Monthly Archives

May 2024

ବଲାଙ୍ଗିର ପୌରାଧ୍ୟକ୍ଷାଙ୍କ ହସ୍ତକ୍ଷେପ ପରେ ଧାରଣାରୁ ଓହରିଲେ ଡ୍ରାଇଭର୍‌ମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇଲେକ୍‌ସନ୍‌ ଡ୍ୟୁଟିରେ ଆସିଥିବା ଡ୍ରାଇଭରମାନେ ଅବ୍ୟବସ୍ଥା ଅଭିଯୋଗରେ ବଲାଙ୍ଗିର ମନୋହରପୁରରେ ଧାରଣାରେ ବସିଥିବା ବେଳେ ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଘଟଣା ସ୍ଥଳରେ ପହଂଚି ଡ୍ରାଇଭରମାନଙ୍କ ସହ ଆଲୋଚନା କରିବା ପରେ ଡ୍ରାଇଭରମାନେ ଧାରଣାରୁ
Read More...

ସର୍ଭିସ୍‌ ଷ୍ଟାର୍‌ ସମ୍ମାନରେ ସମ୍ମାନିତ ହେଲେ ଶିକ୍ଷକ ଦୀନବନ୍ଧୁ

ଏସ୍‌.ରାମପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ମାୟାବର୍ହାରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷକ ତଥା ସ୍କାଉଟ୍‌ ମାଷ୍ଟର ଦୀନବନ୍ଧୁ ପ୍ରଧାନ ସେବା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ରାଜ୍ୟପାଳଙ୍କ ଠାରୁ ସମ୍ମାନଜନକ ସର୍ଭିସ୍‌
Read More...

ଲୋଇସିଂହାରେ ଓବିସି ମଞ୍ଚର ସାମ୍ବାଦିକ ସମ୍ମିଳନୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଆଦିବାସୀ ଭବନ ଠାରେ ବଲାଙ୍ଗିର ଜିଲ୍ଲା ଓବିସି ମଞ୍ଚ ସଂଯୋଜକ ସରୋଜ କୁମାର ମେଶ୍ୱାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଓବିସିଙ୍କ ଜନସଂଖ୍ୟା ଓଡ଼ିଶାରେ ୫୨% ଏବଂ ଦୁଇ କୋଟିରୁ ଅଧିକ ଥିଲେ ମଧ୍ୟ ଆରକ୍ଷଣ ହର
Read More...

ଅଜଣା ଗାଡି ଧକ୍କାରେ ୮ ମୃତ : ଜଣେ ଗୁରୁତର

ଇନ୍ଦୋର : ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଚାଲିଗଲା ୮ ଜଣଙ୍କ ଜୀବନ । ଅହମ୍ମଦାବାଦ୍ ଏନ୍‌ଏଚ୍ ଘାଟବିଲୋଡ୍ ନିକଟରେ ଘଟିଛି ଦୁର୍ଘଟଣା । କାର୍‌ରେ ଥିବା ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ଘଟଣା ସ୍ଥଳରେ
Read More...

ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବ୍ୟବହୃତ ହେବ ୧୧୪୩ ବୁଥ୍‌ର ୱେବ୍‌କାଷ୍ଟିଂ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୦ ତାରିଖ ଦିନ ଅନୁଷ୍ଠିତ ହେବାକୁଯାଉଛି । ଅବାଧ, ମୁକ୍ତ ଓ ନିରପେକ୍ଷ ମତଦାନ ଯେପରି ହେବ, ସେଥି ସକାଶେ ସଦାସର୍ବଦା ପ୍ରୟାସ ଚାଲୁ ରହିଛି । ୧୯-ଆସ୍କା ଲୋକସଭା ସହିତ ସମସ୍ତ ୮ ଗୋଟି
Read More...

