Monthly Archives

May 2024

ପଦ୍ମ ଛାଡି ଶଙ୍ଖ ଧରିଲେ ଅଭିନେତ୍ରୀ ଜିନା

ଭୁବନେଶ୍ୱର : ପଦ୍ମ ଛାଡି ଶଙ୍ଖ ଧରିଲେ ଅଭିନେତ୍ରୀ ଜିନା ସାମଲ । ଶଙ୍ଖ ଭବନରେ ଚାଲିଥିବା ବିଜେଡି ମିଶ୍ରଣ ପର୍ବରେ ଅଭିନେତ୍ରୀ ଜିନା ଯୋଗ ଦେଇଛନ୍ତି । ଦଳ ସଭାପତି ଓ ସଂଗଠନ ସମ୍ପାଦକଙ୍କ ସସ୍ମିତ ପାତ୍ର ଜିନାଙ୍କୁ ସ୍ଵାଗତ କରିଛନ୍ତି । ସେପଟେ ବିଜେଡିରେ ସଦସ୍ୟ ହୋଇ ଥିବାରୁ ନିଜେ ଗର୍ବିତ
Read More...

୬ ପରେ ତାତିରେ ଲାଗିପାରେ ବ୍ରେକ

ଭୁବନେଶ୍ୱର : ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ଲହରି ଲାଗି ରହିଛି । ଆଗାମୀ ୨ଦିନ ପରେ ଉପକୂଳ ଓଡିଶାରୁ ହିଟ-ୱେଭ ଉପରେ ଲାଗିପାରେ ବ୍ରେକ । ୬ ତାରିଖ ପରେ ରାଜ୍ୟରୁ ଗ୍ରୀଷ୍ମ ପ୍ରବାହରେ ବ୍ରେକ ସମ୍ଭାବନା ରହିଛି । ଗତକାଲି ୪୫ଡ଼ିଗ୍ରୀ ସହ ବଲାଙ୍ଗିର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା ।
Read More...

ପୋଖରୀରେ ବୁଡି ଜଣେ ଯୁବକ ମୃତ

ବାଙ୍କୀ : ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ । କାରଣ ଅସ୍ପଷ୍ଟ । ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ଅଗ୍ନିଶମ ବାହିନୀ । ମୃତକର ନାମ ପ୍ରଶାନ୍ତ ବାରିକ(୩୮) । ବାଙ୍କୀ ବ୍ରହ୍ମପୁର ପଂଚାୟତ କିଆପଲା ଗ୍ରାମରେ ନଜର ଆସିଛି ଏ ଭଳି ଘଟଣା । ବାଙ୍କୀ ଅଗ୍ନିଶମ ବାହିନୀଙ୍କୁ ଖବର
Read More...

ଭଲ ଭାବେ ଠିଆ ହୋଇ ପାରୁନଥିବା ବୃଦ୍ଧ ପ୍ରଚଣ୍ଡ ଖରାରେ ଭତ୍ତା ପାଇଁ ବ୍ୟାଙ୍କର ଦ୍ୱାରସ୍ଥ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସାମାଜିକ ସୁରକ୍ଷା ଯୋଜନାରେ ଅସହାୟ ଗରିବ ବୃଦ୍ଧବୃଦ୍ଧାଙ୍କୁ ସରକାରଙ୍କ ପକ୍ଷରୁ ବାର୍ଦ୍ଧକ୍ୟ ଭତ୍ତା ମାସିକ ସାମାନ୍ୟ କିଛି ଟଙ୍କା ମିଳିଥାଏ । ଉକ୍ତ ସହାୟତା ରାଶି ପାଇବା ପାଇଁ ବୃଦ୍ଧବୃଦ୍ଧା ପ୍ରତ୍ୟେକ ମାସରେ ଚାହିଁ ରହିଥାନ୍ତି । ମାତ୍ର ବିଭାଗ ପକ୍ଷରୁ
Read More...

