Daily Archives

ଚନ୍ଦ୍ରଶେଖର ଶୈବପୀଠରେ ଉଠିଲା ମହାଦୀପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ମହାଶିବରାତ୍ରି ଅବସରରେ ଚଳଚଂଚଳ ହୋଇ ଉଠିଥିଲା ଗାଁ ଠୁ ସହର । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଉତ୍ସବମୁଖର ଶୈବପୀଠ । ଏହି ପରିପ୍ରେକ୍ଷୀରେ ଗତକାଲି ରାତିରେ ବଲାଙ୍ଗିର ସହରର ଶାନ୍ତିପଡ଼ା ସ୍ଥିତ ଚନ୍ଦ୍ରଶେଖର ଶୈବପୀଠ ମଧ୍ୟ ଭକ୍ତଙ୍କ ଭିଡରେ ଉଛୁଳି
Read More...

ମହାଶିବରାତ୍ରିରେ ଲୋକନାଥ ମନ୍ଦିରରେ ଯୋଗଦାନ କଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ମହାଶିବରାତ୍ରି ଉପଲକ୍ଷେ ବଲାଙ୍ଗିର ସହରର ପ୍ରସିଦ୍ଧ ଶୈବପୀଠ ଲୋକନାଥ ମନ୍ଦିରରେ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ହଜାର ହଜାର ଭକ୍ତ ମହାଦୀପ ଉଠିବା ସମୟରେ ଏକତ୍ରିତ ହୋଇ ଶୈବ ଆଶୀର୍ବାଦ ଗ୍ରହଣ କରିଛନ୍ତି । ଶୈବପୀଠର
Read More...

ବାଇକ୍‌ ଧକ୍କାରେ ଜଣେ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାଲି ଚାଲି ଯାଉଥିବା ବେଳେ ଧକ୍କା ଦେଲା ବାଇକ୍‌ । ଯୁବକ ଜଣକ ଗୁରୁତର ହୋଇ ବଲାଙ୍ଗିର ବିବିଏମ୍‌ସିଏଚ୍‌ରେ ଭର୍ତ୍ତି । ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ସଦାଇପାଲି ନିବାସୀ ହର ଖଡ଼ିଆ(୩୨) ନିଜ ବାଇକ୍‌ ଯୋଗେ ପଥରଚେପାକୁ ଯାଇଥିବା ବେଳେ ସେଠାରେ ବାଇକ୍‌ ରଖି
Read More...

ଯୁବକଙ୍କୁ ନୃଶଂସ ଭାବେ ଠେଙ୍ଗାରେ ଆକ୍ରମଣ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘରେ ଶୋଇଥିବା ବେଳେ ନୃଶଂସ ଭାବେ ଠେଙ୍ଗାରେ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଯୁବକ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ତୁଷୁରା ଥାନା
Read More...

ଶିବ ପଞ୍ଚାକ୍ଷର ଧ୍ୱନିରେ ପ୍ରକମ୍ପିତ ବିଭିନ୍ନ ଶୈବପୀଠ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମହାଶିବରାତ୍ରିରେ ପ୍ରଭୁ ଶିବଙ୍କ ସାନ୍ନିଧ୍ୟ ଲାଭ କଲେ ପୂଣ୍ୟ ମିଳିଥାଏ । ପୁରାଣ କଥିତ ଏହି ଦିବସର ବିଶ୍ୱାସକୁ ପାଥେୟ କରି ଶିବ ମନ୍ଦିରରେ ପ୍ରଭୁଙ୍କୁ ପୂଜାର୍ଚ୍ଚନା ପରେ ଦୀପ ଜାଳି ପାଦୁକା ସେବନ ପାଇଁ ଶୁକ୍ରବାର ଭୋରରୁ ରାତି ତମାମ ଶିବ
Read More...