Monthly Archives

May 2024

ଗାଈକୁ ଧକ୍କା ଦେଇ ମାର୍କେଟ୍‌ ଭିତରକୁ ପଶି ଗଲା ସ୍କର୍ପିଓ : ଅଳ୍ପକେ ବର୍ତ୍ତିଲେ ୫ ଜଣ ଯାତ୍ରୀ

କଳାହାଣ୍ଡି : ଗାଈକୁ ଧକ୍କା ଦେଇ ମାର୍କେଟ୍‌ ଭିତରକୁ ପଶି ଗଲା ସ୍କର୍ପିଓ । ଅଳ୍ପକେ ବର୍ତ୍ତିଲେ ୫ ଜଣ ଯାତ୍ରୀ । କଳାହାଣ୍ଡି ଧର୍ମଗଡ଼ ସହରରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଗୋଟିଏ ଗାଈର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଯାତ୍ରୀ ଅଳ୍ପକେ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ
Read More...

ବିଜେଡ଼ିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ଧର୍ମପତ୍ନୀ ଶ୍ରୀମତୀ ବିଜୟଲକ୍ଷ୍ମୀ ନିର୍ବାଚନୀ ପ୍ରଚାର ମଇଦାନକୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ଧର୍ମପତ୍ନୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସିଂହଦେଓ ଓହ୍ଲାଇଛନ୍ତି ନିର୍ବାଚନୀ ପ୍ରଚାର ମଇଦାନକୁ । ବଲାଙ୍ଗିର ସହରର ୱାର୍ଡ଼ ନମ୍ୱର ୨୦ରେ ଡୋର୍‌ ଟୁ ଡୋର୍‌ ବୁଲି ସେ ବିଜେଡ଼ି ସପକ୍ଷରେ
Read More...

ବଲେରୋରୁ ୨୫ ପେଟି ବିଦେଶୀ ମଦ ଜବତ କଲା ପୁଲିସ

ବାଉଁଶୁଣି : ବାଉଁଶୁଣି ପୁଲିସ ବ‌ହିରା ଛକ ନିକଟରେ ଚଢ଼ଉ କରି ବଲେରୋ ଗାଡିରୁ ୨୫ ପେଟି ବିଦେଶୀ ମଦ ଜବତ କରିବା ସହ ସହ ୨ ଜଣଙ୍କୁ ଅଟକ ରଖିଛି । ଅଟକମାନେ ହେଲେ ଝାରମୁଣ୍ଡା ଗ୍ରାମର ଭରତ ବାରିକ ଓ ଲୁମରଜନା ଗ୍ରାମର ନରସିଂହ ଗେଜ । ସୂଚନା ଅନୁଯାୟୀ, ଗୁରୁବାର ରାତିରେ ବାଉଁଶୁଣି ପୁଲିସ
Read More...

ପୁଣି ଫେରିଲା ତାତି

ଭୁବନେଶ୍ୱର : ରାଜ୍ୟକୁ ପୁଣି ଫେରିଲା ତାତି । ୨୦, ୨୧ ତାରିଖ ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର । ଆଜିଠୁ ୨୧ ତାରିଖ ଯାଏ ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବ । ୨୦ ତାରିଖ ପାଇଁ ୬ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ବରଗଡ଼, ନୂଆପଡ଼ା,
Read More...

ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପ୍ରତି ବର୍ଷ ମେ ମାସ ତୃତୀୟ ଶନିବାର ଦିନ ପାଳନ ହୁଏ । ଚଳିତ ବର୍ଷ ଏହା ମେ ୧୮ ଦିନ ପାଳନ ହେଉଛି । ଆନ୍ତର୍ଜାତୀୟ ସଂଗ୍ରହାଳୟ ପରିଷଦ (ଆଇସିଓଏମ୍‌) ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥାଏ । ପୁରୁଷ ଏବଂ ମହିଳାଙ୍କ
Read More...

