Daily Archives

ନିରନ୍ତର ଜଳ ଯୋଗାଣ ଦାବୀରେ ଫାସଡ ଠାରେ ଜାତୀୟ ରାଜପଥ ଅବରୋଧ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ସଦର ବ୍ଲକ ତଥା ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ଗ୍ରାମକୁ ଗତ ସପ୍ତାହେରୁ ଅଧିକ ସମୟ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ରହିଛି । ପ୍ରାୟ ଅଢେ଼ଇ ହଜାରରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଫାସଡ଼ ଗ୍ରାମକୁ ସ୍ଥାନୀୟ ସୁକତେଲ ନଦୀରୁ ପାଇପ ଯୋଗେ ପିଇବା ପାଣି
Read More...

ଟିଟିଲାଗଡ଼ ସହରରେ ପ୍ରାୟ ଦିନ ବୁଲା ଗାଈଗୋରୁଙ୍କ ଉପରେ ଚଢୁଛି ଗାଡ଼ି : ପ୍ରଶାସନର ଦୃଷ୍ଟି ପଡୁ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ସକାଳୁ ପ୍ରାତଃ ଭ୍ରମଣ ପାଇଁ କିଛି ଯୁବକ ବଲାଙ୍ଗିର ରାସ୍ତା ଦେଇ ଯାଉଥିବା ବେଳେ ସ୍ଥାନୀୟ ମଦନ ଜାଲ ଛକ ଠାରେ ଗୋଟିଏ ଗୋରୁର ଗୋଡ଼ ଉପରେ କୌଣସି ଅଜଣା ଗାଡ଼ି ମଡ଼େଇ ଫେରାର ମାରିଥିବା ଅଭିଯୋଗ ହୋଇଛି । ତେବେ ଗୋରୁଟିର ଗୋଡରୁ ପ୍ରଚୁର ରକ୍ତ
Read More...

ଲୋୟର ସୁକ୍‌ତେଲ୍‌ ବୁଡ଼ି ଅଂଚଳରେ ବିଶ୍ୱାସରେ ବିଷ ଦେଲା ପଡୋଶୀ ସଂପର୍କୀୟ : ବ୍ୟାଙ୍କ ଖାତାରୁ ଉଠାଇ ନେଲା ୫ ଲକ୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱାସରେ ବିଷ ଦେଲା ପଡୋଶୀ ସଂପର୍କୀୟ । ଆକାଉଣ୍ଟଧାରୀଙ୍କ ଅଜାଣତରେ ଶାଖା ବଦଳାଇ ଟଙ୍କା ଉଠାଇନେଲା, ନିରକ୍ଷରତାର ସୁଯୋଗ ନେଇ ବ୍ୟାଙ୍କ ଆକାଉଣ୍ଟରୁ ନକଲି ଟିପଚିହ୍ନ ବଳରେ ଉଠାଇନେଲା ୫ ଲକ୍ଷ ଟଙ୍କା । ଏବେ ବଲାଙ୍ଗିର ସାଇବର୍‌ ପୋଲିସ୍‌ ହାତରେ ଧରାପଡ଼ି
Read More...

କଣ୍ଟେନରକୁ ପିଟି ଜଳିଗଲା ୧୦୮ ଆମ୍ବୁଲାନ୍ସ: ୪ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ରୂପସା ନିକଟରେ ୬୦ ନଂ ଜାତୀୟ ରାଜପଥରେ ଏକ କଣ୍ଟେନରକୁ ୧୦୮ ଆମ୍ବୁଲାନ୍ସ ପଛପଟୁ ଧକ୍କା ଦେଇ ଜଳିଯାଇଥିବାର ଖବର ମିଳିଛି । ଏହି ଦୁର୍ଘଟଣା ଫଳରେ ରୋଗୀଙ୍କ ସମେତ ୪ ଗୁରୁତର ହୋଇଥିବା ଜଣାଯାଇଛି । ଗୁୁତରମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ
Read More...

