Monthly Archives

May 2024

ବରିଷ୍ଠ ଅଭିନେତା ବିଜୟ ପଟ୍ଟନାୟଙ୍କ ପରଲୋକ

ଭୁବନେଶ୍ୱର : ଓଲିଉଡ୍ ପାଇଁ ଆଉ ଏକ ଦୁଃଖ ଖବର । ଆଉନାହାନ୍ତି ବରିଷ୍ଠ ଅଭିନେତା ବିଜୟ ପଟ୍ଟନାୟ । ୭୮ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ବିଜୟ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି । ବିଜୟଙ୍କ ମୃତ୍ୟୁ ଖବର ଶୁଣି ଓଲିଉଡ୍‌ରେ ଖେଳିଯାଇଛି ଶୋକର ଛାୟା । ସାଥୀ କଳାକାରଙ୍କ ପକ୍ଷରୁ ବିଜୟଙ୍କ
Read More...

ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌ : ୨ ମୃତ

କଟକ : କଟକ ବାଲିକୁଦା ଛକରେ ମର୍ମନ୍ତୁଦ ଦୁର୍ଘଟଣା । ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଖବର ଅନୁଯାୟୀ, କଟକ ବାଲିକୁଦା ଛକ ନିକଟରେ ସ୍କୁଟିରେ ଯାଉଥିବା ସମୟରେ ଧକ୍କା ଦେଇଥିଲା ଟ୍ରକ୍‌ । ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ । ସେପଟେ
Read More...

ବ୍ରିଜ୍‌ ତଳକୁ ଖସିଲା ବସ୍ : ୨ ମୃତ, ୪୧ ଜଣ ଆହତ

ରାଜଗଡ଼ : ମଧ୍ୟପ୍ରଦେଶରେ ରାଜଗଡ଼ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବ୍ରିଜ୍‌ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଫଳରେ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତି ୨.୩୦ ସମୟରେ ଇନ୍ଦୋରରୁ ଅଶୋକନଗର ଅଭିମୁଖେ ଯାତ୍ରା କରୁଥିବା
Read More...

ହାତୀ ଆକ୍ରମଣରେ ଚାଲିଗଲେ ଦୁଃଶାସନ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଆଜି ସକାଳେ ହାତୀ ଆକ୍ରମଣରେ ତୁଳସୀପାଳ ଗ୍ରାମର ଦୁଃଶାସନ ଗୋଛାୟତଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁଯାୟୀ, ଦୁଃଶାସନ (୫୫) ଆଜି ପାହାନ୍ତାରେ ଘର ବାହାରକୁ ଯାଇଥିବା ବେଳେ ହଠାତ୍ ଏକ ହାତୀ ତାଙ୍କୁ ପାଦରେ ଦଳିଦେଇଥିଲା । ଯାହାଫଳରେ ତାଙ୍କର
Read More...

ବାଇକ୍‌ ଦୁର୍ଘଟଣାରେ ଜଣେ ଗୁରୁତର

ଉଲୁଣ୍ଡା : ଉଲୁଣ୍ଡା ଥାନା ଅନ୍ତର୍ଗତ ଝାରବାହାଲି ରାସ୍ତାରେ ବାଇକ୍‌ ଦୁର୍ଘଟଣାରେ ଗ୍ରାମର ସୁଦର୍ଶନ ଭୋଇ ଗୁରୁତର ଆହତ ହୋଇଛନ୍ତି । ଆଜି ଅପରାହ୍ନରେ ସେ ଏକ ବାଇକ୍‌ ଯୋଗେ ନିଜ ଗ୍ରାମକୁ ଯାଉଥିଲେ । ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉଲୁଣ୍ଡା
Read More...

