Monthly Archives

January 2024

ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ନାଗରିକ କମିଟି ବୈଠକ ସଭାପତି ଯୁଧିଷ୍ଠିିର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମାଲପଡା ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବିଶେଷତଃ ପଡାର ରାସ୍ତା ଗୁଡ଼ିକ ଭାଙ୍ଗିଯାଇ ଖାଲଖମାରେ ପରିଣତ ହୋଇ ଲୋକେ ଅନେକ ସମୟରେ
Read More...

ସାଂପ୍ରତିକ ସ୍ଥିତିରେ ଗୋଧନ ସୁରକ୍ଷା, ସେବା, ଯତ୍ନ ଓ ନବ୍ୟ ମାନବବାଦ ଉପରେ ଆଲୋଚନା ଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଜିଲ୍ଲା ଯାଦବ ଭବନ ବଲାଙ୍ଗିରଠାରେ ଅପରାହ୍ନ ୩ଟା ସମୟରେ ୟାଫ୍‌ (ୟୁଥ ଏକଟିଭିଷ୍ଟ ଫୋରମ) ଦ୍ୱାରା ପରଚାଳିତ ଶ୍ରୀ ସୁରଭି ଗୋ ସେବା ଧାମର ଉନ୍ନତି ନିମନ୍ତେ ଏକ ଆଲୋଚନା ଚକ୍ରରେ ତ୍ରିଲୋଚନ ମେହେରଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା
Read More...

ଆଜି ପବିତ୍ର ମକର ସଂକ୍ରାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ମକର ସଂକ୍ରାନ୍ତି । ବଡ଼ ଉତ୍ସାହ ଉଦ୍ଦୀପନାର ସହ ସମସ୍ତେ ମନ୍ଦିରରେ ଭଗବାନଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ମନ୍ଦିର ମାନଙ୍କରେ ଆଜି ମକର ଚାଉଳ ଖୁଆକୋଇ ହୋଇ ମିତ ବସୁଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଏହି ମକର
Read More...

ବିକେଏମ୍‌ପି ତରଫରୁ ଫୁଟବଲ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ଅର୍ଜୁନପୁର ଗ୍ରାମ ହାଇସ୍କୁଲ ପଡିଆରେ ବିକେଏମ୍‌ପି ତରଫରୁ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛ । ଗତ ୧୦ ତାରିଖରୁ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଚତୁର୍ଥ ଦିବସରେ ପହଞ୍ଚିଛି । ଆଜି ଅନୁଷ୍ଠିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ
Read More...

ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଚଲକି ଦଳକୁ ପରାସ୍ତ କରି ନୂଆପଡା ଦଳ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଳଧା ପଞ୍ଚାୟତ ସିନ୍ଧିଭାଡ଼ି ଗାଁର କୁମ୍ଭୀ ପଟୁଆ ଡୁଙ୍ଗରି ଖେଳପଡିଆଠାରେ ଚାଲିଥିବା ମା' ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ପଞ୍ଚମ ଦିବସରେ ପହଞ୍ଚିଛି । ପଞ୍ଚମ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟ
Read More...

ନାରେନ ଗ୍ରାମରେ ଚାଲିଥିବା ଆନ୍ତଃଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଜିତିଲା ବଡଗମଡ଼ା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ନାରେନ ଗ୍ରାମରେ ୨୦ତମ ସ୍ଵାମୀ ବିବେକାନନ୍ଦ ଫୁଟବଲ ଟୁର୍ଣ୍ଣ।ମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଗତ ୧୧ ଦିନ ଧରି ଏହି ଆନ୍ତଃଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ
Read More...

ଟିଟିଲାଗଡ଼ ସାହିତ୍ୟ ସଂସ୍କୃତି ପକ୍ଷରୁ ଫକିର ମୋହନ ଜୟନ୍ତୀ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସାରସ୍ଵତ ଚେତନାର ବାର୍ତ୍ତାବହ ସାହିତ୍ୟ ସଂସ୍କୃତି ଟିଟିଲାଗଡ଼ ପକ୍ଷରୁ ସଭାପତି ଜ୍ୟୋତି ପ୍ରକାଶ ଗଡତିୟାଙ୍କ ସଭାପତିତ୍ୱରେ ସ୍ଥାନୀୟ ପ୍ରଭାବତୀ ପବ୍ଲିକ ସ୍କୁଲ ଜୁନିଅର ୱିଂଗ୍‌ଠାରେ ଫକିର ମୋହନ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି
Read More...

ବଲାଙ୍ଗିର ଖୁଜେନ୍‌ପାଲି ପାଖ ରେଳ ଧାରଣାରୁ ଜିଲ୍ଲା ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀଙ୍କ ମୃତଦେହ ଠାବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଖୁଜେନ୍‌ପାଲି ପାଖ ରେଳ ଧାରଣାରୁ ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଥିବା ଜଣାପଡିଛି । ତେବେ ବ୍ୟକ୍ତି ଜଣକ ବଲାଙ୍ଗିର ଜିଲ୍ଲା ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀ ବୋଲି କୁହାଯାଉଛି । ଘଟଣାସ୍ଥଳରେ ଜିଆର୍‌ପି ପୋଲିସ ପହଞ୍ଚି ଶବ ଜବତ
Read More...

ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ କଟକ ଓ ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ବଲାଙ୍ଗିରର ମିଳିତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଲେଜ ଛକ୍ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସଭାଗୃହରେ ୧୪ ତାରିଖ ଅପରାହ୍ନରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ, କଟକ ଓ ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ କବିତା ପାଠ ଓ ସମ୍ବର୍ଦ୍ଧନା ସଭା
Read More...

ଭାରତୀୟ ସେନା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ବର୍ଷ ଜାନୁୟାରୀ ୧୫ରେ ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ପାଳନ କରାଯାଉଥିବା ଭାରତୀୟ ସେନା ଦିବସ ୧୯୪୯ ମସିହାରେ ଦାୟିତ୍ୱ ଗ୍ରହଣ କରିଥିବା ଭାରତୀୟ ସେନାର ପ୍ରଥମ ସେନାଧ୍ୟକ୍ଷ ଫିଲ୍ଡ ମାର୍ଶଲ କୋଡାଣ୍ଡେରା ଏମ୍‌ କାରିଆପ୍ପାଙ୍କ ୭୬ତମ ବାର୍ଷିକୀ
Read More...