Monthly Archives

May 2024

ଆଜି ବଲାଙ୍ଗିରରେ ମତଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି ବଲାଙ୍ଗିର ଜିଲ୍ଲାରେ ଭୋଟଦାନ । ବଲାଙ୍ଗିରର ୧୩ ଲକ୍ଷ ଜନତା ଆଜି ନିଜର ନେତା ବାଛିବେ । ଜିଲ୍ଲାରେ ସମୁଦାୟ ୧୫୫୩ଟି ବୁଥ୍‌ରେ ଚାଲିଛି ମତଦାନ । ଲୋକସଭା ଆସନ ପାଇଁ ୧୦ ଜଣ ପ୍ରାର୍ଥୀ ରହିଥିବା ବେଳେ ୫ଟି ବିଧାନସଭା ଆସନ
Read More...

ନିଷାନ୍ ସାହିତ୍ୟ ସଂସଦ ତୁଷୁରା ବଲାଙ୍ଗିରର ଭକ୍ତିରସ କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା ବଲାଙ୍ଗିର ଆନୁକୂଲ୍ୟରେ ରବିବାର ଅପରାହ୍ନ ୫ ଘଟିକା ସମୟରେ ଭକ୍ତିରସ କବିତା ଆସର ନିଷାନ୍‌ର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ
Read More...

ତମିଆଁ ଭୋଟ ଦାନ କେନ୍ଦ୍ରରେ ଯାନ୍ତ୍ରିକ ତ୍ର୍ରୁଟି : ଭୋଟ୍‌ ଦେବାକୁ ଜଗିଛନ୍ତି ଭୋଟର୍‌

ପାଟଣାଗଡ଼ : ବ୍ଲକ୍‌ ତମିଆଁ ବୁଥ୍‌ ନମ୍ବର ୧୧୬ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ମତଦାନ ଆରମ୍ଭ ହୋଇନଥିବା ବେଳେ ଭୋଟର୍‌ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ସକାଳ ସାଢେ଼ ୬ଟା ବେଳେ ମଗ୍‌ ପୁଲ୍‌ ପାଇଁ ନିର୍ବାଚନ ଅଧିକାରୀମାନେ ଇଭିଏମ୍‌,
Read More...

ଖଲ୍ଲିକୋଟ ନିର୍ବାଚନୀ ହିଂସା ଓ ହତ୍ୟା ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟରେ ଘଟିଯାଇଥିବା ନିର୍ବାଚନୀ ହିଂସାକାଣ୍ଡ ଓ ହତ୍ୟା ଘଟଣାରେ ଆଉ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏମାନେ ମୁଖ୍ୟ ଅଭିଯୁକ୍ତ ବୋଲି ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ସୋମବାର ଅପରାହ୍ନରେ ଏକ ପ୍ରେସ୍-ମିଟ୍‌ରେ କହିଛନ୍ତି
Read More...

ନିର୍ବାଚନ ପାଇଁ ନିୟୋଜିତ ଶିକ୍ଷକଙ୍କ ଆକସ୍ମିକ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ଜଣେ ଶିକ୍ଷକଙ୍କ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ପଟୁଆପାଲି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଶୀଳ କୁମାର
Read More...

ଶ୍ରଦ୍ଧାଞ୍ଜଳୀ ସଭା

ଟିଟିଲାଗଡ, (କେପିଏନ୍‌ଏସ୍‌) : ସ୍ୱର୍ଗତ ରାଧାକୃଷ୍ଣ ପଟ୍ଟନାୟକ ଜଣେ ନାଟ୍ୟକାର, ଗାଳ୍ପିକ, କବି, ଶିଶୁ ସାହିତ୍ୟିକ ଏବଂ ଗୀତିକାର ଭାବରେ ଦୀର୍ଘ ପାଂଚ ଦଶନ୍ଧି ଧରି ଓଡିଆ ଓ କୋସଲି ଭାଷାକୁ ଋଦ୍ଧିମନ୍ତ କରିଛନ୍ତି । ସେ ଜଣେ ଆଗ ଧାଡିର ଆକାଶବାଣୀ ଓ ଦୂରଦର୍ଶନ ଶିଳ୍ପୀ ଥିଲେ । ତାଙ୍କ ରଚିତ
Read More...

ହମିରପୁରର ସମସ୍ୟା ନେଇ ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ସବୁଠାରୁ ଅବହେଳିତ ଅଞ୍ଚଳ ଭାବେ ଜଣାଶୁଣା ହମିରପୁରର ନାନା ସମସ୍ୟା ନେଇ ଏକ ଆଲୋଚନା ସଭା ତାରିଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ହମିରପୁର ଉନ୍ନୟନ ପରିଷଦର ସଭାପତି ଡ. ସୁମନ ଦତ୍ତଙ୍କ ଆବାହକତ୍ଵରେ ଆୟୋଜିତ ଏହି
Read More...

ଗଙ୍ଗାନଦୀରେ ପନିପରିବା ବୋଝେଇ ଥିବା ଡଙ୍ଗା ବୁଡ଼ିଲା : ଦୁଇ ନିଖୋଜ

ପାଟନା : ବିହାରର ରାଜଧାନୀ ପାଟନାର ଗଙ୍ଗାନଦୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ମହାବୀର ଟୋଲାସ୍ଥିତ ଗଙ୍ଗାନଦୀ ଘାଟରେ ପନିପରିବା ବୋଝେଇ ଏକ ଡଙ୍ଗା ବୁଡ଼ି ଯାଇଛି । ଡଙ୍ଗାରେ ୧୨ ଜଣ ଥିଲେ, ୧୦ ଜଣ ପହଁରି କୌଣସି ପ୍ରକାରେ ଜୀବନ ବଞ୍ଚାଇଥିଲେ, କିନ୍ତୁ ୨ ଜଣ ଏବେ ବି ନିଖୋଜ ଅଛନ୍ତି ।
Read More...

ଖଲ୍ଲିକୋଟ ନିର୍ବାଚନୀ ହତ୍ୟା ଘଟଣା : ଦୁଇ ଜଣ ଅଭିଯୁକ୍ତ ଗିରଫ

ଖଲ୍ଲିକୋଟ : ନିର୍ବାଚନୀ ହତ୍ୟା ଘଟଣା । ଆଉ ଦୁଇ ଜଣ ଅଭିଯୁକ୍ତ ଗିରଫ କଲା ଏସ୍‌ଆଇଟି । ପୂର୍ବରୁ ଏହି ଘଟଣାରେ ୯ ଜଣକୁ ଗିରଫ କରାଯାଇଥିବାବେଳେ ଏବେ ସମୁଦାୟ ଗିରଫଙ୍କ ସହ ୧୧ରେ ପହଞ୍ଚିଛି । ଏନେଇ ପୋଲିସ ଡିଜି ଅରୁଣ କୁମାର ଷଡଙ୍ଗୀ ସୂଚନା ଦେବା ସହ ମାମଲାରେ ଏସଆଇଟି ତଦନ୍ତ ଚାଲିଛି ଏବଂ
Read More...

ପୁଣି ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ

ଭୁବନେଶ୍ୱର : ପୁଣି ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ । ଏନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି । ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ୍‌ଗେ ମେ ୨୬, ୨୭ ଓ ୨୮ ତାରିଖରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର
Read More...