ଆଜି ପୁଣି ଓଡ଼ିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର : ଆଜି ପୁଣି ଓଡ଼ିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ୪ଟି ସ୍ଥାନରେ ଶାହ କରିବେ ଜୋରଦାର ପ୍ରଚାର । ଦିନ ସାଢେ ୧୧ଟାରେ ସେ ସମ୍ବଲପୁର ଯିବେ । ସେଠାରେ ରେମେଡ ଗ୍ରାଉଣ୍ଡରେ ଆୟୋଜିତ ବିରାଟ ଜନସଭାକୁ ସମ୍ବୋଧନ କରିବେ । ସମ୍ବଲପୁର ସଭାରେ ରାଜ୍ୟ ସଭାପତି ମନମୋହନ ସାମଲ,
Read More...

ଭୋଟ ବର୍ଜନ କଲେ ଦାବଯୁରୀ, ଭଣ୍ତାରବାଞ୍ଜି ଓ ଭିର୍କାପଡ଼ା ଗ୍ରାମବାସୀ

ସଇଁତଲା : ମୌଳିକ ସମସ୍ୟାର ସମାଧାନ ନହେବାରୁ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ତଳୀ ଅନ୍ତର୍ଗତ ସଇଁତଲା ବ୍ଲକ୍‌ କରମତଲା ପଞ୍ଚାୟତର ଦାବଯୁରୀ, ଭଣ୍ତାରବାଞ୍ଜି ଓ ଭିର୍କାପଡ଼ା ଗ୍ରାମବାସୀ ଭୋଟ୍‌ ବର୍ଜନ କରିଛନ୍ତି ଏବଂ ଗୋଟିଏ ବି ଭୋଟ୍‌ ପଡ଼ିନଥିବା ଜଣାପଡ଼ିଛି । ଖବର
Read More...

ବିଶ୍ୱ ଧ୍ୟାନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଧ୍ୟାନ ଦ୍ୱାରା ଶାରୀରିକ ସୁସ୍ଥତା ମାନସିକ ବିକାଶ ଏବଂ ଆଧ୍ୟାତ୍ମିକ ସିଦ୍ଧି ସମ୍ଭବ ହୋଇଥାଏ । ୧୯୯୫ ମସିହା ଠାରୁ ମେ ୨୧ରେ 'ବିଶ୍ୱ ଧ୍ୟାନ ଦିବସ' ପାଳନ କରାଯାଉଛି । ଧ୍ୟାନ ହେଉଛି ଏଭଳି ଏକ କୌଶଳ ଯାହା ଚେତନ ଅବସ୍ଥାକୁ ଏକ ଉଚ୍ଚ ସୋପାନରେ ପହଞ୍ଚାଇ
Read More...

ମତଦାନ କଲେ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମତଦାନ କରିଛନ୍ତି ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ବଲାଙ୍ଗିର ସହରର ସୁଦ୍‌ପଡ଼ା ବୁଥ୍‌ ନଂ.୨୨୭ରେ ନିଜ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ଶ୍ରୀମତୀ ସାହୁ । ବଲାଙ୍ଗିରବାସୀ ବିକାଶ ପ୍ରତି ଆସ୍ଥା ଓ ବିଶ୍ୱାସ ରଖିଛନ୍ତି ବୋଲି ସେ
Read More...

ଭଞ୍ଜନଗରରେ ନିର୍ବାଚନୀ ହିଂସାକାଣ୍ଡ : ହଣାକଟାରେ ବହୁ ବିଜେପି କର୍ମୀ ଆହତ ପରିସ୍ଥିତି ଉତ୍ତେଜନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ବେତାର ଗ୍ରାମ ଠାରେ ବିଜେଡି କର୍ମୀମାନେ ବିଜେପି କର୍ମୀଙ୍କୁ ଆକ୍ରମଣ କରିଛନ୍ତି । ବହୁ ଆହତ ହୋଇଛନ୍ତି ଏବଂ ସେଠାରେ ପରସ୍ଥିତି ନିୟନ୍ତ୍ରଣ ବାହାରେ ରହିଛି । ପରିସ୍ଥିତି ଗମ୍ଭୀର ଥିବା ଜଣାପଡ଼ିଛି । ଆଞ୍ଚଳିକ ପୋଲିସ
Read More...