Monthly Archives

January 2024

ବ୍ରହ୍ମପୁରରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଉପଜିଲ୍ଲାପାଳ ଡ଼. ଗୌରବମୟ
Read More...

ଡ୍ୟାମ୍ ନିକଟରେ ନାବାଳିକାଙ୍କୁ ନିର୍ମମ ହତ୍ୟା

ବଡବିଲ : କେନ୍ଦୁଝର ବଲାଣି ଥାନା ବାଲାଗୋଡ଼ା ବସ୍ତିର ଲାଲ ଡ୍ୟାମ୍ ନିକଟ ଏକ ବୁଦାରେ ବିବାହିତା ନାବାଳିକାଙ୍କୁ ନିର୍ମମ ହତ୍ୟା ଘଟଣାରେ ପୋଲିସକୁ ବଡ଼ ସଫଳତା । ମୃତଦେହ ଉଦ୍ଧାରର ଏକ ସପ୍ତାହ ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି । ହତ୍ୟାକାଣ୍ଡ ଘଟାଆଇଥିବା ନାବାଳକ ସ୍ଵାମୀଙ୍କୁ ବଲାଣି ବସ୍ତି,
Read More...

ତୁରେକେଲାର ବିଭିନ୍ନ ଗ୍ରାମକୁ ବୁଲିଲା ଜଗନ୍ନାଥ ଅର୍ପଣ ରଥ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଅନେକ ଗ୍ରାମପଞ୍ଚାୟତ ଭ୍ରମଣ କରୁଥିବା ମହାପ୍ରଭୁଙ୍କ ରଥ ପରିକ୍ରମା ତଥା ଚାଉଳଶୁଖା ଗ୍ରାମ ପଂଚାୟତ ଅନ୍ତର୍ଗତ ବିଭିନ୍ନ ଗାଁ, ଚଟୁଅନକା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁ, ଧାମନଡଙ୍ଗା ଗ୍ରାମପଞ୍ଚାୟତ
Read More...

ମାଲକାନଗିରି ବିମାନ ବନ୍ଦର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ରୂପାନ୍ତର ପଥେ ମାଲକାନଗିରିଆକାଶପଥରେ ଯୋଡି ହେଲା ମାଲକାନଗିରି୨୩୩ ଏକର ପରିବ୍ୟାପ୍ତ ଅଞ୍ଚଳରେ ରନୱେ ନିର୍ମିତ, ୭୦ କୋଟି ଟଙ୍କା ଖର୍ଚ୍ଚମାଲକାନଗିରି ଜିଲ୍ଲାରେ ସପ୍ତଧାରା ନଦୀରେ ଗୋବିନ୍ଦପାଲି ସମନ୍ଵିତ ଜଳସେଚନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନଖର୍ଚ୍ଚ ହେବ ୪,୦୦୦ କୋଟି ଟଙ୍କା,
Read More...

ଟ୍ରାକ୍ଟର-ଅଟୋ ଧକ୍କା : ୧ ମୃତ, ୪ ଗୁରୁତର

ସମ୍ବଲପୁର : ଟ୍ରାକ୍ଟର-ଅଟୋ ଧକ୍କାରେ ଜଣକର ମୃତ୍ୟୁ ହୋଇଥିବା ବେଳେ, ୪ ଜଣ ଆହତ ହୋଇଛନ୍ତି । ଘଟଣା ଘଟିଛି ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ଗିରିପାଲି ଅଞ୍ଚଳରେ । ମୃତକ ଜଣକ ହେଲେ ତଳିମୁଣ୍ଡାର କୈଳାଶ । ଖବର ଅନୁଯାୟୀ, କୈଳାଶ ଓ ତାଙ୍କ ପରିବାର ପିକନିକରୁ ଏକ ଅଟୋ ଯୋଗେ ଫେରୁଥିବା
Read More...

ସ୍ୱର୍ଗତ ଲଲିତଙ୍କ ସ୍ମୃତିରେ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାର ବିଶିଷ୍ଟ ଶ୍ରମିକ ନେତା, ଗରିବ ଓ ଅବହେଳିତଙ୍କ ସ୍ୱର ସ୍ୱର୍ଗତ ଲଲିତ ନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ଥାନୀୟ ଶ୍ରମିକ ମଙ୍ଗଳ ଭବନରେ ଲଲିତ ପ୍ରେମୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱର୍ଗତ ନାୟକଙ୍କ ଫଟୋଚିତ୍ରରେ
Read More...

ମଠଖାଇ ମହୋତ୍ସବରେ ଦୁଲୁକୁଛି କୋଶଳ କଳା ମଣ୍ଡଳ ମଂଚ : ଆଜି ତୃତୀୟ ସଂଧ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଠଖାଇ ମହୋତ୍ସବରେ ଦୁଲୁକୁଛି କୋଶଳ କଳା ମଣ୍ଡଳ ମଂଚ । ଆଜି ତୃତୀୟ ସଂଧ୍ୟାରେ ପ୍ରଥମେ ବରପାଲି ଭାରତୀ ନୃତ୍ୟ କଳା ପରିଷଦର କଳାକାରମାନେ ଘୁଡ଼ୁକା ନୃତ୍ୟ ଏବଂ ନିଚୁଆପଡ଼ା ଉତ୍ତରସାହି ଛଉ ନୃତ୍ୟ ପ୍ରତିଷ୍ଠାନର କଳାକାରମାନେ ଛଉ ନୃତ୍ୟ ପରିବେଷଣ କରିଛନ୍ତି ।
Read More...

ମୁରିବାହାଲ ଆଦର୍ଶ ବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ଛୋଟରାୟ ମାରାଣ୍ଡିଙ୍କ ଅକାଳ ବିୟୋଗ

ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମହଲରେ ଶୋକର ଛାୟାବ୍ଲକ କ୍ରୀଡା ଶିକ୍ଷକ ସଂଘ ପକ୍ଷରୁ ଶୋକସଭା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଛୋଟରାୟ ମାରାଣ୍ଡି(୩୭)ଙ୍କ ସୋମବାର
Read More...

ପୋଲିସ ଘରେ ଚୋର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ପାଖ କାଲସାଏପାଲିରେ ଏକ ଅଭାବନୀୟ ଘଟଣା ଆଜି ଅପରାହ୍ନରେ ଦେଖିବାକୁ ମିଳିଛି । ତିନି ଜଣ ମୋବାଇଲ୍‌ ଚୋର ଜଣେ ପୋଲିସ କର୍ମଚାରୀଙ୍କ ଘର ଭିତରେ ରହିଥିବା ବେଳେ ଘର ବାହାରେ ଅଂଚଳବାସୀଙ୍କ ଖଚାଖଚ୍‌ ଭିଡ଼, ହୋ
Read More...

ମୁରିବାହାଲ ବ୍ଲକ ସଭାଗୃହରେ ୭୫ତମ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଭାଗୃହରେ ମଙ୍ଗଳବାର ଆଗାମୀ ଜାନୁୟାରୀ ୨୬ର ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଏସ୍‌ଏସ୍‌ଓ
Read More...