ଜୈବ ବିବିଧତା ପାଇଁ ଆନ୍ତର୍ଜାତୀୟ ଦିବସ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୨୨ ମେରେ 'ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ' ପାଳନ କରାଯାଏ । 'ଜୈବ ବିବିଧତା' ଶବ୍ଦର ବ୍ୟବହାର ପ୍ରଥମେ ୧୯୮୫ରେ ଆରମ୍ଭ କରାଯାଇଥିଲା । ଜୈବ ବିବିଧତା କହିଲେ ବିବିଧ ପ୍ରକାରର ଉଦ୍ଭିଦ, ପ୍ରାଣୀ ଅଣୁ ଜୀବ ଇତ୍ୟାଦିକୁ ବୁଝାଏ । ସ୍ଥାନୀୟ!-->…
Read More...
Read More...