Monthly Archives

May 2024

ମାନସିକ ସ୍ୱାସ୍ଥ୍ୟ ସଚେତନତା ସପ୍ତାହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଉତ୍ତମ ମାନସିକ ସ୍ଵାସ୍ଥ୍ୟ ବଜାୟ ରଖିବା ଉଦ୍ଧେଶ୍ୟରେ ୨୦୦୧ ପରଠାରୁ ମାନସିକ ସ୍ୱାସ୍ଥ୍ୟ ଫାଉଣ୍ଡେସନ୍ ଧାରାବାହିକ 'ମାନସିକ ସ୍ୱାସ୍ଥ୍ୟ ସଚେତନତା ସପ୍ତାହ' ପାଳନ କରିଆସୁଛି । ଏହା ବ୍ରିଟେନ୍‌ ଏବଂ ଅନ୍ୟ କେତେକ ଦେଶରେ ପାଳନ କରାଯାଏ । ପ୍ରତ୍ୟେକ ମେ
Read More...

ଭୋଟ ପାଇଁ ସଚେତନତା ରାଲି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ ସହରର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ 'ସଙ୍ଗୀତ ତରଙ୍ଗ' ତରଫରୁ ଏକ ଭୋଟ୍ ଜନ ସଚେତନତା ରାଲି ଆୟୋଜନ କରାଯାଇଥିଲା । ଏଥିରେ ଅନୁଷ୍ଠାନର ପ୍ରତିଭା ସମ୍ପନ୍ନ କଳାକାର ତଥା ସଦସ୍ୟମାନେ ସେକ୍ଟର ୧୯ ଆମ୍ବାଗାନ୍ ଛକ ଠାରୁ ରିଂ ରୋଡ଼
Read More...

ଟିଟିଲାଗଡ଼ ପ୍ରଭାବତୀ ସ୍କୁଲ ଛାତ୍ରଛାତ୍ରୀଙ୍କ ଚେନ୍ନାଇ ଯାତ୍ରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସ୍ପିକ୍‌ ମେକେ ସଂଗଠନ ଦ୍ଵାରା ଏହାର ପ୍ରତିଷ୍ଠାତା ପଦ୍ମଶ୍ରୀ ଡ. କିରଣ ସେଠଙ୍କ ମାର୍ଗଦର୍ଶନରେ ଦେଶ ତଥା ବିଦେଶର ଛାତ୍ରଛାତ୍ରୀ ମାନଙ୍କୁ ଭାରତବର୍ଷର କଳା, ଐତିହ୍ୟ, ପରମ୍ପରା ସହ ପରିଚିତ କରିବା ନିମନ୍ତେ ଏକ କର୍ମଶାଳା ପ୍ରତିବର୍ଷ ଭାରତର ବିଭିନ୍ନ
Read More...

ଜମିବାଡ଼ି ବିବାଦକୁ ନେଇ ଜଣେ ମହିଳାଙ୍କୁ ହତ୍ୟା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଖଣ୍ଟଘର ଗ୍ରାମ ପାରାଭାଡ଼ିସାହିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଜମିବାଡ଼ି ବିବାଦକୁ ନେଇ ଜଣେ ମହିଳାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଛି । ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଥିବା ବେଳେ ଜଣେ ଫେରାର ଥିବା ଜଣାପଡିଛି ।
Read More...

ରେଳ ଧାରଣା ପାର୍ଶ୍ଵରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର

ଖଲ୍ଲିକୋଟ : ରେଳ ଧାରଣା ପାର୍ଶ୍ଵରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ପୂର୍ବାହ୍ନ ୧୧ଟା ସମୟରେ ରମ୍ଭା ଓ ବିରୁଳି ଗଡ ମଧ୍ୟ ଦେଇ ଯାଇଥିବା ରେଳ ଧାରଣା ପାର୍ଶ୍ଵରୁ ଜଣେ ଯୁବତୀଙ୍କ ଗଳିତ
Read More...

