ଜାତୀୟ ଯୁବ ଦିବସ ଉପଲକ୍ଷେ କମ୍ବଳ ବଣ୍ଟନ
ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍ ଇଣ୍ଡିଆ ତରଫରୁ ଜାତୀୟ ଯୁବ ଦିବସ ପାଳନ ଅବସରରେ ସେକ୍ଟର ୨୧ ନୟାବଜାର ସ୍ଥିତ ରାଧାକୃଷ୍ଣ (କୁଷ୍ଠରୋଗ) କଲୋନୀଠାରେ ଏକ ଆଲୋଚନାଚକ୍ର ଓ ଅନ୍ତେବାସୀଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର!-->…
Read More...
Read More...