Daily Archives

ରାଉଲକେଲାରେ ଅନୁଷ୍ଠିତ ବିଶାଳ ନିର୍ବାଚନୀ ସଭାରେ ସମ୍ବୋଧନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା

ରାଉଲକେଲା, (ସସ୍ମିତା ପ୍ରଧାନ) : ଚଳିତ ସାଧାରଣ ନିର୍ବାଚନ ପରୀପ୍ରେକ୍ଷୀରେ ରାଉରକେଲାର ବିମାନ ବନ୍ଦର ନିକଟସ୍ଥ ପଡ଼ିଆରେ ଚଳିତ ମାସ ୧୭ ତାରିଖ ଦିନ ଅପରାହ୍ନ ୨ଟା ସମୟରେ ଏକ ବିଶାଳ ନିର୍ବାଚନୀ ସଭାରେ ସମ୍ବୋଧନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା । କେନ୍ଦ୍ରରେ ପୁନର୍ବାର ମୋଦୀ
Read More...

ନାଗରିକତା ନିୟମ, ୨୦୨୪ର ବିଜ୍ଞପ୍ତି ଜାରି ହେବା ପରେ ନାଗରିକତ୍ୱ ପ୍ରମାଣପତ୍ରର ପ୍ରଥମ ଶୃଙ୍ଖଳା ଜାରି

କେନ୍ଦ୍ର ଗୃହ ସଚିବ ନୂଆଦିଲ୍ଲୀର କିଛି ଆବେଦନକାରୀଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ନୂଆଦିଲ୍ଲୀ , (ପିଆଇବି) : ନାଗରିକତା (ସଂଶୋଧନ) ନିୟମ, ୨୦୨୪ର ବିଜ୍ଞପ୍ତି ପରେ ନାଗରିକତ୍ୱ ପ୍ରମାଣପତ୍ରର ପ୍ରଥମ ଶୃଙ୍ଖଳା ଜାରି କରାଯାଇଛି । କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା
Read More...

ବୃଦ୍ଧା ମା’ଙ୍କ ହତ୍ୟାକାରୀ ପୁଅ ମନୋଜକୁ ଗିରଫ୍‌ କରି କୋର୍ଟ ଚାଲାଣ କଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୦ ତାରିଖ ରାତିରେ ବଲାଙ୍ଗିର ଟାଉନ୍‌ ପୋଲିସ ଜଣେ ବୃଦ୍ଧା ମା’ ଗୀତାଦେବୀ ଅଗ୍ରୱାଲଙ୍କ ଶବ ବସ୍ତ୍ରହୀନ ଅବସ୍ଥାରେ ସୁଦପଡ଼ା ନୂଆ ହନୁମାନ ମନ୍ଦିର ପଛ ପଟେ ରହିଥିବା ଏକ ଘରୁ ଉଦ୍ଧାର କରିଥିଲା । ଏହି ଘଟଣାରେ ମୃତ ବୃଦ୍ଧାଙ୍କ ପୁଅ ମନୋଜ କୁମାର ଅଗ୍ରୱାଲ
Read More...

ଏକତ୍ଵ ଭାବରେ ଶାନ୍ତିରେ ଏକାଠି ରହିବା ପାଇଁ ଆନ୍ତର୍ଜାତୀୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୧୬ ମେ'ରେ 'ମିଳିତ ଭାବରେ ଶାନ୍ତିରେ ରହିବା ପାଇଁ ଆନ୍ତର୍ଜାତୀୟ ଦିବସ' ପାଳନ କରାଯାଏ । ମିଳିତ ଜାତିସଂଘର ସାଧାରଣ ସଭା ଶାନ୍ତି, ଏକତା ଏବଂ ଏକତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଆନ୍ତର୍ଜାତୀୟ ସମ୍ପ୍ରଦାୟର ଉଦ୍ୟମକୁ ସମର୍ଥନ ଜଣାବାକୁ
Read More...

ଧନକଉଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପରିଦର୍ଶନ

ସମ୍ବଲପୁର, (ନିରୋଜ କୁମାର ପାଣୀ) : ପିଲା ମାନେ ଗ୍ରୀଷ୍ମାବକାଶରେ କରିବା ପାଇଁ ଦିଆଯାଇଥିବା ଗୃହ କାର୍ଯ୍ୟ କରୁଛନ୍ତି କି ନାହିଁ ତାହାକୁ ପ୍ରତିଦିନ ନିଜେ ତଦାରଖ କରୁଛନ୍ତି ଧନକାଉଡ଼ା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବଶ୍ରୀ ଭୋଇ । ସେହି ଶୃଙ୍ଖଳାକୁ ବଜାୟ ରଖି ଗତକାଲି ସେ
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ଗର୍ବ ଓ ଗୌରବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ଶିକ୍ଷା ବର୍ଷ ୨୦୨୩-୨୪ ଶିକ୍ଷା ବିକାଶ ସମିତି, ଓଡ଼ିଶା ଦ୍ଵାରା ଅନୁଷ୍ଠିତ ହୋଇଥିବା ସପ୍ତମ ଶ୍ରେଣୀର ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ସମଗ୍ର ଓଡ଼ିଶାରେ ଆମ ପଦ୍ମପୁର ଶିଶୁ
Read More...