କପିଲାଭଟାରେ ଷୋହଳ ପ୍ରହରୀ ନାମଯଜ୍ଞ ସମ୍ପନ୍ନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମର ବରଗଛପଡାରେ ଷୋହଳ ପ୍ରହରୀ ନାମଯଜ୍ଞ ସମ୍ପନ୍ନ ହୋଇଯାଇଛି । ଏଥିରେ କର୍ତା ଭାବେ ରାମଚନ୍ଦ୍ର ହଂସ ଓ ତାଙ୍କ ସହଧର୍ମିଣୀ ନୃପତି ହଂସ ଦାୟିତ୍ୱ ତୁଲାଇଥିବା ବେଳେ ପୂଜକ ଭାବେ ମନୋଜ ମିଶ୍ର
Read More...

ଏପିଜେ ଅବଦୁଲ୍‌ କଲାମ ଟ୍ରଷ୍ଟ ତରଫରୁ ଥଣ୍ଡା ପାନୀୟ ଚଲ୍ହା ବଣ୍ଟନର ଉଦ୍‌ଯାପନୀ ଦିବସରେ ଛେନାପଣା ବଣ୍ଟନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଏପିଜେ ଅବଦୁଲ୍‌ କଲାମ ଟ୍ରଷ୍ଟ ତରଫରୁ ଖଲ୍ଲିକୋଟ ସହରରେ ଖୋଲାଯାଇଥିବା ଜଳଛତ୍ରରେ ଥଣ୍ଡା ଚଲ୍ହା ଓ ଶେଷଦିନ ଛେନାପଣା ବଣ୍ଟନ ହୋଇଥିବା ନେଇ ସ୍ଥାନୀୟ ଲୋକମାନେ ଅନୁଷ୍ଠାନକୁ ସାଧୁବାଦ ଜଣାଇଛନ୍ତି । ଏପିଜେ ଅବଦୁଲ କଲାମ ଜନ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ
Read More...

କେନ୍ଦୁପତ୍ର ଫଡିରେ ଶିଶୁ ଶ୍ରମିକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ୍‌ ଅଧୀନ ଖପ୍ରାଖୋଲ ରେଞ୍ଜରେ ୧୫ ବର୍ଷରୁ କମ୍‌ ବୟସର ନାବାଳକ ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଦେଖିବାକୁ ମିଳିଛି । ସରକାର କେନ୍ଦୁପତ୍ର ତୋଳାଳୀ ମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରି ବିପୁଳ ଟଙ୍କା ଖର୍ଚ୍ଚ
Read More...

ରାଉଲକେଲାରେ ଅନୁଷ୍ଠିତ ବିଶାଳ ନିର୍ବାଚନୀ ସଭାରେ ସମ୍ବୋଧନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା

ରାଉଲକେଲା, (ସସ୍ମିତା ପ୍ରଧାନ) : ଚଳିତ ସାଧାରଣ ନିର୍ବାଚନ ପରୀପ୍ରେକ୍ଷୀରେ ରାଉରକେଲାର ବିମାନ ବନ୍ଦର ନିକଟସ୍ଥ ପଡ଼ିଆରେ ଚଳିତ ମାସ ୧୭ ତାରିଖ ଦିନ ଅପରାହ୍ନ ୨ଟା ସମୟରେ ଏକ ବିଶାଳ ନିର୍ବାଚନୀ ସଭାରେ ସମ୍ବୋଧନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା । କେନ୍ଦ୍ରରେ ପୁନର୍ବାର ମୋଦୀ
Read More...

ନାଗରିକତା ନିୟମ, ୨୦୨୪ର ବିଜ୍ଞପ୍ତି ଜାରି ହେବା ପରେ ନାଗରିକତ୍ୱ ପ୍ରମାଣପତ୍ରର ପ୍ରଥମ ଶୃଙ୍ଖଳା ଜାରି

କେନ୍ଦ୍ର ଗୃହ ସଚିବ ନୂଆଦିଲ୍ଲୀର କିଛି ଆବେଦନକାରୀଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ନୂଆଦିଲ୍ଲୀ , (ପିଆଇବି) : ନାଗରିକତା (ସଂଶୋଧନ) ନିୟମ, ୨୦୨୪ର ବିଜ୍ଞପ୍ତି ପରେ ନାଗରିକତ୍ୱ ପ୍ରମାଣପତ୍ରର ପ୍ରଥମ ଶୃଙ୍ଖଳା ଜାରି କରାଯାଇଛି । କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା
Read More...