ଜୁଆ ଆଡ୍ଡା ଉପରେ ଟିଟିଲାଗଡ଼ ପୋଲିସର ଚଢାଉ : ୨୫ ଯୁଆଡିଙ୍କ ସହ ନଗଦ ୧,୭୮,୭୪୧ ଟଙ୍କା ଜବତ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଜୁଆ ଆଡ୍ଡା ଉପରେ ଟିଟିଲାଗଡ଼ ପୋଲିସର ଚଢାଉ । ୨୫ ଯୁଆଡିଙ୍କ ସହ ନଗଦ ୧,୭୮,୭୪୧ ଟଙ୍କା ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଟିଟିଲାଗଡ଼ ନିକଟସ୍ଥ କୁମୁଡ଼ା ଗ୍ରାମ ନିକଟରେ ଥିବା ଜଣଙ୍କ ଘରେ ଜୁଆ ଖେଳ!-->…
Read More...
Read More...