ଲୋଇସିଂହା ବିଜେପି ବିଧାୟକ ପ୍ରାର୍ଥୀ ଡ. ମୁକେଶ ମହାଲିଙ୍ଗଙ୍କ ସାମ୍ବାଦିକ ସମ୍ମିଳନୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ବିଜେପି ବିଧାୟକ ପ୍ରାର୍ଥୀ ଡ. ମୁକେଶ ମହାଲିଙ୍ଗଙ୍କ ଲୋଇସିଂହା ଅଗ୍ରସେନ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ଡ. ମହାଲିଙ୍ଗଙ୍କ ସହ ବିଜେପି ମଣ୍ଡଳୀ ସଭାପତି ସରୋଜ ସାହୁ, ପୂର୍ବତନ ଜିଲ୍ଲାପରିଷଦ
Read More...

ସର୍ଭେ ଆଳରେ ନିର୍ବାଚନ ପରବର୍ତ୍ତୀ ହିତାଧିକାରୀ ଭିତ୍ତିକ ଯୋଜନାରେ ଭୋଟରଙ୍କ ପଞ୍ଜୀକରଣ / ନାମାଙ୍କନ ବନ୍ଦ କରିବାକୁ…

● ଏପରି କାର୍ଯ୍ୟ ମତଦାତାଙ୍କୁ ମତଦାନ ପାଇଁ ପ୍ରଲୋଭିତ କରିବା ଏବଂ ଲାଞ୍ଚ / ଭ୍ରଷ୍ଟ ଆଚରଣ ସଦୃଶ : ଆୟୋଗ ଭୁବନେଶ୍ୱର, (ପିଆଇବି) : ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ସେମାନଙ୍କ ପ୍ରସ୍ତାବିତ ହିତାଧିକାରୀ ଯୋଜନା ପାଇଁ ବିଭିନ୍ନ ସର୍ଭେ ଆଳରେ ଭୋଟରଙ୍କ ବିବରଣୀ ମାଗିବା ଘଟଣାକୁ ନିର୍ବାଚନ
Read More...

ନବୀନଙ୍କ ସହ ପ୍ରତିଦ୍ୱନ୍ଦିତା କରିବେ ରଜନୀ ପାଢ଼ୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବହୁ ଚର୍ଚ୍ଚିତପୂର୍ଣ୍ଣ ହିଞ୍ଜିଳି ବିଧାନସଭା ଆସନ ଅଳଙ୍କୃତ କରିବା ପାଇଁ କିଏ ବା' କାହିଁକି ବ୍ୟାଗ୍ର ନୁହଁ କି । ଏହି ଆସନରୁ ଲଢ଼ିବା ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ରଜନୀ କାନ୍ତ ପାଢ଼ୀ ଗୁରୁବାର ଶହସ୍ରାଧିକ ଲୋକଙ୍କ ମେଳରେ ନେତା ଓ
Read More...

ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ । ସାମ୍ବାଦିକ ସ୍ୱାଧୀନତାର ମୂଳ ମୂଲ୍ୟବୋଧକୁ ସମ୍ମାନ ଦେବା ଏବଂ ସାମ୍ବାଦିକମାନଙ୍କ ସ୍ୱାଧୀନତାକୁ ବିପଦମୁକ୍ତ କରି ରଖିବା ପାଇଁ ପ୍ରତିବର୍ଷ ୩ ମେରେ 'ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ' ପାଳନ କରାଯାଏ । ଏହା
Read More...

ଗଞ୍ଜାମର ଅତୀତ ଓ ବର୍ତ୍ତମାନ ସ୍ମାରକୀ ଗ୍ରନ୍ଥ ପ୍ରକାଶନ ନିଷ୍ପତ୍ତି

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସମଗ୍ର ଓଡ଼ିଶା ତଥା ଭାରତ ବର୍ଷର ସାହିତ୍ୟ, ସଂସ୍କୃତି, ଐତିହ୍ୟ, ସ୍ୱାଧୀନତା, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଛାତ୍ର ଆନ୍ଦୋଳନ, କଳା, ରାଜନୀତି ପ୍ରଭୃତି କ୍ଷେତ୍ରରେ ଗଞ୍ଜାମ (ଅବିଭକ୍ତ) ଜିଲ୍ଲାର ଅବଦାନ ସ୍ୱତନ୍ତ୍ର । ଗଞ୍ଜାମର ଐତିହ୍ୟ
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ପାଠଚକ୍ର ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ପକ୍ଷରୁ ଏକ ପାଠଚକ୍ର ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ବାଣିଜ୍ୟ ବିଭାଗ ସଂକ୍ରାନ୍ତୀୟ ପାଠଚକ୍ର ଅନୁଷ୍ଠିତ
Read More...