Daily Archives

ବିଜେପି ଏଜେଣ୍ଟଙ୍କୁ ପନିକିରେ ଆକ୍ରମଣ ଅଭିଯୋଗ

ସାଲେପୁର, (କେପିଏନ୍‌ଏସ୍‌) : କଟକ ସାଲେପୁରରେ ନିର୍ବାଚନୀ ହିଂସା ଘଟିଥିବା ସୂଚନା ମିଳିଛି । ବୁଥ୍ ଭିତରେ ବିଜେପି ଏଜେଣ୍ଟଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବିଜେପି ଏଜେଣ୍ଟଙ୍କୁ ପନିକିରେ ଆକ୍ରମଣ ଅଭିଯୋଗ କରାଯାଇଥିବା ବେଳେ ଅଭିଯୋଗ କରିଛନ୍ତି ବିଜେପି ପ୍ରାର୍ଥୀ ଅରିନ୍ଦମ ରୟ ।
Read More...

ଗୋପାଳ ଚନ୍ଦ୍ର ମହାନ୍ତିଙ୍କ ପରଲୋକ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାର ସାରାବଙ୍ଗ ଗ୍ରାମର ଗୋପାଳ ଚନ୍ଦ୍ର ମହାନ୍ତି ଛତିଶଗଡ଼ ରାଜ୍ୟର ମହାସମୁନ୍ଧର ଆଦିତ୍ୟ ଘରୋଇ ହସ୍ପିଟାଲ୍‌ରେ ‌ପରଲୋକ ହୋଇଯାଇଛି । ସେ ବ୍ରେନ୍ ହେମରେଜ ରୋଗରେ ଚିକିତ୍ସା ହେଉଥିଲେ । ଶ୍ରୀ ମହାନ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ
Read More...

ରୁଦ୍ର ମହାଯଜ୍ଞ ଓ ଅଷ୍ଟତ୍ରିଂଶ ଶମ୍ଭୁ ମିଳନ ମହୋତ୍ସବ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁରରେ ରୁଦ୍ର ମହାଯଜ୍ଞ ଓ ଅଷ୍ଟତ୍ରିଂଶ ଶମ୍ଭୁ ମିଳନ ମହୋତ୍ସବ ମହାସମାରୋହରେ ଆୟୋଜିତ ହୋଇଯାଇଛି । ବିଶ୍ୱ ଶାନ୍ତି ନିମିତ୍ତ ପଶ୍ଚିମାଭିମୁଖ ମହାଶମ୍ଭୁ ପ୍ରତାପେଶ୍ୱର ମହାଦେବଙ୍କ ପୀଠରେ ଆଜିଠାରୁ ଆସନ୍ତା ୭
Read More...

ହୁସିଆର୍‌ ହେଲେ ବିପତ୍ତି କେ ଟାଲି ଦେଇ ହେବା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବି ତାଲୁଫଟା ଖରା ଆର୍‌ ରୁଦ୍‌ରୁଦି ଥି ସିଝୁଛେ ବଲାଙ୍ଗିର ସହର । ଡହକ୍‌ ବିକଲ୍‌ ହେଇଯାଉଛନ୍‌ ସହର୍‌ବାସୀ । ଇଥିର୍‌ ଲାଗି ପାଣିପାଗ ବିଭାଗ ତରଫ୍‌ ନୁ ବଲାଙ୍ଗିର ଜିଲ୍ଲା ଲାଗି ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । କାଲ୍‌କେ ବି ଏନ୍‌ତା ରହେବା ଥିତି
Read More...

କଣ୍ଟାବାଞ୍ଜି ଅବକାରୀ ବିଭାଗଦ୍ୱାରା ରେଲୱେ ଷ୍ଟେସନ୍‌ରୁ ବିପୁଳ ପରିମାଣ ଗଞ୍ଜେଇ ଜବତ : ଜଣେ ଅଭିଯୁକ୍ତ କୋର୍ଟଚାଲାଣ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ୍‌ରୁ ବେଆଇନ ଚୋରା ଚାଲାଣ ୩୭ କେ. ଜି. ୫୦୦ ଗ୍ରାମ ଗଞ୍ଜେଇ ଅବକାରୀ ବିଭାଗଦ୍ୱାରା ଜବତ କରାଯାଇଛି । ଚୋରା ଚାଲାଣ କରୁଥିବା ଅଭିଯୁକ୍ତକୁ ଗିରଫ କରି ଶନିବାର ଦିନ କୋର୍ଟଚାଲାଣ କରାଯାଇଛି । ମିଳିଥିବା
Read More...

