Monthly Archives

January 2024

ଟ୍ରାଙ୍କୁଲାଇଜ୍‌ ହୋଇ ବୌଦ୍ଧରୁ ଆସିଥିବା ଦନ୍ତା ହାତୀ ଆଖି ବୁଜିଲା

ଢେଙ୍କାନାଳ : ବୌଦ୍ଧରୁ ଉଦ୍ଧାର ହୋଇ କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରକୁ ଆସିଥିବା ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଖବର ମିଳିଛି । ଆଜି ଭୋର ସମୟରେ ଆଖି ବୁଜିଲା ବୌଦ୍ଧରେ ଆତଙ୍କ ଖେଳାଇଥିବା ଦନ୍ତା । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ କରୁଛି । ଖବର ଅନୁଯାୟୀ, ଶନିବାର ବୌଦ୍ଧରୁ
Read More...

ମଝି ଆକାଶରେ ଉଡ଼ିଗଲା ବିମାନର କବାଟ

ନୂଆଦିଲ୍ଲୀ : ଆଲାସ୍କା ଏୟାରଲାଇନ୍ସର ବୋଇଂ ୭୩୭-୯ ମ୍ୟାକ୍ସ ବିମାନ ଉଡ଼ାଣ ଭରିବାର କିଛି ମିନିଟ୍ ପରେ ମଝି ଆକାଶରେ କବାଟ ଖୋଲିଯିବାରୁ ଜରୁରିକାଳୀନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଯାତ୍ରୀମାନେ ଭୀଷଣ ଆତଙ୍କିତ ହୋଇପଡ଼ିଥିଲେ । ସେମାନେ ଉଠାଇଥିବା ଭିଡିଓରେ ଦେଖିବାକୁ ମିଳିଛି
Read More...

ଚାଲି ଚାଲି ଯାଉଥିବାବେଳେ ମାଡ଼ିଗଲା ବସ୍‌

କେନ୍ଦୁଝର : ଚାଲି ଚାଲି ଯାଉଥିବାବେଳେ ମାଡ଼ିଗଲା ବସ୍‌ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଢାଙ୍ଗରପଡ଼ା ନିକଟରେ । ମୃତକ ଜଣକ ସ୍ଥାନୀୟ ଅଞ୍ଚଳର ରାଘୁ ନାଏକ । ଖବର ଅନୁଯାୟୀ, ରଘୁ ଚାଲି ଚାଲି ଯାଉଥିବା ବେଳେ ତାଙ୍କ ଉପରେ ମାଡ଼ି ଯାଇଥିଲା ରାଧା ମାଧବ ନାମକ ଏକ ଘରୋଇ ବସ । ଆଉ
Read More...

ସମ୍ବଲପୁରରେ ଏନକାଉଣ୍ଟର

ସମ୍ବଲପୁର : ସମ୍ବଲପୁର ପୋଲିସ ଦ୍ଵାରା ଏନକାଉଣ୍ଟର । ସଦର ଥାନା କେନଘାଟି ଅଞ୍ଚଳରେ ଗତକାଲି ଏନକାଉଣ୍ଟର ହୋଇଛି । ଏଥିରେ ଜ୍ୟାକବ ରାଜ୍ ନାମକ ଜଣେ ଅଭିଯୁକ୍ତ ଆହତ ହୋଇ ବୁର୍ଲାରେ ଚିକିତ୍ସିତ ହେଉଛନ୍ତି । ଅଭିଯୁକ୍ତ ଓ ସହଯୋଗୀ ଡକାୟତି କରିଥିବାବେଳେ ପୋଲିସ ଧରିବାକୁ ଯାଇଥିବା ସମୟରେ ଏହି
Read More...

