ସେମେଲମୁଣ୍ଡା ଗ୍ରାମରେ ପିଇବା ପାଣି ସମସ୍ୟା : ୬ ମାସ ହେଲା ସୋଲାର୍ ନଳକୂପ ଅଚଳ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର(ଡୁଡୁକା)ବ୍ଲକ୍ କୁଟାସିଂହା ଗ୍ରାମ ପଂଚାୟତ ଅନ୍ତର୍ଗତ ସେମେଲମୁଣ୍ଡା ଗାଁରେ ସୋଲାର୍ ନଳକୂଅର ଟାଙ୍କି ଫାଟି ଯାଇଥିବାରୁ ୬ ମାସ ହେଲା ଅଚଳ ହୋଇ ପଡ଼ିରହିଛି । ଯାହା ଫଳରେ ପୂର୍ବ ପାଣି ଉତ୍କଟ ସମସ୍ୟା ଦେଖାଦେଇଛି ।!-->…
Read More...
Read More...