୨୬ରୁ ପ୍ରବଳ ବର୍ଷାର ଆଶଙ୍କା

ଭୁବନେଶ୍ୱର : ମୌସୁମୀ ସକ୍ରିୟ ହେବା ପରେ ରାଜ୍ୟରେ ଜାରି ରହିଛି ବର୍ଷା । ତିନି ଦିନ ପାଇଁ ଝଡ଼ ତୋଫାନ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଆଜି ଓ ଆସନ୍ତାକାଲି ପାଇଁ ୨୦ ଜିଲ୍ଲାକୁ ବିଜୁଳି, ଘଡଘଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ୨୫ ତାରିଖ ପାଇଁ ୧୭ ଜିଲ୍ଲାକୁ
Read More...

ସାମ୍ବାଦିକ ପେନ୍‌ସନ୍‌ ଓ ସୁରକ୍ଷା ସମେତ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲା ଓଡ଼ିଶା ରାଜ୍ୟ…

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ସଭାପତି ରବି ରଥଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ସାମ୍ବାଦିକ ପେନ୍‌ସନ୍‌ ଓ ସୁରକ୍ଷା ସମେତ ୭ ଦଫା
Read More...

୫୩ତମ ଜିଏସ୍‌ଟି ପରିଷଦ ବୈଠକର ସୁପାରିସ

୨୦୧୭-୧୮, ୨୦୧୮-୧୯ ଏବଂ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସମ୍ପୂର୍ଣ୍ଣ ଟିକସ ୩୧.୦୩.୨୦୨୫ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିଲେ ସିଜିଏସ୍‌ଟି ଆଇନର ଧାରା ୭୩ (ଅର୍ଥାତ୍ ଠକେଇ, ଚାପ କିମ୍ବା ଜାଣିଶୁଣି ଭୁଲ ବୟାନ ଇତ୍ୟାଦି ମାମଲା) ଅଧୀନରେ ଜାରି କରାଯାଇଥିବା ଡିମାଣ୍ଡ ନୋଟିସ୍ ପାଇଁ ସୁଧ ଏବଂ
Read More...

ଏସ୍.ଏସ୍. ବି ଅଧ୍ୟାପକଙ୍କ ଗ୍ରେଡ୍ ପେ ସଂଶୋଧନ ପାଇଁ ଦାବିପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବଲାଙ୍ଗିର ଜିଲ୍ଲା ଗସ୍ତରେ ଥିବାବେଳେ ବଲାଙ୍ଗିର ଜିଲ୍ଲା ଏସ୍. ଏସ୍. ବି ଅଧ୍ୟାପକମାନଙ୍କର ଏକ ପ୍ରତିନିଧି ଦଳ ତାଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇବା ସହ ସଂଘର ଏକ ଦୀର୍ଘ ଦିନର
Read More...

ବିଭିନ୍ନ ନିଗମରେ ନିଯୁକ୍ତି ପାଇଥିବା ଅଧ୍ୟକ୍ଷ ମାନଙ୍କୁ ଦାୟିତ୍ଵରୁ ଅବ୍ୟାହତି ଦିଆଗଲା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସରକାରୀ ନିଗମରେ ପୂର୍ବ ସରକାରଙ୍କ ସମୟରେ ଅଧ୍ୟକ୍ଷ ମାନଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏହି ଅଧ୍ୟକ୍ଷ ମାନଙ୍କ ଯୋଗୁଁ ନିଗମ ଗୁଡ଼ିକର ପରିଚାଳନାରେ କୌଣସି ଗୁଣାତ୍ମକ ଉନ୍ନତି ପରିଲକ୍ଷିତ ହେଉ ନଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କୁ ଦାୟିତ୍ଵରୁ
Read More...

ବନ୍ୟା ନିୟନ୍ତ୍ରଣ ପାଇଁ ନଦୀ ବନ୍ଧର ସୁଦୃଢ଼ୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଚାରିଟି ବୈଷୟିକ କମିଟି ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶବନ୍ୟା ପରିଚାଳନା ନୀତି, ମହାନଦୀ ରିଯୁଭେନେସନ ଓ ରୁଲ କର୍ଭ ସମୀକ୍ଷା, ଜଳ ସଂରକ୍ଷଣ ନୀତି ଏବଂ ଅନ୍ତଃ ନଦୀ ଜଳ ପଥର ଉନ୍ନତି ପାଇଁ ଗଠନ ହେବ କମିଟି୧୦୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଭୁବନେଶ୍ୱର :
Read More...