Monthly Archives

January 2024

ସନ୍ଦେହଜନକ ଅବସ୍ଥାରେ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଠାବ

ଜଳେଶ୍ୱର : ସନ୍ଦେହଜନକ ଅବସ୍ଥାରେ RWSSର କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଠାବ । ମୃତକ ଜଣକ ବାଲିଆପାଳ ବ୍ଳକ RWSSର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ନାୟକ ବୋଲି ଜଣାପଡିଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଳକ
Read More...

ଦନ୍ତାହାତୀ ହାବୁଡ଼ରେ ପଡ଼ି ଯୁବକଙ୍କ ମୃତ୍ୟୁ

ଢେଙ୍କାନାଳ : ବାଇଗଣ ବାଡ଼ିକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତକ ଜଣକ ଚାଉଳିଆ ପଞ୍ଚାୟତର ବ୍ରହ୍ମାନନ୍ଦ ନାୟକ(୪୦) ବୋଲି ଜଣାପଡିଛି । ସୂଚନା ଅନୁସାରେ ଆଜି ସକାଳ ୮ଟା ବେଳେ ନିଜ ବାଇଗଣ ବାଡ଼ିକୁ ତଳି ରୋଇବାକୁ ଯାଉଥିବା ବେଳେ
Read More...

କ୍ଲିନ୍ ଆଣ୍ଡ ଗ୍ରୀନ୍‌ର ସ୍ୱଚ୍ଛତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : କ୍ଲିନ୍‌ ଓ ଗ୍ରୀନ୍‌ ତାର ସାମାଜିକ ଉନ୍ନତି ତଥା ସ୍ୱଚ୍ଛତାମୂଳକ କାର୍ଯ୍ୟକ୍ରମ ଜରିଆରେ ରାଉରକେଲା ସହରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୄଷ୍ଟି କରିଛି । ଏହି କ୍ରମରେ ସପ୍ତାହାନ୍ତ କାର୍ଯ୍ୟକ୍ରମ କାର୍ଯ୍ୟସୂଚୀ ଅନୁସାରେ ଆଜି ଏକ ନିଆରା କାର୍ଯ୍ୟ ହାତକୁ
Read More...

କଲ୍ୟାଣୀ ବସ୍ତି ସମସ୍ୟାର ସମାଧାନକୁ ପ୍ରାଥମିକତା ଦେବି : ପ୍ରଶାନ୍ତ ସେଠୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ଆଶାୟୀ ବିଧାୟକ ପ୍ରାର୍ଥୀ ତଥା ସମାଜସେବୀ ପ୍ରଶାନ୍ତ ସେଠୀଙ୍କ ନେତୃତ୍ୱରେ ଆସ ଆମେ ବସ୍ତିକୁ ଯିବା ଅଭିଯାନ ଆଜି କଲ୍ୟାଣୀ ବସ୍ତି ପରିକ୍ରମା କରିଥିଲେ । ଏହି ଅବସରରେ ଉପସ୍ଥିତ ବସ୍ତି ବାସିନ୍ଦାଙ୍କ ସହ ବିଭିନ୍ନ
Read More...

ବଙ୍ଗୋମୁଣ୍ଡାରେ ମକର ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାଠାରେ ହେବାକୁ ଥିବା ଚଉଷଠଶ ଯୋଗିନୀ ସାହିତ୍ୟ କଳା ପରିଷଦ ଓ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ ୭ତମ ମକର ମହୋତ୍ସବ ୨୦୨୪ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଉଷଠି ଯୋଗିନୀ
Read More...

ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ୧୯୮୯ ମାଟ୍ରିକ ବ୍ୟାଚ୍‌ର ପାରିବାରିକ ବନ୍ଧୁ ମିଳନ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦୀର୍ଘ ଅଣତିରିଶ ବର୍ଷ ଧରି ୧୯୮୯ ମସିହାର ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ନିକଟସ୍ଥ ଖଜୁରପଡ଼ା ସ୍ଥିତ ନବୀନ ଜୈନଙ୍କ ଫାର୍ମ ହାଉସଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୩୫ ଜଣ ଛାତ୍ରଙ୍କ ସପରିବାର
Read More...

ଚଣ୍ଡାଳ ଡ୍ୟାମ୍‌ ଵା ଏମ୍‌ଆଇପି ଜଳାଶୟ ପ୍ରକଳ୍ପକୁ ଦୃଷ୍ଟି ପଡ଼ିବ କେବେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଳକ କୁଟାସିଂହା ପଂଚାୟତ ଡୁଙ୍ଗୁରିପାଲି ଗାଁ ନିକଟରେ ରହିଛି ଚଣ୍ଡାଳ ଡ୍ୟାମ୍‌ ଵା ଏମ୍‌ଆଇପି ଜଳାଶୟ ପ୍ରକଳ୍ପ । ବଣ ପାହାଡ଼ ଘେରା ପ୍ରାକୃତିକ ପରିବେଶରେ ଭରପୁର ଏହି ମନୋରମ ସ୍ଥାନ ଦୃଷ୍ଟି ଆଢୁଆଳରେ ରହି ଯାଇଥିବା ଅଭିଯୋଗ କରିଛନ୍ତି
Read More...

କଲମପୁରରେ ଡିଫାଇନ୍ କଳାହାଣ୍ଡିର ବିଶାଳ ସମାବେଶ

କଳମପୁର ମାଟି ସ୍ୱାଭିମାନ ଓ ବିପ୍ଳବର ମାଟି : ମଧୁ ମହାନ୍ତି କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଅଜସ୍ର ମା’ ଭଉଣୀ ଓ ଯୁବଗୋଷ୍ଠୀ କଳାହାଣ୍ଡି ବିକାଶର ସ୍ୱପ୍ନ ଦେଖିଥିବା ମୋ’ ନଜରରେ ଦେଖିବାକୁ ପାଇଛି । ୨୦ ବର୍ଷ ଆଗରୁ ମଧ୍ୟ କଳାହାଣ୍ଡି ବିକାଶ ମୋର ଏକମାତ୍ର ଲକ୍ଷ୍ୟ ରହିଥିଲା,
Read More...

ଦ୍ଵିତୀୟ ପର୍ଯ୍ୟାୟ ବିଦ୍ୟାଳୟସ୍ତରୀୟ ମୂଲ୍ୟାୟନ ତାଲିମ ଉଦ୍‌ଯାପିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସରକାରୀ ପ୍ରାଥମିକ ବିଦ୍ୟାଳୟ ପଣ୍ଡକିଟାଲଠାରେ ତ୍ରିଦିବସୀୟ ଅଣ-ଆବାସିକ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଜାନୁଆରୀ ୪ ତାରିଖରୁ ଆରମ୍ଭ ହୋଇଥିବା ତାଲିମ ସକାଳ ୧୦ଟାରୁ ୫ଟା ଯାଏ ୬ ତାରିଖ
Read More...

ବ୍ରିଜ୍‌ ତଳୁ ମିଳିଲା ମହିଳାଙ୍କ ମୃତଦେହ

ସୁବର୍ଣ୍ଣପୁର : ମହିଳାଙ୍କ ଗଳିତ ମୃତଦେହ ଠାବ । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଏକ ବ୍ରିଜ୍‌ ମେନ୍‌ ହୋଲ ନିକଟରୁ ମିଳିଛି ମହିଳାଙ୍କ ମୃତଦେହ । ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ତରଭା ଥାନା
Read More...