାଣିଜ୍ୟରେ ସିଏନ୍‌ସି ବାଣିଜ୍ୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବାଜିମାତ୍‌ କରିଥିବା ଦେଖିବାକୁ ମିଳିଛି । ବାଣିଜ୍ୟ ବିଭାଗରେ ସିଏନ୍‌ସି ଛାତ୍ର ମୁକଶ
Read More...

ମନୋଜ ଆହୁଜା ମୁଖ୍ୟ ଶାସନ ସଚିବ ନିଯୁକ୍ତ

ଭୁବନେଶ୍ୱର : କେନ୍ଦ୍ର ଡେପୁଟେସନ୍‌ରୁ ଫେରିବା ପରେ ବରିଷ୍ଠ ପ୍ରଶାସକ ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପି. କେ. ଜେନା ଜୁନ ୩୦ ତାରିଖରେ ଅବସର ଗ୍ରହଣ କରିବା ପରେ ଆହୁଜା ଦାୟିତ୍ଵ ଗ୍ରହଣ କରିବେ । ଏହା ସହିତ
Read More...

ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ରଥଯାତ୍ରା ପାଇଁ ଆସିବାକୁ ନିମନ୍ତ୍ରଣ କଲେପ୍ରଧାନ ମନ୍ତ୍ରୀଙ୍କୁ ଓଡ଼ିଶା ଗସ୍ତ କରିବାକୁ କଲେ ଅନୁରୋଧଅର୍ଥ ମନ୍ତ୍ରୀ, ସଡ଼କ ପରିବହନ ମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀଙ୍କ ସହିତ ବିକଶିତ ଓଡିଶା ପାଇଁ ରୋଡ୍‌ ମ୍ୟାପ ଉପରେ ଆଲୋଚନା ଭୁବନେଶ୍ୱର :
Read More...

ଭୁବନେଶ୍ୱର ଭଳି ମୁକୁଳା ଡ୍ରେନ୍‌ରେ କେବେ ପଡିବ ଶିଶୁ ?

ଡ୍ରେନ୍‌ ମୁକୁଳା ରଖି ଲୋକଙ୍କ ଜୀବନ ସହିତ ଖେଳ ବରଗଡ, (ନିରୋଜ କୁମାର ପାଣୀ) : ଚଳିତ ଜୁନ ୧୯ ତାରିଖ ଦିନ ଭୁବନେଶ୍ଵରରେ ଏକ ମୁକୁଳା ଡ୍ରେନ୍‌ରେ ଜଣେ ନିଃସ୍ୱାପ ଶିଶୁ ପୁତ୍ର ପଡି ମୃତ୍ୟୁ ବରଣ କରିଥିବା ସାରା ରାଜ୍ୟକୁ ଥରାଇ ଦେଇଥିବା ଘଟଣାରୁ ବରଗଡ଼ ପ୍ରଶାସନ କିଛି ଶିକ୍ଷା ଲାଭ କରି
Read More...

ଅନାଥ ଛାତ୍ରଙ୍କ ଉଚ୍ଚତର ଶିକ୍ଷା ପାଇଁ ସହାୟତା ଦେଲା ଅଘିରିଆ ସମାଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ମାର୍ଚ୍ଚ ୧ ତାରିଖ ଏକ ବିବାହୋତ୍ସବରେ ଯୋଗଦେଇ ଘରକୁ ଫେରୁଥିବା ସମୟରେ ବଲାଙ୍ଗିର ଆଇଟିଆଇ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଲୋଇସିଂହା ବ୍ଲକ ବିର୍କେଲ ଗ୍ରାମର ଦମ୍ପତ୍ତି ଭାଗ୍ୟଧର ପଟେଲ ଓ ସୁରେଖା ପଟେଲଙ୍କ ଶୋଚନୀୟ
Read More...

ଯୁବତୀଙ୍କୁ ଅଶ୍ଳୀଳ ଭିଡ଼ିଓ ପଠାଇ ଟଙ୍କା ମାଗୁଥିଲେ ଯୁବକ : ବାନ୍ଧିଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁବତୀଙ୍କୁ ଅଶ୍ଳୀଳ ଭିଡ଼ିଓ ପଠାଇ ଟଙ୍କା ମାଗୁଥିଲେ ଯୁବକ । ଯୁବତୀଙ୍କୁ ବ୍ଲାକ୍‌ମେଲ୍‌ କରି ଠକୁଥିଲେ ଟଙ୍କା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଟାଉନ ଥାନା ଅଞ୍ଚଳରେ । ଗିରଫ ଯୁବକ ଜଣକ ହେଲେ ଚୁଡ଼ାପାଲି ଗାଁର ସୁମିତ କୁମାର ନାଗ । ସୁମିତ
Read More...

ତ୍ରିଦିବସୀୟ ବ୍ଲକସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପରିବର୍ତ୍ତିତ ଯୁଗ ତଥା ଭବିଷ୍ୟତର ଆହ୍ୱାନକୁ ଆଖି ଆଗରେ ରଖି ସରକାରୀ ସ୍ତରରେ ଗତ ବର୍ଷ ଠାରୁ ଆରମ୍ଭ ହେଇଥିବା ଅଭିଳଷୀତ ପାଠ୍ୟକ୍ରମର ବିଭିନ୍ନ କ୍ଲବ ମଧ୍ୟରୁ ଜିଜ୍ଞାସା ଅନ୍ୟତମ, ଯାହାକି ହାଇ ସ୍କୁଲସ୍ତରୀୟ ଛାତ୍ରଛାତ୍ରୀଙ୍କ ଠାରେ ବିଜ୍ଞାନ ଶିକ୍ଷା
Read More...