Monthly Archives

February 2024

ବେଲଘରରେ ଦୁଇ ଦିନିଆ ଡିମ୍ବୁଲି ମହୋତ୍ସବ ଉଦ୍‌ଯାପିତ : ୫ ଜିଲ୍ଲାରୁ ୨୦ ହଜାରରୁ ଅଧିକ କନ୍ଧ ଆଦିବାସୀଙ୍କ ସମାଗମ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବେଲଘର ନିକଟସ୍ଥ ଡିମ୍ବୁଲି ପାହାଡ ପାଦଦେଶ ତରଗାବାଲିଠାରେ ଡିମ୍ବୁଲି ମହୋତ୍ସବ ସମାରୋହ ସମିତି ପକ୍ଷରୁ ଡିମ୍ବୁଲି ମହୋତ୍ସବ ୨୦୨୪ ଦୁଇଦିନ ଧରି ଅନୁଷ୍ଠିତ ହେବା ପରେ ଉଦ୍‌ଯାପିତ ହୋଇଯାଇଛି ।
Read More...

ସମରେନ୍ଦ୍ରଙ୍କ ଯୁବ ସମ୍ବାଦ କାର୍ଯ୍ୟକ୍ରମ : ସାମିଲ ହେଲେ ୪ହଜାରରୁ ଅଧିକ ଯୁବକ ଯୁବତୀ

ଆମକୁ ଅନୁକମ୍ପା ନୁହେଁ ସ୍ୱାବଲମ୍ବୀ ହେବା ପାଇଁ ସୁଯୋଗ ଦରକାର : ସମରେନ୍ଦ୍ରସମାଜ ଓ ଶିକ୍ଷା ବ୍ୟବସ୍ଥାକୁ ଦୁଇ ଭାଗ କରିବା ଏ ସରକାରର ଏକ ବଡ ଶଡଯନ୍ତ୍ରନୂଆ ଓକୁ ନୂଆଁ ଜିରୋ ବୋଲି କଟାକ୍ଷ କଲେ ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମରେନ୍ଦ୍ରଙ୍କ ଯୁବ ସମ୍ବାଦ କାର୍ଯ୍ୟକ୍ରମରେ
Read More...

ସନ୍ଥ ଶିରୋମଣି ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ଜୀ ମହାରାଜଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ସନ୍ଥ ଶିରୋମଣି ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ଜୀ ମହାରାଜଜୀ ସମାଧି ଲାଭ କରି ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ତାଙ୍କ ଜୀବନ ହେଉଛି ଗଭୀର ଜ୍ଞାନ, ଅସୀମ କରୁଣା ଏବଂ ମାନବିକତାର ଉନ୍ନତି ପାଇଁ ଅତୁଟ ପ୍ରତିବଦ୍ଧତାରେ ପରିପୂର୍ଣ୍ଣ । ମୁଁ ଅନେକ ଥର ତାଙ୍କ
Read More...

ଭକ୍ତ ଶିରୋମଣି ଦାସିଆଙ୍କ ମହାପ୍ରୟାଣ ଦିବସ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପୁରୀ ଜିଲ୍ଲାର ବାଲିଗ୍ରାମଠାରେ ପବିତ୍ର ମାଘ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରୟାଣ ଦିବସ ମହାସମାରୋହରେ ଭକ୍ତଦାସିଆ ସ୍ମୃତି କମିଟି ଆନୁକୂଲ୍ୟରେ ପାଳିତ ହୋଇଯାଇଅଛି । ଏହି
Read More...

କନ୍ୟା ସନ୍ତାନମାନଙ୍କ ସମାନତା ଓ ଶିକ୍ଷା ନିମନ୍ତେ କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ହରିଶଙ୍କର ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ତରଫରୁ କନ୍ୟା ସନ୍ତାନମାନଙ୍କ ସମାନତା ଓ ଶିକ୍ଷା ନିମନ୍ତେ ନିରନ୍ତର ଗତିଶୀଳତା ଜାରି ରଖିବା ପାଇଁ ଧାର୍ମିକ ମୁଖିଆ,
Read More...

ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସଦର ଛତ୍ରପୁରସ୍ଥିତ ଶ୍ରୀରାମନଗର ଠାରେ ଅବସ୍ଥାପିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ ବିଦ୍ୟାଳୟର ଅଧ୍ୟକ୍ଷ ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ହୋଇଯାଇଛି । ଉକ୍ତ ଉତ୍ସବରେ ବିଦ୍ୟାଳୟର
Read More...

ଜନଜାତି ଭାଇଭଉଣୀଙ୍କ ଉପରେ ଥିବା ଛୋଟ ଛୋଟ ମକଦ୍ଦମା ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ପ୍ରତ୍ୟାହୃତ ହେବ ଜଙ୍ଗଲ ଓ ଅବକାରୀ ସଂପର୍କିତ ୪୮୦୧୮ ମାମଲା ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନଜାତି ଭାଇଭଉଣୀ ମାନଙ୍କ ଉପରେ ଥିବା ଛୋଟ ଛୋଟ ମକଦ୍ଦମା ଗୁଡିକ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୃହ
Read More...

ବଲାଙ୍ଗିର ୱାର୍ଡ ନଂ.୨ରେ ପିଡ଼ିଏସ୍‌ ହିତାଧିକାରୀଙ୍କୁ ଆର୍ଥିକ ସହାୟତାର ଶୁଭାରମ୍ଭ କଲେ ପୌର ଅଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅହେତୁକ ଦରଦାମ୍‌ ବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଡ଼ିଏସ୍‌ ହିତାଧିକାରୀମାନଙ୍କୁ ହଜାରେ ଟଙ୍କା ଲେଖାଏଁ ସହଯୋଗ ରାଶି ପ୍ରଦାନ କରିବାକୁ ଘୋଷଣା କରିଥିବା ବେଳେ ଏହି କ୍ରମରେ ବଲାଙ୍ଗିର ପୌର ପରିଷଦ ପକ୍ଷରୁ ୨୧ଟି ୱାର୍ଡ ପାଇଁ
Read More...

ବଲାଙ୍ଗିର ଡିଆଇସି ପକ୍ଷରୁ ପିଏମ୍‌ଏଫ୍‌ଏମ୍‌ଇ ଯୋଜନାକୁ ନେଇ କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଡିଆଇସି ପକ୍ଷରୁ କେନ୍ଦ୍ର ସରକାରଙ୍କ ପିଏମ୍‌ଏଫ୍‌ଏମ୍‌ଇ ଯୋଜନାକୁ ନେଇ ବଲାଙ୍ଗିର ସାମ୍ବାଦିକ ଭବନରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ନୂତନ ହିତାଧିକାରୀମାନେ କିଭଳି ଏହି ଯୋଜନାରୁ ଲାଭ ଉଠାଇ ପାରିବେ, ସେ ସଂପର୍କରେ ସଚେତନ କରାଯିବାକୁ ଏହି
Read More...

ଭାଉଜଙ୍କୁ ଧରି ଫେରାର୍‌ ମାରିଲା ଦିଅର

ବଲାଙ୍ଗିର, (କେପିଏନ୍‌ଏସ୍‌) : କାଳେ କାଳେ ପ୍ରେମ ଅନ୍ଧ । ପ୍ରେମ ମାନେନା ବୟସ, ଜାତି, ଗୋତ୍ର, ସ୍ଥାନ, କାଳ, ପାତ୍ର । ଏମିତି ବି ହୁଏ ପ୍ରେମ । ୫୦ ବର୍ଷୀୟା ଭାଉଜଙ୍କୁ ନେଇ ଚମ୍ପଟ୍ ମାରିଛି ଦିଅର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ତବଲ୍‌ବାଞ୍ଜି
Read More...