ଆସନ୍ତା ୨୦ରେ ବୌଦ୍ଧ ଜିଲ୍ଲାରେ ନିର୍ବାଚନ : ମତଦାନ କାର୍ଯ୍ୟ ତୁଲାଇବାକୁ ୩୭୩ ବୁଥ୍‌ରେ ପହଞ୍ଚିଲେ କର୍ମଚାରୀ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲାରେ ୮୫ କଣ୍ଟାମାଳ ଓ ୮୬ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ୨୦ ତାରିଖରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ମତଦାନ କାର୍ଯ୍ୟ ପରିଚାଳନା ପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ୩୭୩ ଗୋଟି ବୁଥ୍‌କୁ କର୍ମଚାରୀମାନଙ୍କୁ
Read More...

ସୋନପୁର ଶ୍ରେଷ୍ଠ ଜିଲ୍ଲା ସ୍କାଉଟ୍‌ କେମ୍ପୋରି ଭାବେ ପୁରସ୍କୃତ

ସୋନପୁର, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ଭାରତ ସ୍କାଉଟ୍‌ ଗାଇଡ୍‌ କେମ୍ପୋରି ୨୦୨୩-୨୪କୁ ମହାମହିମ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଚଳିତ ବର୍ଷ ପାଇଁ ଶ୍ରେଷ୍ଠ ଜିଲ୍ଲା କେମ୍ପୋରି ଭାବରେ ପୁରସ୍କୃତ କରିଛନ୍ତି । ରାଜଭବନ ସ୍ଥିତ ଅଭିଷେକ ହଲ୍‌ ଠାରେ ଅନୁଷ୍ଠିତ ଭବ୍ୟ ସମାରୋହରେ
Read More...

ସଶକ୍ତ ଓ ବିକଶିତ ଭାରତ ପୁସ୍ତକ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ସାହିତ୍ୟ ସଂସଦ ଆନୁକୂଲ୍ୟରେ ସୁଲେଖିକା ଡ. ସୁନୀତି ମୁଣ୍ଡଙ୍କ ଏକ ଅନନ୍ୟ ଆଲୋଚନା ପୁସ୍ତକ ସଶକ୍ତ ଓ ବିକଶିତ ଭାରତ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଉନ୍ମୋଚିତ ହୋଇଯାଇଛି । ସଂସଦର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଓ
Read More...

୪ ଲକ୍ଷ ଟଙ୍କା ବାଇକ୍‌ରୁ ଜବତ କଲା ଫ୍ଲାଇଂ ସ୍କ୍ୱାଡ୍

ଦେବଗଡ : ବାଇକ୍‌ରୁ ଜବତ ହେଲା ପ୍ରାୟ ୪ ଲକ୍ଷ ଟଙ୍କା । ଫ୍ଲାଇଂ ସ୍କ୍ୱାଡ୍ ଦ୍ୱାରା ୩ ଲକ୍ଷ ୯୦ ହଜାର ଟଙ୍କା ଜବତ ହୋଇଛି । ଦେବଗଡ ସହରର କଲେଜ ରୋଡ୍‌ରୁ ଏହି ଟଙ୍କା ଜବତ କରିଛି ଫ୍ଲାଇଂ ସ୍କ୍ୱାଡ୍ । ଟଙ୍କା ନେଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ । ବାଇକ୍ ମଧ୍ୟ ଜବତ କରିଛି
Read More...

୮ ଲିଟର ମଦ ଜବତ : ଜଣେ ଗିରଫ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ସର୍ଗୁଲ୍ ପଞ୍ଚାୟତ ଚମ୍ପାଡ଼ୁଲି ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା । ଚଢ଼ଉ ବେଳେ ୮ ଲିଟର ମଦ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ହେଲେ ଉକ୍ତ ଗ୍ରାମର ସତ୍ୟ ସାହୁ ।
Read More...