Monthly Archives

February 2024

ବାଦୀମୁଣ୍ଡା ସୈନିକ ସ୍କୁଲ ସ୍ଥାପନା ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବାଦୀମୁଣ୍ଡା ସ୍ଥିତ ଶିଶୁ ସୈନିକ ବିଦ୍ୟାଳୟର ଦଶମ ସ୍ଥାପନା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡ଼ି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରା, ସ୍ୱତନ୍ତ୍ର ଅତିଥି ଭାବେ ପଦ୍ମଶ୍ରୀ
Read More...

ନଙ୍ଗଳବୋଡ଼ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ସଚେତନତା ଶିବିର ଅନୁଷ୍ଠିତ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନଙ୍ଗଳବୋଡ଼ ଗ୍ରାମ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ ବିଭିନ୍ନ ବିଭାଗ ପକ୍ଷରୁ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ପଞ୍ଚାୟତ ସ୍ତରରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ନଙ୍ଗଳବୋଡ଼ ସରପଞ୍ଚ
Read More...

ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଚୌଦ୍ୱାରରେ ଶିଳାନ୍ୟାସ କଲେ…

୩୦୦୦ କୋଟି ଟଙ୍କା ପୁଞ୍ଜିନିବେଶ, ୧୦ ହଜାର ନିଯୁକ୍ତି ସୁଯୋଗଦକ୍ଷିଣ ଓ ପଶ୍ଚିମ ଓଡିଶାର କପା ଚାଷୀମାନେ ହେବେ ଉପକୃତମହିଳାମାନଙ୍କ ଦକ୍ଷତା ବିକାଶ, ନିଯୁକ୍ତି ପାଇଁ ବିପୁଳ ସୁଯୋଗଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଓଡିଶା ସାରା ପୃଥିବୀରେ ସୁନାମ କରିବଚୌଦ୍ୱାରରେ ଏହି ଶିଳ୍ପ ପୁଞ୍ଜିନିବେଶ ଓ
Read More...

ଡେଲାଙ୍ଗ-କଣାସ ରାସ୍ତା ମରାମତି ନେଇ ରାସ୍ତା ଅବରୋଧ ଓ ଗଣଧାରଣା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ-କଣାସ ରାସ୍ତାର ଦୀର୍ଘ ଦିନ ହେଲା ଡେଲାଙ୍ଗ ବାୟା ବଜାରଠାରୁ କଲ୍ୟାଣପୁର ବଜାର ପର୍ଯ୍ୟନ୍ତ ୬ କି.ମି ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଏହି ରାସ୍ତା ଦେଇ ସହସ୍ର ସଂଖ୍ୟାରେ ଭାରି ଯାନ, ମୋଟର ଗାଡ଼ି, ଜନସାଧାରଣ, ରୋଗୀ, ସରକାରୀ
Read More...

ମା’ ମାଳତୀଙ୍କ ଶାଢୀରେ ଝୁଲି ପଡିଲେ ପୁଅ ଦ୍ରୋଣ

ବେଲପଡ଼ା, (କେପିଏନ୍‌ଏସ୍‌) ଡକାଡକି ହୋଇ ଚାଲିଗଲେ ପରିବାରର ୫ଜଣ । ପରିବାରର ୫ ଜଣଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଥିଲେ ୧୯ ବର୍ଷୀୟ ପୁଅ ଦ୍ରୋଣ ମହାକୁଡ଼ । ପରିବାର ସଦସ୍ୟଙ୍କୁ ହରାଇବାର ଦୁଃଖ ସହିନପାରି ଶେଷରେ ନିଜ ମା’ଙ୍କ ଶାଢୀରେ ଝୁଲିପଡିଲେ । ଏପରି ଏକ ଅଭାବନୀୟ ଘଟଣା ଘଟିଛି
Read More...

ଭାଲୁ ସହ ଅଧଘଣ୍ଟା ଧରି ଚାଲିଲା ଲଢେଇ

ବୈପାରୀଗୁଡା : ଭାଲୁ ସହ ଅଧଘଣ୍ଟା ଧରି ଚାଲିଲା ଲଢେଇ । ହାରିଗଲା ଭାଲୁ, ମରଣ ମୁହଁରୁ ବଞ୍ଚିଲେ ଯୁବକ । ସୂଚନାଅନୁଯୟେୀ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ୍ ବାଘଗୁଡାରେ ଭାଲୁ ସହ ମଣିଷର ଲଢେଇ । ବାଘଗୁଡାରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଜଗବନ୍ଧୁ ହରିଜନ ଗୁରୁତର ହୋଇଛନ୍ତି । ଜଗବନ୍ଧୁ
Read More...

ଓଡିଶା କେନ୍ଦୁପତ୍ର କର୍ମଚାରୀ ଓ ତୋଲାଳି ମହାସଂଘ ବଲାଙ୍ଗିର ସର୍କଲ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ନଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା କେନ୍ଦୁପତ୍ର କର୍ମଚାରୀ ଓ ତୋଲାଳି ମହାସଂଘ ଓଡିଶା ସରକାରଙ୍କଠାରୁ ବହୁଦିନ ଧରି ତାର ନ୍ୟାର୍ୟ ଦାବି ଉପସ୍ଥାପନ କରିଆସୁଛି । ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧକ୍ଷଙ୍କୁ ଭେଟି ଆଲୋଚନା କରିଛି । ସଭା ସମିତି ତଥା ବିକ୍ଷୋଭ ମାଧ୍ୟମରେ ସ୍ୱର
Read More...

ଏମ୍‌ସିସି ଚ୍ୟାଲେଞ୍ଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ମଦନପୁର ଦଳ ଚମ୍ପିୟାନ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁରଠାରେ ଚାଲିଥିବା ଏମ୍‌ସିସି ଚ୍ୟାଲେଞ୍ଜ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, ବିଶିଷ୍ଟ ଅତିଥି ଭାବେ
Read More...

କପିଲାଭଟା ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ପଞ୍ଚାୟତ କାର୍ଯ୍ୟାଳୟଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ
Read More...

ବିଶ୍ୱ ମାନବ ଆତ୍ମା ​​ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଫେବୃଆରୀ ୧୭ ବିଶ୍ୱ ମାନବ ଆତ୍ମା ​​ଦିବସ । ପ୍ରତିବର୍ଷ ଫେବୃଆରୀ ୧୭ରେ "ବିଶ୍ୱ ମାନବ ଆତ୍ମା ​​ଦିବସ" ପାଳନ କରାଯାଏ । ମଣିଷର ଆତ୍ମା ​​ଉପରେ ପ୍ରତିଫଳିତ ହେବା ଏବଂ ବିସ୍ମୟ ଓ ଉଦ୍ଦେଶ୍ୟ ସହିତ ପୁନଃ ସଂଯୋଗ ହେବା ହେଉଛି ଏହି ଦିନ ।ଏହି ଦିବସ
Read More...