Daily Archives

ଅକ୍ଷୟ ତୃତୀୟାରେ ଗାୟତ୍ରୀ ପରିବାର ପକ୍ଷରୁ ଅନ୍ନଛତ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଅକ୍ଷୟ ତୃତୀୟା ଅବସରରେ ବଲାଙ୍ଗିର ଗାୟତ୍ରୀ ପରିବାର ତରଫରୁ ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠ ଗୋପାଳଜୀଉ ମନ୍ଦିର ଆଗରେ ଅନ୍ନଛତ୍ର ଦିନ ୧୨ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ସଂଯୋଜକ ସତ୍ୟନାରାୟଣ ଗୁପ୍ତା ଅନ୍ନଛତ୍ରକୁ ଗାୟତ୍ରୀ
Read More...

ନିର୍ବାଚନ ସୁପରିଚାଳନା ନିମନ୍ତେ ସାଧାରଣ ପର୍ଯ୍ୟବେକ୍ଷକଙ୍କ ଅଧ୍ୟକ୍ଷତାରେ ସେକ୍ଟର ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସାଧାରଣ ନିର୍ବାଚନର ବ୍ୟବସ୍ଥିତ ପରିଚାଳନା ନିମନ୍ତେ ଜିଲ୍ଲାରେ ନିଯୁକ୍ତ ସେକ୍ଟର ଅଧିକାରଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ପର୍ଯ୍ୟବେକ୍ଷକ ରାଜନ ଭିଶାଲ, ଆଇ.ଏ.ଏସ୍‌ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଅନ୍ତର୍ଗତ ୧୦ -ବଲାଙ୍ଗିର ସଂସଦୀୟ
Read More...

ବଲାଙ୍ଗିରରେ ବ୍ରାହ୍ମଣ ସମାଜ ପକ୍ଷରୁ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ପାଳିତ : ସହରରେ ବିଶାଳ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶୁକ୍ରବାର ଦିନ ଭଗବାନ ପର୍ଶୁରାମଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସକାଳେ ପ୍ରଥମେ ଭଗବାନ ପର୍ଶୁରାମଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ସଂଧ୍ୟାରେ ସ୍ଥାନୀୟ ନରସିଂହ
Read More...

ଆଫଗାନିସ୍ତାନରେ ପ୍ରଳୟଙ୍କରୀ ବନ୍ୟା

କାବୁଲ : ଆଫଗାନିସ୍ତାନରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହା ଦ୍ୱାରା ଦେଶର ଉତ୍ତର ଭାଗ ଅଧିକ ପ୍ରଭାବିତ ହୋଇଛି । ଗୋଟିଏ ଦିନରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ମିଳିତ ଜାତିସଂଘ ଶନିବାର ଏକ ବିବୃତ୍ତିରେ ଏହି ସୂଚନା ଦେଇଛି । ମିଳିତ ଜାତିସଂଘର ଅନ୍ତର୍ଜାତୀୟ ସଂଗଠନ
Read More...

୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଭାଗ ନେବ ଭାରତ

୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ପାଳିତ ହେବ 'ଭାରତ ପର୍ବ'ଏନ୍‌ଆଇଡି, ଅହମ୍ମଦାବାଦ ଦ୍ୱାରା ଡିଜାଇନ୍ ଭାରତ ମଣ୍ଡପ କ୍ରିଏଟ୍ ଇନ୍ ଇଣ୍ଡିଆର ଚଳିତ ବର୍ଷର ଥିମକୁ ଦର୍ଶାଇବା ପାଇଁ ‘ଦି ସୂତ୍ରଧର’ ନାମ ଦିଆଯାଇଛି୩୦ ବର୍ଷ ପରେ ପାୟଲ କପାଡ଼ିଆଙ୍କ 'ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍'
Read More...

ସ୍କୁଟିକୁ ଧକ୍କା ଦେଲା ଡିଜେ ଗାଡ଼ି : ୨ ମୃତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ବେଲପାହାଡ଼ - ଗୁମାଡେରା ରାସ୍ତାର ମାଉସୀ ମା’ ମନ୍ଦିର ନିକଟରେ ଏକ ଡିଜେ ଗାଡ଼ି (ଓଡି ୨୩ ଏଫ୍‌ ୩୩୭୦) ବିପରୀତ ଦିଗରୁ ଆସୁଥିବା ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ସ୍କୁଟିରେ ଥିବା ଅଇଁଲାପଡ଼ାର ନୂଆଦେଇ କିଷାନ(୫୦) ଓ
Read More...