ଇନ୍ଦ୍ରପସ୍ଥ ହୋଟେଲ ହତ୍ୟା ଘଟଣାରେ ମୃତ୍ୟୁ ବରଣ କରିଛନ୍ତି କନେଷ୍ଟବଳ ସିଆଲବାହାଲି ଗାଁର ଶଙ୍କରଭାନୁ ବେହେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇନ୍ଦ୍ରପସ୍ଥ ହୋଟେଲ ହତ୍ୟା ଘଟଣାରେ ମୃତ୍ୟୁ ବରଣ କରିଛନ୍ତି ଜଣେ କନେଷ୍ଟବଳ । ମୃତକ ଜଣକ ସୋନପୁର ରିଜର୍ଭ ପୋଲିସରେ ସାମିଲ୍‌ ଥିବା ସିଆଲବାହାଲି ଗାଁର ଶଙ୍କରଭାନୁ ବେହେରା(୪୦) । ହୋଟେଲ ବାଥ୍‌ରୁମ୍‌ରୁ ଶଙ୍କରଭାନୁଙ୍କ ମୃତଦେହ ହାତଗୋଡ଼ ବନ୍ଧା ଅବସ୍ଥାରେ
Read More...

କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡାରେ ଭାଜପାର ବିରାଟ ନିର୍ବାଚନୀ ସାଧାରଣ ସଭା

ଆସାମ ମୁଖ୍ୟମନ୍ତ୍ରୀ, ଛତିଶଗଡ କେନ୍ଦ୍ରମନ୍ତ୍ରୀ ସହ ରାଜସ୍ଥାନର ବିଧାୟକ ଷ୍ଟାର୍‌ ପ୍ରଚାରକ କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡା ଫୁଟ୍‌ବଲ୍‌ ଖେଳ ପଡିଆରେ ଭାଜପାର ବିରାଟ ନିର୍ବାଚନୀ ସଭା ଶୁକ୍ରବାର ଦିନ
Read More...

ବଲାଙ୍ଗିର ସହରରେ ବିଜେଡ଼ିର ମାରାଥନ୍‌ ପ୍ରଚାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବିଜେଡ଼ିର ମାରାଥନ୍‌ ପ୍ରଚାର ଆଜି ସଂଧ୍ୟାରେ ଦେଖିବାକୁ ମିଳିଛି । ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓଙ୍କ ସହ ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ନିଜର ଶହ ଶହ ସମର୍ଥକଙ୍କୁ ନେଇ ଆଜି ୱାର୍ଡ
Read More...

ବିଗତ ୧୦ ବର୍ଷର ବିକାଶ ସପକ୍ଷରେ ଭୋଟ ଦିଅନ୍ତୁ : ସମରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଗତ ୧୦ ବର୍ଷର ବିକାଶ ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଛନ୍ତି ସମରେନ୍ଦ୍ର । ଆସନ୍ତା ୨୦ ତାରିଖ ସାଧାରଣ ନିର୍ବାଚନ ସବୁ ଦଳର ରାଜନେତା ଭୋଟ ମାଗିବା ପାଇଁ ଆପଣମାନଙ୍କ ପାଖକୁ ଆସିବେ । ଭୋଟ ଦେବାବେଳେ ଆପଣମାନେ ନିଶ୍ଚିତ ଭାବେ ରାଜନେତାମାନଙ୍କ ଅତୀତ
Read More...

ଅଞ୍ଚଳର ଉନ୍ନତି, ବିକାଶ ଓ ଶାନ୍ତିକୁ ନେଇ ମନ୍ତ୍ରୀ ଟୁକୁନୀ ସାହୁଙ୍କ ପ୍ରଚାର

ପ୍ରଚାରରେ ସାମିଲ୍‌ ହେଲେ ଭୋଟର ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପାଞ୍ଚ ଥର ମୁଖ୍ୟମନ୍ତ୍ରୀଙ୍କ ଶାସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ ଦେଇଛନ୍ତି । ଛାତ୍ର, ଯୁବକ, କୃଷକ, ଶ୍ରମିକ, ମହିଳାଙ୍କ ଆର୍ଥୀକ ବିକାଶ ସହ
Read More...