Daily Archives

କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ବୃକ୍ଷରୋପଣ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ଦୁଇ ଦିନ ମଧ୍ୟରେ ପାଣିପାଗରେ ପରିବର୍ତ୍ତନ ଦେଖି କ୍ଲିନ୍ ଆଣ୍ଡ ଗ୍ରୀନ୍‌ର କିଛି ପ୍ରକୃତି ପ୍ରେମୀ ସଦସ୍ୟମାନଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହି କ୍ରମରେ ପ୍ରଥମେ ରାଉରକେଲା ଇସ୍ପାତ ନଗରୀ,
Read More...

ଆଜିଠୁ ୨୮ ତାରିଖ ଯାଏ ବର୍ଷାର ଆଶଙ୍କା

ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ସକ୍ରିୟ ଥିବା ବେଳେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ହେବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ । ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡା, ଗଞ୍ଜାମ, ଝାରସୁଗୁଡା ଓ
Read More...

ସାପ ଧରାରେ ସାପ ଧରାଳୀ ମୃତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସାପ ସହ ଖେଳୁଥିଲେ । ଆଉ ଏବେ ସେହି ସାପ ହିିଁ ତାଙ୍କ ଜୀବନ ନେବାର କାରଣ ସାଜିଲା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ପରିସରରେ । ସୁଚନା ଅନୁସାରେ ମେଣ୍ଡାମାଲ ଗାଁର ଗୌର କୁମ୍ଭାର ଜଣେ ସାପ ଧରାଳୀ ଅଟନ୍ତି
Read More...

ଜଣ୍ଡିସ ବଳୟରେ ସମ୍ବଲପୁର : ଏବେ ସୁଦ୍ଧା ୮୨ ଚିହ୍ନଟ

ସମ୍ବଲପୁର: ସମ୍ବଲପୁର ମହାନଗରରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଏବେ ସୁଦ୍ଧା ୮୨ ଆକାନ୍ତ ହେଲେଣି ଚିହ୍ନଟ । ୧୦ ବର୍ଷ ପୂର୍ବେ ମଧ୍ୟ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ସମୟରେ ପିଏଚ୍‌ଡି ପାଣି ସନ୍ଦେହ ଘେରକୁ ଆସିଥିଲା । ଏବେ ମଧ୍ୟ ପିଏଚ୍‌ଡି ପାଣିକୁ ନେଇ ଆଶଙ୍କା
Read More...

ସର୍ଟ ସର୍କିଟ୍ ଯୋଗୁଁ ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ସକାଳେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଯାଇଥିବା ବ୍ଲକ କାର୍ଯ୍ୟାଳୟ ତରଫରୁ କୁହାଯାଇଛି । ଅଗ୍ନିକାଣ୍ଡରେ ବ୍ଲକର ବହୁ ଗୁରୁତ୍ଵପୂର୍ଣ୍ଣ ଫାଇଲ ସହିତ କମ୍ପ୍ୟୁଟର
Read More...

ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡି ମାରିଦେଲା କୁଳଡିହା ହାତୀ

ନୀଳଗିରି : ପରିସ୍ରା କରିବାକୁ ଆସି ଗଲା ଜୀବନ । ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡି ମାରିଲା କୁଳଡିହା ହାତୀ । ବିଳମ୍ବିତ ରାତିରେ ହାତୀ ଉପଦ୍ରବ । ନୀଳଗିରି ଥାନା ଅଧୀନ ସନ୍ତରଗଡିଆ ପଞ୍ଚାୟତ ଶ୍ରୀଦେଇପୁର ଗ୍ରାମରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ଉକ୍ତ ଗ୍ରାମର ପୁର୍ଣ୍ଣଚନ୍ଦ୍ର ଦେହୁରୀଙ୍କ
Read More...

ବରଗଡ଼ ସିମେଣ୍ଟ କାରଖାନାରେ ରକ୍ତଦାନ ଶିବିର ୧୦୪ ୟୁନିଟ୍‌ ରକ୍ତ ସଂଗୃହୀତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଆଦାନୀ ଫାଉଣ୍ଡେସନ୍‌ ବରଗଡ଼ ସିମେଣ୍ଟ କାରଖାନା ଦ୍ଵାରା ସ୍ଥାନୀୟ ସିମେଣ୍ଟ ନଗର ଡିସ୍ପେନସେରି ଠାରେ ଏକ ରକ୍ତଦାନ ଶିବିର ନିଷ୍ଠା ପରିବାରର ସହଭାଗିତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ପ୍ଲାଣ୍ଟ ମ୍ୟାନେଜର ସୁକାନ୍ତ ସାମନ୍ତ ଓ ବାଣୀ
Read More...