Monthly Archives

February 2024

ଜାତୀୟ ନିଖୋଜ ବ୍ୟକ୍ତି ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଫେବୃଆରୀ ୩ରେ ଆମେରିକା ଏବଂ ଅନ୍ୟାନ୍ୟ ଦେଶରେ "ଜାତୀୟ ନିଖୋଜ ବ୍ୟକ୍ତି ଦିବସ" ପାଳନ କରାଯାଏ । ଏହି ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଏହା ହଜାର ହଜାର ନିଖୋଜ ବ୍ୟକ୍ତିଙ୍କ ଦୃଷ୍ଟି ଆକର୍ଷଣ କରେ । ନିଖୋଜ ଥିବା ଲୋକମାନଙ୍କ ବିଷୟରେ ସାଧାରଣ
Read More...

ମର୍ମନ୍ତୁକ ସଡ଼କ ଦୁର୍ଘଟଣାରେ ୨ ମୃତ, ୨ ଗୁରୁତର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବେଲଗାଁ ଫାଣ୍ଡି ସ୍ଥିତ କୁଶମଖାଲ ପାଣିଟାଙ୍କିଠାରେ ଶୁକ୍ରବାର ସନ୍ଧ୍ୟାରେ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତ ଯୁବକଙ୍କ ନାମ ଦେବୀଲାଲ ମାଝୀ (୪୦) ଓ
Read More...

ଆଦର୍ଶ ଶିକ୍ଷକ ରାଧାଗୋବିନ୍ଦ ସାର୍ ଆଉ ଇହ ଜଗତରେ ନାହାଁନ୍ତି

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୟାପାଲି ଗ୍ରାମରେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ରାଧାଗୋବିନ୍ଦ ଦେଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ଶ୍ରୀଯୁକ୍ତ ଦେଙ୍କୁ ୮୮ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା
Read More...

ରେଳ ଷ୍ଟେସନ ରୋଡ ସୁନିଲ ଜୈନଙ୍କ ଘରୁ ଚୋରି ହୋଇ ବିତିଲା ମାସେ : ନୂତନ ଥାନାଧିକାରୀଙ୍କୁ ଚୋର ଧରିବାକୁ କଲେ ଗୁହାରି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ରେଳ ଷ୍ଟେସନ ରୋଡ ପୌରପରିଷଦ କାର୍ଯ୍ୟାଳୟ ଛକ ନିକଟରେ ସୁନିଲ କୁମାର ଜୈନଙ୍କ ଘରୁ ଡ଼ିସେମ୍ବର ୨୮ ତାରିଖରେ ଘରେ କେହି ନ ଥିବା ବେଳେ ଚୋରି ହୋଇଥିଲା । ୨୯ ତାରିଖ ଦିନ ଥାନାରେ ଏତଲା ଦେଇଥିଲେ । ଥାନାଧିକାରୀ ମନୋଜ କୁମାର ପ୍ରଧାନ
Read More...

ଭଗତ ସିଂ ଉଚ୍ଚ ବିଦ୍ୟାଳୟରେ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳୀଠାରେ ଅବସ୍ଥିତ ସହିଦ ଭଗତ ସିଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସରକାରଙ୍କ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ କଲେଜ ଅଡ଼ିଟରିୟମ୍‌ ହଲ୍‌ଠାରେ ଏକ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ
Read More...

ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ରଚିଲେ ନୂଆ ଇତିହାସ

ଏକ ଘଣ୍ଟାରେ ଅନ୍‌ଲାଇନ୍‌ରେ ଅପ୍‌ଲୋଡ୍‌ ହେଲା ସର୍ବାଧିକ ପୁସ୍ତକର ହାତଲେଖା ଚିଠାପୂର୍ବ ରେକର୍ଡର ୪ଗୁଣା ଅଧିକ ସଂଖ୍ୟାରେ ରେକର୍ଡ଼ ଭଙ୍ଗବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀ ଲେଖିଛନ୍ତି ‘ମୋ କଥା ମୋ କାହାଣୀ’ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାର ସରକାରୀ
Read More...

ଟିଟିଲାଗଡ଼ର ଯୁବ ବ୍ୟବସାୟୀ ରବିନ୍ଦ୍ର ପାତ୍ରଙ୍କ ପରଲୋକ : ସହରରେ ଶୋକାକୁଳ ପରିବେଶ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ପ୍ରତିଷ୍ଠିତ ଦୋକାନ ଭାବେ ଟ୍ରାଭେଲ୍ ଷ୍ଟାଇଲ ଦୋକାନର ମାଲିକ ରବୀନ୍ଦ୍ର ପାତ୍ର ଭୁବନେଶ୍ଵର ପଟୁ ଟ୍ରେନରେ ଶୁକ୍ରବାର ରାତି ଟିଟିଲାଗଡ ସହରକୁ ଫେରୁଥିଲେ । ଟିଟି ଆଇ ଟିକଟ ଚେକ କରିବା ପାଇଁ ଉଠାଉଥିବା ବେଳେ ସେ ନ ଉଠିବାରୁ ବରଗଡ଼ ରେଳ
Read More...

ଲେବଡା ପାଟଣେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ସଦର ମହକୁମାଠାରେ ଅବସ୍ଥିତ ପାଟଣେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର
Read More...

୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଛାତ୍ରଛାତ୍ରୀଙ୍କୁ ଦେଲେ ସଫଳତାର ମନ୍ତ୍ର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ସ୍ଥିତ ନ୍ୟାସ୍‌ନାଲ୍‌ କଲେଜ ପଡ଼ିଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେଇଛନ୍ତି ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ । ସେ କହିଛନ୍ତି, କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି । ବିନା କଠିନ ପରିଶ୍ରମରେ
Read More...

ନଅଗାଁ(କ) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ(କ) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଉକ୍ତ କଲେଜ ଅଧ୍ୟକ୍ଷ କିଶୋରଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା । ସ୍ଥାନୀୟ ସରପଂଚ
Read More...