Daily Archives

କୁନଭାଇ ଫ୍ୟାନ୍ସ କ୍ଲବର ରକ୍ତଦାନ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : କୁନଭାଇ ଫ୍ୟାନ୍ସ କ୍ଲବ ତରଫରୁ ଏକ ରକ୍ତଦାନ ଶିବିର ସେକ୍ଟର ୨ କମ୍ୟୁନିଟି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ କୁନ ବିହାରୀ ଦାସଙ୍କ ୫୫ତମ ଜନ୍ମ ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ବିଜେପି ଶକ୍ତି ପ୍ରଦର୍ଶନ ସହ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୂର୍ବରୁ ଉଭୟ କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କ ସହ ସ୍ୱାଧୀନ ପ୍ରାର୍ଥୀ ନିଜର ନାମାଙ୍କନ ଭରି ସାରିଥିବା ବେଳେ ଆଜି ନାମାଙ୍କନ ଦାଖଲର ଶେଷ ଦିନରେ ନାମାଙ୍କନ ଭରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ । ତେବେ ବିରାଟ ବଡ଼ ଏକ ଶୋଭାଯାତ୍ରାରେ
Read More...

ବିଜେପି ପାର୍ଟି ପକ୍ଷରୁ ରାଉରକେଲା ବିଧାୟକ ପ୍ରାର୍ଥୀ ଭାବେ ନିର୍ମଳ କୁମାର ଦାସଙ୍କ ପ୍ରାର୍ଥୀପତ୍ର ଦାଖଲ

ରାଉରକେଲା : ଭାରତୀୟ ଜବାନ କିଷାନ ପାର୍ଟର ରାଉରକେଲା ପ୍ରାର୍ଥୀ ଅବସର ପ୍ରାପ୍ତ ଜବାନ ନିର୍ମଳ କୁମାର ଦାସ ତାଙ୍କର ବିଜେପି ପରିବାର ସହିତ ବିଧାୟକ ପ୍ରାର୍ଥୀପତ୍ର ଉପଜିଲ୍ଲାପାଳ, ପାନପୋଷ କାର୍ଯ୍ୟାଳୟରେ ଦାଖଳ କରିଛନ୍ତି । ରାଉରକେଲାର ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ, ଅବସର ପ୍ରାପ୍ତ
Read More...

ପାରିବାରିକ କଳହର କରୁଣ ପରିଣତି : ଗମ୍ଭାରୀ ଗ୍ରାମରେ ଆତ୍ମହତ୍ୟା କଲେ କନିଷ୍କ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଗମ୍ଭାରୀ ଗ୍ରାମର କନିଷ୍କ ଗଡତ୍ୟା (୫୦) । ଆଜି ସକାଳ ୩ଟା ସମୟରେ ଗୋଟିଏ ଗଛରେ ଶାଡି ବାନ୍ଧି ନିଜ ବେକରେ ଫାଶ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଗୁରୁବାର ରାତ୍ରୀ ପାଖାପାଖି
Read More...

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଭାଗର ଦିନିକିଆ ପାଠଚକ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଭାଗ ଓ ଆକ୍ୟୁଏସିର ମିଳିତ ଆନୁକୂଲ୍ୟରେ ଏକ ପ୍ରାଣୀ ବିଜ୍ଞାନ ପାଠଚକ୍ର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀଙ୍କ
Read More...

ପୋଲିସ ହାତରେ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ

ଉଦଳା : ରାତିରେ ସ୍କୁଟିରେ ଆସୁଥିଲେ, କାନ୍ଥ ତାଡ଼ି ମୋବାଇଲ ଦୋକାନରୁ ଚୋରି କରି ନେଉଥିଲେ । ଅନେକ ଦିନରୁ ଚଳାଇଥିଲେ ଆତଙ୍କରାଜ । ହେଲେ ଏବେ ପୋଲିସ କବଜାରେ ଏବେ ଏହି ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ । ସୂଚନା ଥାଉକି, ଗତ ମାସ ୨୫ ତାରିଖରେ ଖୁଣ୍ଟା ଅଞ୍ଚଳରେ ଏକ ମୋବାଇଲ ଦୋକାନ କାନ୍ଥ
Read More...

