Daily Archives

୧୪୦ କେଜି ୭ ଶହ ଗ୍ରାମ ଗଂଜେଇ ଜବତ୍‌ କଲା ଟିଟିଲାଗଡ଼ ଅବକାରୀ ବିଭାଗ : ୩ ଗିରଫ୍‌, ଜଣେ ଫେରାର୍‌

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ଆର୍‌ପିଏଫ୍‌ ପାଖରୁ ଖବର ପାଇ ଟିଟିଲାଗଡ଼ ଅବକାରୀ ବିଭାଗ ଟିଟିଲାଗଡ଼ ରେଳ ଷ୍ଟେସନ୍‌ ୫ ନମ୍ବର ପ୍ଲାଟ୍‌ଫର୍ମରୁ ୨ ଜଣ ବ୍ୟକ୍ତି ନାଗପୁରକୁ ଗଂଜେଇ ନେଉଥିବା ବେଳେ ସେମାନଙ୍କୁ ଗିରଫ୍‌ କରିବା ସହ ସେମାନଙ୍କଠାରୁ ୨୦ କେଜି ୬୦୦ ଗ୍ରାମ ଗଂଜେଇ
Read More...

ଶେମଫୋର୍ଡ ଫ୍ୟୁଚରିଷ୍ଟିକ୍‌ ସ୍କୁଲ ସିବିଏସ୍‌ସି ବୋର୍ଡ ସହ ଅନୁବନ୍ଧିତ ହେଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶେମଫୋର୍ଡ ଫ୍ୟୁଚରିଷ୍ଟିକ୍‌ ସ୍କୁଲ ଚଳିତ ବର୍ଷ ସିବିଏସ୍‌ସି ବୋର୍ଡ ନୂଆଦିଲ୍ଲୀ ସହିତ ଅନୁବନ୍ଧିତ ହୋଇଛି । ଆଜି ମଧ୍ୟାହ୍ନରେ ବଲାଙ୍ଗିର ଖର୍ଲିକାନି ବିଦ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶେମଫୋର୍ଡ ଫ୍ୟୁଚରିଷ୍ଟିକ୍‌ ସ୍କୁଲ ପକ୍ଷରୁ ଏହି ସୂଚନା
Read More...

ବାରାଣସୀରୁ ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବାରାଣସୀ : ପ୍ରାର୍ଥୀ ପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ମୋଦି । ଉତ୍ତର ପ୍ରଦେଶର ବାରାଣସୀ ଆସନ ପାଇଁ ବିଧିବଦ୍ଧ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ
Read More...

ସୁଶୀଲ ମୋଦିଙ୍କ ପରଲୋକ

ନୂଆଦିଲୀ : ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ହେଲା କର୍କଟ ରୋଗରେ ଆକ୍ରାନ୍ତ ଥିଲେ ସୁଶୀଲ ମୋଦି । ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି
Read More...

ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ୧ ମୃତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ନୂଆପଡ଼ା ଜିଲ୍ଲା ତରବୋଡ ଫନଡେଲ ନାଳା ନିକଟରେ କାର ଧକ୍କାରେ ଜଣେ ପୋଲିଂ କର୍ମଚାରୀଙ୍କ ପ୍ରାଣହାନି ଘଟିଛି । ସେ ରାନିମୁଣ୍ଡାରେ ପ୍ରିଜାଇଡିଂ ଅଫିସର
Read More...

ବୌଦ୍ଧ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର : ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସୋରଡ଼ା ଓ ବୌଦ୍ଧ ସାଧାରଣ ସଭାରେ ଯୋଗ ଦେବେ ବୋଲି ଜଣାଯାଇଛି । ଏହାଛଡ଼ା ଅମିତ ଶାହ କଟକରେ ରୋଡ୍ ସୋ କରିବେ । ଅମିତ ଶାହଙ୍କ ରୋଡ ସୋ ବକ୍ସି ବଜାରର ଗୋପବନ୍ଧୁ ପାର୍କ ନିକଟରୁ ବାହାରି ବକ୍ସି
Read More...

ତୀବ୍ର ହେବାରେ ଲାଗିଛି ପରିବର୍ତ୍ତନ ସ୍ରୋତ : ସାମିଲ୍‌ ହେଉଛନ୍ତି ନୂଆଁ ପୁରୁଣା ସମର୍ଥକ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ବିଧାନସଭା ପାଇଁ ଦିଲ୍ଲୀପ ରାୟଙ୍କ ନାମ ଘୋଷଣା ହେବା ପରେ ଦିଲ୍ଲୀପଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଏହି ଉତ୍ସାହକୁ ଦ୍ୱିଗୁଣିତ କରିବା ଦିଗରେ ଶ୍ରୀ ରାୟ ଦିନରାତି ଏକ କରି ଲୋକମାନଙ୍କ ସହ ସମ୍ପର୍କ ସ୍ଥାପନ କରିବାରେ ମଧ୍ୟ
Read More...

ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା

ବ୍ରହ୍ମପୁର ଆଙ୍କୁଲି ବୁଥ୍ ନିକଟରେ ପୋଲିସର ଲାଠି ଚାଳନା ବହୁ ଆହତ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ମତଦାନ ମେ -୧୩ ତାରିଖରେ ଅର୍ଥାତ ସୋମବାର ସୁରୁଖରେ ସମ୍ପନ୍ନ ହୋଇଛି । ଗଞ୍ଜାମ ଜିଲ୍ଲାରେ ପ୍ରାୟତଃ ୭୦ ପ୍ରତିଶତ ମତଦାନ ହୋଇଥିବା
Read More...

ଆନ୍ତର୍ଜାତୀୟ ପ୍ରକଳ୍ପ ପରିଚାଳନା କାର୍ଯ୍ୟାଳୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରୋଜେକ୍ଟ ମ୍ୟାନେଜ୍‌ମେଣ୍ଟ ଅଫିସ୍ (ପିଏମ୍‌ଓଏସ୍‌) ଅନେକ ବଡ଼ ସଂସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ବିଭିନ୍ନ ପ୍ରକଳ୍ପର ମାନ ନିର୍ଧାରଣ ଏବଂ ପରିଚାଳନା ପାଇଁ ପିଏମ୍‌ଓ ଦାୟୀ ରହେ । ଏହାର ବିଷୟରେ ସଚେତନତା ଜାଗ୍ରତ କରିବା ପାଇଁ 'ଆନ୍ତର୍ଜାତୀୟ
Read More...

ବସ୍‌ ଧକ୍କାରେ ଜଣେ ମୃତ

ମାଥିଲି : ମାଲକାନଗିରି ମାଥିଲିରେ ଅଘଟଣ । ନିର୍ବାଚନ କାମ ସାରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ଖବର ଅନୁଯାୟୀ, ମାଲକାନଗିରି ଜିଲ୍ଲା ଖଇରପୁଟ ମୁଦୁଲିପଡ଼ା ପଞ୍ଚାୟତ ଏମ୍ ବନ୍ଧଗୁଡ଼ାର ଇନ୍ଦ୍ରଜିତ କିର୍ସାନୀ । ନିର୍ବାଚନ କାମରେ ଯୋଗ ଦେବାକୁ ନିକଟସ୍ଥ
Read More...