Daily Archives

ବିଜେଡି ବିଧାୟକ ପ୍ରାର୍ଥୀ ସରୋଜ ମେହେର ନିଜ ମତଦାନ ସାବ୍ୟସ୍ତ କଲେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) ଗଣତନ୍ତ୍ରର ମହାନ ପର୍ବ ତଥା ସାଧାରଣ ନିର୍ବାଚନ ସକାଳ ୭ଟାରେ ଶାନ୍ତି ଶୃଙ୍ଖଳାର ସହ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ସଦର ପାଟଣାଗଡ଼ ମତଦାନ ଆରମ୍ଭ ହୋଇଯାଇଛି। ବିଜେଡିର ବିଧାୟକ ପ୍ରାର୍ଥୀ ସରୋଜକୁମାର ମେହେର
Read More...

ମତଦାନ କଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଗଣତନ୍ତ୍ରର ମହାନ୍‌ ପର୍ବ ସାଧାରଣ ନିର୍ବାଚନ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲ୍‌ୱାର ରୁଗୁଡ଼ିପଡ଼ା ବୁଥ୍‌ ନଂ.୨୫୩ରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ଇସଲ୍‌ୱାର ନିଜର ଭୋଟଦାନ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ
Read More...

ଆଜି ବଲାଙ୍ଗିରରେ ମତଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି ବଲାଙ୍ଗିର ଜିଲ୍ଲାରେ ଭୋଟଦାନ । ବଲାଙ୍ଗିରର ୧୩ ଲକ୍ଷ ଜନତା ଆଜି ନିଜର ନେତା ବାଛିବେ । ଜିଲ୍ଲାରେ ସମୁଦାୟ ୧୫୫୩ଟି ବୁଥ୍‌ରେ ଚାଲିଛି ମତଦାନ । ଲୋକସଭା ଆସନ ପାଇଁ ୧୦ ଜଣ ପ୍ରାର୍ଥୀ ରହିଥିବା ବେଳେ ୫ଟି ବିଧାନସଭା ଆସନ
Read More...

ନିଷାନ୍ ସାହିତ୍ୟ ସଂସଦ ତୁଷୁରା ବଲାଙ୍ଗିରର ଭକ୍ତିରସ କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା ବଲାଙ୍ଗିର ଆନୁକୂଲ୍ୟରେ ରବିବାର ଅପରାହ୍ନ ୫ ଘଟିକା ସମୟରେ ଭକ୍ତିରସ କବିତା ଆସର ନିଷାନ୍‌ର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ
Read More...

ତମିଆଁ ଭୋଟ ଦାନ କେନ୍ଦ୍ରରେ ଯାନ୍ତ୍ରିକ ତ୍ର୍ରୁଟି : ଭୋଟ୍‌ ଦେବାକୁ ଜଗିଛନ୍ତି ଭୋଟର୍‌

ପାଟଣାଗଡ଼ : ବ୍ଲକ୍‌ ତମିଆଁ ବୁଥ୍‌ ନମ୍ବର ୧୧୬ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ମତଦାନ ଆରମ୍ଭ ହୋଇନଥିବା ବେଳେ ଭୋଟର୍‌ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ସକାଳ ସାଢେ଼ ୬ଟା ବେଳେ ମଗ୍‌ ପୁଲ୍‌ ପାଇଁ ନିର୍ବାଚନ ଅଧିକାରୀମାନେ ଇଭିଏମ୍‌,
Read More...