ଦଳ ଛାଡ଼ିଲେ କନ୍ଧମାଳ ଜିଲ୍ଲା ମହିଳା ବିଜେଡି ସଭାପତି ଅନିମା କହଁର

ଫୁଲବାଣୀ : ଖଜୁରୀପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା କନ୍ଧମାଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ ଅନିମା କହଁର ଆଜି ବିଜୁ ଜନତା ଦଳର ସମସ୍ତ ପଦପଦବୀ ଏବଂ ପ୍ରାଥମିକ ସଦସ୍ୟା ପଦରୁ ଇସ୍ତଫା ଦେଇଥିବା ନେଇ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର
Read More...

ପରିବାରର ୫ ଜଣଙ୍କୁ ହତ୍ୟା କରି ନିଜ ଜୀବନ ହାରିଲେ ଯୁବକ

ମଥୁରା : ଉତ୍ତରପ୍ରଦେଶର ସୀତାପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମଥୁରା ଥାନା ଅନ୍ତର୍ଗତ ପହ୍ଲାପୁର ଗାଁରେ ଜଣେ ବ୍ୟକ୍ତି ନିଜ ପରିବାରର ୫ ଜଣଙ୍କୁ ହତ୍ୟା କରିବା ପ‌ରେ ନିଜ ଜୀବନ ହାରିଛନ୍ତି । ବ୍ୟକ୍ତି ଜଣକ ହେଲେ ଅନୁରାମ ସିଂହ । ଯୁବକ ଜଣକ ୩ ପିଲାଙ୍କୁ ଛାତରୁ ଠେଲି ହତ୍ୟା କରିବା
Read More...

ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ହଇଚଇ ସୃଷ୍ଟି କରୁଛି ସରୋଜଙ୍କ ନିର୍ବାଚନୀ ପ୍ରଚାର

ପାଟଣାଗଡ଼, (କେପିଏନ୍‌ଏସ୍‌) : ଖରାର ପ୍ରଚଣ୍ଡ ତାତି ସାଂଗକୁ ବଢ଼ୁଛି ନିର୍ବାଚନୀ ତାତି । ପାଖେଇ ଆସୁଛି ନିର୍ବାଚନ । ପ୍ରାର୍ଥୀମାନଙ୍କ ପ୍ରଚାର ବି ପ୍ରଖର ହେବାରେ ଲାଗିଛି । ଏହି କ୍ରମରେ ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ସରୋଜ ମେହେରଙ୍କ ଜୋର୍‌ସୋର୍‌ ପ୍ରଚାର ପାଟଣାଗଡ଼ ନିର୍ବାଚନ
Read More...

ରୋଟାରୀ ଏଲିଟ୍‌ ଦ୍ୱାରା “ମୋ ଭୋଟ ମୋ ଅଧିକାର” ଆଲୋଚନାଚକ୍ର ଆୟୋଜିତ

ରାଜନୈତିକ ମୋହଭଙ୍ଗ ଅଳ୍ପ ମତଦାନର କାରଣ ବଲାଙ୍ଗିର, (କେପିଏନ୍‌ଏସ୍‌) : ଏପ୍ରିଲ ୧୦ ତାରିଖ ସନ୍ଧ୍ୟାରେ ବଲାଙ୍ଗିର ସାମ୍ବାଦିକ ଭବନରେ ରୋଟାରୀ ଏଲିଟ୍‌ ଦ୍ୱାରା ଭୋଟ୍‌ ସଚେତନତା ପାଇଁ 'ମୋ ଭୋଟ୍‌ ମୋ ଅଧିକାର' ଆଲୋଚନାଚକ୍ର ଆୟୋଜିତ ହୋଇଛି । ଏହି ସଭାରେ ପ୍ରାୟ ପ୍ରଥମ ଥର ପାଇଁ ଭୋଟ୍‌
Read More...