ପଦ୍ମ ଛାଡି ଶଙ୍ଖ ଧରିଲେ ଅଭିନେତ୍ରୀ ଜିନା

ଭୁବନେଶ୍ୱର : ପଦ୍ମ ଛାଡି ଶଙ୍ଖ ଧରିଲେ ଅଭିନେତ୍ରୀ ଜିନା ସାମଲ । ଶଙ୍ଖ ଭବନରେ ଚାଲିଥିବା ବିଜେଡି ମିଶ୍ରଣ ପର୍ବରେ ଅଭିନେତ୍ରୀ ଜିନା ଯୋଗ ଦେଇଛନ୍ତି । ଦଳ ସଭାପତି ଓ ସଂଗଠନ ସମ୍ପାଦକଙ୍କ ସସ୍ମିତ ପାତ୍ର ଜିନାଙ୍କୁ ସ୍ଵାଗତ କରିଛନ୍ତି । ସେପଟେ ବିଜେଡିରେ ସଦସ୍ୟ ହୋଇ ଥିବାରୁ ନିଜେ ଗର୍ବିତ
Read More...

୬ ପରେ ତାତିରେ ଲାଗିପାରେ ବ୍ରେକ

ଭୁବନେଶ୍ୱର : ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ଲହରି ଲାଗି ରହିଛି । ଆଗାମୀ ୨ଦିନ ପରେ ଉପକୂଳ ଓଡିଶାରୁ ହିଟ-ୱେଭ ଉପରେ ଲାଗିପାରେ ବ୍ରେକ । ୬ ତାରିଖ ପରେ ରାଜ୍ୟରୁ ଗ୍ରୀଷ୍ମ ପ୍ରବାହରେ ବ୍ରେକ ସମ୍ଭାବନା ରହିଛି । ଗତକାଲି ୪୫ଡ଼ିଗ୍ରୀ ସହ ବଲାଙ୍ଗିର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା ।
Read More...

ପୋଖରୀରେ ବୁଡି ଜଣେ ଯୁବକ ମୃତ

ବାଙ୍କୀ : ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ । କାରଣ ଅସ୍ପଷ୍ଟ । ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ଅଗ୍ନିଶମ ବାହିନୀ । ମୃତକର ନାମ ପ୍ରଶାନ୍ତ ବାରିକ(୩୮) । ବାଙ୍କୀ ବ୍ରହ୍ମପୁର ପଂଚାୟତ କିଆପଲା ଗ୍ରାମରେ ନଜର ଆସିଛି ଏ ଭଳି ଘଟଣା । ବାଙ୍କୀ ଅଗ୍ନିଶମ ବାହିନୀଙ୍କୁ ଖବର
Read More...

ଭଲ ଭାବେ ଠିଆ ହୋଇ ପାରୁନଥିବା ବୃଦ୍ଧ ପ୍ରଚଣ୍ଡ ଖରାରେ ଭତ୍ତା ପାଇଁ ବ୍ୟାଙ୍କର ଦ୍ୱାରସ୍ଥ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସାମାଜିକ ସୁରକ୍ଷା ଯୋଜନାରେ ଅସହାୟ ଗରିବ ବୃଦ୍ଧବୃଦ୍ଧାଙ୍କୁ ସରକାରଙ୍କ ପକ୍ଷରୁ ବାର୍ଦ୍ଧକ୍ୟ ଭତ୍ତା ମାସିକ ସାମାନ୍ୟ କିଛି ଟଙ୍କା ମିଳିଥାଏ । ଉକ୍ତ ସହାୟତା ରାଶି ପାଇବା ପାଇଁ ବୃଦ୍ଧବୃଦ୍ଧା ପ୍ରତ୍ୟେକ ମାସରେ ଚାହିଁ ରହିଥାନ୍ତି । ମାତ୍ର ବିଭାଗ ପକ୍ଷରୁ
Read More...