କୋଶଲୀ ସର୍ଟ ଫିଲ୍ମ ବିଧିର୍‌ ବିଧାନ୍‌ର ଦ୍ୱିତୀୟ ଭାଗ ‘ବଦ୍‌ଲା’ର ଶୁଭ ମୁହୁରତ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏମ୍‌.ଏମ୍‌. ପ୍ରଡକ୍ସନ ପ୍ରୟୋଜିତ କୋଶଲୀ ସର୍ଟ ଫିଲ୍ମ ବିଧିର୍‌ ବିଧାନ୍‌ର ଦ୍ୱିତୀୟ ଭାଗ ‘ବଦ୍‌ଲା’ର ଶୁଭ ମୁହୁରତ୍‌ ମା’ ସମଲେଶ୍ୱରୀ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ଏହା ଏକ ସସ୍‌ପେନ୍‌ସ୍‌ ଥ୍ରିଲର୍‌ ଫିଲ୍ମ ବୋଲି କୁହାଯାଇଛି । ବିଶିଷ୍ଠ ସିନେ
Read More...

କେନ୍ଦୁ କାଠଗଣ୍ଡି ବୋଝେଇ ଗାଡ଼ି ଜବତ୍‌

ତୁଷୁରା, (କେପିଏନ୍‌ଏସ୍‌) : ଗତ ବିଳମ୍ବିତ ରାତ୍ରି ପ୍ରାୟ ୩ଟା ୧୫ ମିନିଟ୍‌ ସମୟରେ ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ ବେଳେ ତୁଷୁରା ଗୁଡ଼ଭେଲା ରାସ୍ତା ନିକଟସ୍ଥ ତେଲନଦୀ ପାଖରେ କେନ୍ଦୁ କାଠଗଣ୍ଡି ବୋଝେଇ ଗୋଟିଏ ଟାଟା ୨୦୭ ଗାଡ଼ି ନଂ ଓଆର୍‌୨୩ - ସି ୯୯୯୫କୁ ଜବତ୍‌ କରାଯାଇଛି । ଏଥିରେ
Read More...

ଜେଲ୍‌ ପାଚେରୀ ଡେଇଁ କଏଦୀ ଫେରାର୍‌

ରାଇରଙ୍ଗପୁର : ଜେଲ୍‌ରୁ କଏଦୀ ଫେରାର୍‌ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ କାରାଗାରରେ ଆଜୀବନ ସଜା କାଟୁଥିବା କଏଦୀ ଫେରାର । ଜେଲ ପରିସର ପାଚେରୀ ଡେଇଁ ପଳାଇଥିବା ସୂଚନା ମିଳିଛି । ସୁଚନା ଅନୁଯାୟୀ, ଛୋଟୁ ନାମକ ଜଣେ ଯୁବକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲ ଦଣ୍ଡ
Read More...

ଜାତିଆଣ କେସ ମାମଲାରେ ବିଜେପି ନେତା ନିର୍ଦ୍ଦୋଶରେ ଖଲାସ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ବିଜେପି ନେତା ଜାତିଆଣ କେସ ମାମଲାରେ ଶନିବାର ନିର୍ଦ୍ଦୋଶରେ ଖଲାସ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଗତ ୨୦୧୬ ମସିହାରେ ତୁରେକେଲା ଥାନା ଖୁଟୁଲୁମୁଣ୍ଡା ଗ୍ରାମର ଖେଲନ୍ତି ସମରଥ, ବିଜେପି ନେତା ଲକ୍ଷ୍ମଣ ବାଗ
Read More...

୯ ତାରିଖ ଯାଏଁ ରାଜ୍ୟରେ ଘନ କୁହୁଡ଼ି

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୯ ତାରିଖ ଯାଏ ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ କହିଛି । ୭ ଓ ୮ ତାରିଖରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କଟକ ଓ ଜଗତସିଂହପୁରରେ ଘନ କୁହୁଡ଼ି ଦେଖାଦେବ । ସେହିଭଳି ୯
Read More...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା

ବାସୁଦେବପୁର : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ଜଣଙ୍କର ମୃତ୍ୟୃ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଥିବା ଖବର ମିଳିଛି । ଭଦ୍ରକ ଜାମୁଝାଡି ବାସୁଦେବପୁର ରାସ୍ତା ବିଷ୍ଣୁବିନ୍ଧା ଛକରେ ଘଟିଛ ଏହି ଦୁର୍ଘଟଣା । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଥିବା ଖବର ମିଳିଛି ।
Read More...