ଏଚ୍‌ଏମ୍‌ଏସ୍‌ର ନେତୃତ୍ୱରେ ଏସ୍‌ବିଆଇ କାର୍ଯ୍ୟରତ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ସମସ୍ୟା ନେଇ କେନ୍ଦ୍ରୀୟ ଶ୍ରମ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତ ବର୍ଷରେ ଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କ ମଧ୍ୟରେ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ (ଏସ୍‌ବିଆଇ) ମୁଖ୍ୟ ଭୂମିକା ଗ୍ରହଣ କରିଛି । ଏହି ବ୍ୟବସାୟୀକ ବ୍ୟାଙ୍କ ବାର୍ଷିକ ହଜାର ହଜାର କୋଟି ଟଙ୍କା ଲାଭ କରୁଥିଲେ ମଧ୍ୟ ଏହି ବ୍ୟାଙ୍କ ଅଧିନରେ କାର୍ଯ୍ୟ
Read More...

ଓଡ଼ିଶାରେ ଆଜି ଶେଷ ପର୍ଯ୍ୟାୟ ଭୋଟ୍‌ : ୪୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟର୍‌ଙ୍କ ହାତରେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଓଡ଼ିଶାରେ ଶେଷ ପର୍ଯ୍ୟାୟ ଭୋଟ୍‌ । ଭୋଟର୍‌ଙ୍କ ହାତରେ ରହିଛି ୪୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ଆଜି ୬ଟି ଲୋକସଭା ଆସନ ଏବଂ ୪୨ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ୯୯ ଲକ୍ଷ ୬୧ ହଜାର ଭୋଟର୍‌ ଆଜି ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ
Read More...

ଡାକ୍ତରଖାନାରେ ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲେ ରୋଗୀ

କାଳିଆପାଣି : ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତକାଲି ଅପରାହ୍ଣରେ ରୋଗୀ ଭିଡ଼ ଥିବା ସମୟରେ ମେନ୍ ସୁଇଚ୍ ପାଖ କଣ୍ଟ୍ରୋଲ୍‌ ପ୍ୟାନେଲ୍‌ରେ ସଟ୍‌ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିଲା । ବରିଷ୍ଠ ଚିକିତ୍ସାଧିକାରୀ ଡାକ୍ତର ପ୍ରକାଶ ପଣ୍ଡାଙ୍କ ପାଖରେ ‌ରୋଗୀମାନଙ୍କର ଲମ୍ବା ଧାଡ଼ି
Read More...

ମନମୁଖି ବିଦ୍ୟୁତ୍‌ କାଟ୍‌ର ପ୍ରତିବାଦ ୫ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଥାନା ଅଧୀନସ୍ଥ ବରକୋଟ ଗାଁରେ ମନମୁଖି ବିଦ୍ୟୁତ୍‌ କାଟ୍‌ର ପ୍ରତିବାଦରେ ୫ ଜଣ ବିଦ୍ୟୁତ୍ କର୍ମଚାରୀଙ୍କୁ ଗ୍ରାମବାସୀ ୩ ଘଣ୍ଟା ଧରି ଅଟକ ରଖିଥିଲେ । ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଅନୁସାରେ, ସୁନାବେଡ଼ା
Read More...

ଖରାରେ ନବାହାରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଓ ଅନୁରୋଧ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲାରେ ଅତ୍ୟଧିକ ତାପମାତ୍ରା ଯୋଗୁଁ ଜିଲ୍ଲାପାଳ ହେମକାନ୍ତ ସାୟ ସର୍ବସାଧାରଣଙ୍କୁ ଅନୁରୋଧ କରିଛନ୍ତି କି ଅତି ଜରୁରୀ କାମ ନପଡ଼ିଲେ କେହି ବାହାରକୁ ନବାହାରିବାକୁ । ଏସ୍‌ଆର୍‌ସି ନିର୍ଦ୍ଦେଶ ତଥା ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ବର୍ତ୍ତମାନ
Read More...