Monthly Archives

January 2024

ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରାକ୍ଟର

ଝାରସୁଗୁଡ଼ା : ଟ୍ରାକ୍ଟର ଧକ୍କାରେ ଓଲଟିଲା ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ରୋଗୀ । ଝାରସୁଗୁଡା ଜିଲ୍ଲା କଟାପାଲି ନିକଟରେ ଦୁର୍ଘଟଣା ଘଟିଛି । ଖବର ଅନୁଯାୟୀ, ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପଟରୁ ଆସୁଥିବା ଏକ ଆମ୍ବୁଲାନ୍ସ ସହ କଟାପାଲି ନିକଟରେ ଟ୍ରାକ୍ଟର ଧକ୍କା ଦେବାରୁ ଭାରସାମ୍ୟ
Read More...

ଢେଙ୍କିକୋଟରେ ଦନ୍ତା

ପାଟଣା : ଗତ ୩/୪ ଦିନ ହେଲା ଘଟଗାଁ ବନାଞ୍ଚଳ ସାନ ମସିଣାବିଲା ଜଙ୍ଗଲରେ ଡେରା ପକାଇଛି ଏକ ଦନ୍ତା ହାତୀ । ଗତ ସୋମବାର ସନ୍ଧ୍ୟାରେ ଲଙ୍ଗଳକଣ୍ଟି ହୋଇ ଢେଙ୍କିକୋଟ ଅଞ୍ଚଳକୁ ପଶି ଆସିବା ଫଳରେ ସାଧାରଣ ଲୋକେ ଭୟଭୀତ ହୋଇଯାଇଥିବା ବେଳେ ବାଣ ଫୁଟାଇ ହାତୀ ପଲକୁ ଘଉଡାଇବାକୁ ମଧ୍ୟ ଚେଷ୍ଟା କରିଥିଲେ
Read More...

ଭୂକମ୍ପରେ ଥରିଲା ଆଣ୍ଡାମାନ

ନୂଆଦିଲ୍ଲୀ : ଆଜି ସକାଳେ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ୪.୧ ରେ ଭୂକମ୍ପର ତୀବ୍ରତା ମାପ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଏହି ସୂଚନା ଦେଇଛି । ଏନ୍‌ସିଏସ୍‌ କହିଛି ଯେ, ସକାଳ ୭.୫୩ ରେ ଆଣ୍ଡାମାନ
Read More...

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଲା ହେଲା ଡୁଡୁକା ପଶୁ ଡାକ୍ତରଖାନାର ବନ୍ଦ କୋଠରୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ଡୁଡୁକାଠାରେ ଥିବା ଗୋଷ୍ଠୀ ପଶୁ ଡାକ୍ତରଖାନାର ୨ଟି କୋଠରୀକୁ ମାଜିଷ୍ଟ୍ରେଟ୍ ଓ ପୋଲିସର ଉପସ୍ଥିତିରେ ତାଲା ଭାଙ୍ଗି ଖୋଲା ଯାଇଛି । ସେହି କୋଠରୀ ଭିତରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ସଂପତ୍ତି ସହ ଲକ୍ଷାଧିକ ଟଙ୍କାର ଔଷଧ
Read More...

ଦିଲ୍ଲୀପ ରାୟଙ୍କ ଜନ୍ମଦିନ ଉପଲକ୍ଷେ ଦ୍ୱୀପ ପ୍ରଜ୍ଜ୍ୱଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ୭୧ତମ ଜନ୍ମଦିନ ଉପଲକ୍ଷେ ସହରର ବିଭିନ୍ନ ସ୍ଥାନରେ ଶୁଭମନାସୀ ଦ୍ୱୀପ ପ୍ରଜ୍ଜ୍ୱଳନ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସଚେତନ ନାଗରିକ ମଞ୍ଚ ତରଫରୁ ଉଦିତ ନଗର ସ୍ଥିତ ମା' ସିଂହାସିନୀ
Read More...

ଡେଲାଙ୍ଗ ବ୍ଲକସ୍ତରୀୟ କ୍ରୀଡା ଉତ୍ସବ ଉଦ୍‌ଯାପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ପଞ୍ଚାୟତ ସମିତି ପକ୍ଷରୁ ବିଶ୍ୱନାଥ ଦେବ ଉଚ୍ଚ ବିଦ୍ୟାପୀଠ, ଗଡ଼ ମୋଟରୀଠାରେ ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମର ବ୍ଲକସ୍ତରୀୟ କ୍ରୀଡା ଉତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । ବିଡ଼ିଓ କ୍ଷିତିଶ ବେହେରାଙ୍କ ସଭାପତିତ୍ୱରେ
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନିମନ୍ତେ ଗଞ୍ଜାମ ଜିଲ୍ଲାରେ ରଥ ପରିକ୍ରମା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀମନ୍ଦିର ତଥା ଜଗନ୍ନାଥଧାମ ହେଉଛି ପବିତ୍ର ଦେବଭୂମି ରୂପେ ପରିଚିତ । ଜଗନ୍ନାଥ ସଂସ୍କୃତି, ପାରମ୍ପରିକ ଲୀଳା, ଧାର୍ମିକପ୍ରଥା, ଭାଷା, ସାହିତ୍ୟ, ଲୋକପରମ୍ପରା ନୃତ୍ୟ ନାଟକ ମଧ୍ୟରେ ପର୍ଯ୍ୟବେଷିତ । ଜଗନ୍ନାଥ ସଂସ୍କୃତିର ମୌଳିକ ତତ୍ତ୍ଵ
Read More...

କଣାସରେ ହାତୀ ଆତଙ୍କ

କଣାସ : କଣାସରେ ହାତୀ ଆତଙ୍କ । ଖେତରେ ପଶି ଧାନ ଖାଇ ଫସଲ ନଷ୍ଟ କରୁଥିବା ଦେଖିବାକୁ ମିଳିଛି । ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳରୁ ବିଳମ୍ବିତ ରାତିରେ ନୂଆ ଜଗନ୍ନାଥ ସଡ଼କ ପାରି ହୋଇ ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ପଶି ଅମଳ ଧାନ ନଷ୍ଟ କରିଥିବା ଜଣାଯାଇଛି । ଏବେ କଣାସ ମୁହାଁ ଜଙ୍ଗଲୀ ହାତୀ ପଲ
Read More...

ଗଞ୍ଜମ ଜିଲ୍ଲାସ୍ତରୀୟ ଏକଦିବସୀୟ ଲୋକକଳା କର୍ମଶାଳା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଲୋକକଳା ମଧ୍ୟମରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ ସମ୍ପର୍କରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଏକଦିବସୀୟ କର୍ମଶାଳା ଜିଲ୍ଲା ସଂସ୍କୃତି ଭବନ ଛତ୍ରପୁରଠାରେ ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ
Read More...

ଅଯୋଧ୍ୟାରେ ରାମ ମନ୍ଦିର ପତିଷ୍ଠା ଉପଲକ୍ଷେ ନିମନ୍ତ୍ରଣ ପତ୍ର ବଣ୍ଟନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଅଯୋଧ୍ୟାରେ ଚଳିତ ମାସ ୨୨ ତାରିଖରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପତିଷ୍ଠା ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପଞ୍ଚାୟତର ଏକ ସଂକୀର୍ତ୍ତନ ଦଳ ପ୍ରତ୍ୟେକ ଗ୍ରାମ ପରିକ୍ରମା କରିଥିଲେ । ପରେ ଜଗନ୍ନାଥ ମନ୍ଦିରରୁ ଏକ ସଂକୀର୍ତ୍ତନ ଦଳ କଳସ
Read More...