Monthly Archives

January 2024

କଳିଙ୍ଗ କଳା ପରିଷଦ ଆୟୋଜିତ ୧୬ତମ ଆନ୍ତଃ ବିଦ୍ୟାଳୟ ବହୁଭାଷୀ ଲଘୁ ନାଟକ ମହୋତ୍ସବ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : କଳିଙ୍ଗ କଳା ପରିଷଦ ଆନୁକୂଲ୍ୟରେ ୧୬ତମ ବହୁଭାଷୀ ଲଘୁ ନାଟକ ମହୋତ୍ସବ ସ୍ଥାନୀୟ ସିଭିକ ସେଣ୍ଟରଠାରେ ଉଦ୍‌ଘାଟିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ତଥା ଆର୍‌ଏସ୍‌ପିର ପ୍ରକଳ୍ପ ନିର୍ବାହୀ ନିର୍ଦ୍ଦେଶକ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତା ଓ ଲୋକ ସଂପର୍କ
Read More...

କଂଗ୍ରେସ ଦଳରେ ମିଶିଲେ ବିଜେଡି ସଂଖ୍ୟାଲଘୁ ସଭାପତି ଅସରଫ୍‌ ଅଲ୍ଲି ଖାନ

ନରସିଂହଙ୍କ ନେତୃତ୍ୱ ଓ କଂଗ୍ରେସ ଦଳ ଆଦର୍ଶରେ ଅନୁପ୍ରାଣିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ସ୍ଥାନୀୟ ସାଲେପାଲିଠାରେ ନଗର କଂଗ୍ରେସ ସଭାପତି ବୁଲୁ ଦାନିଙ୍କ ସଭାପତିତ୍ୱରେ ଏକ ବନ୍ଧୁମିଳନ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମିଶ୍ରଣ ପର୍ବରେ
Read More...

୨୮ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ୍‌ର ଆଜି ତୃତୀୟ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ଖେଳ ପଡିଆ ଠାରେ ବୋରାସମ୍ବର ସ୍ପୋଟିଙ୍ଗ ଦ୍ୱାରା ଆୟୋଜିତ ୨୮ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ୍‌ର ଆଜି ତୃତୀୟ ଦିବସରେ ୟୁନିୟନ ସ୍ପୋଟିଂ କଟକ ଓ ଏମ୍‌ଏମ୍‌ସିସି ସମ୍ବଲପୁର ମଧ୍ୟରେ ମ୍ୟାଚ ଅନୁଷ୍ଠିତ
Read More...

ସରକାରୀ ପ୍ରାଥମିକ ବିଦ୍ୟାଳୟ ଭୁତିଆରବାହାଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ପ୍ରାଥମିକ ବିଦ୍ୟାଳୟ ଭୁତିଆରବାହାଲର ବାର୍ଷିକ ଉତ୍ସବ ରାଜେନ୍ଦ୍ର କୁମାର ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଭାରତୀ ସାହୁ ବିବରଣୀ ପଠନ କରିଥିଲେ । ମୁଖ୍ୟ ଅତିଥି ଭାବେ
Read More...

କୁଶଙ୍ଗରେ ମକର ଉତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମା’ ଉଗ୍ରତାରା ସାଂସ୍କୃତିକ କଳାକାର ସଂଘ, କୁଶଙ୍ଗ ଆନୁକୂଲ୍ୟରେ ମକର ମିଳନ ଉତ୍ସବ ସ୍ଥାନୀୟ କୁଶଙ୍ଗାଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଶତାଧିକ କଳାକାର ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ଲୋକକଳା, ଲୋକବାଦ୍ୟ,
Read More...

ପୁଣି ଚମକିଲେ ବଲାଙ୍ଗିରର କୁନି ବ୍ୟାଡମିଣ୍ଟନ ଖେଳାଳି

ରାଜ୍ୟ ରେକିଂ ପ୍ରତିଯୋଗିତାରେ ୯ ବର୍ଷରେ ସମର୍ଥ ଓ ୧୧ ବର୍ଷରେ ଗୌତମ ରାଜ୍ୟ ଚମ୍ପିୟାନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ୟନେକ୍ସ ସନ୍‌ରାଇଜ ଓଏସ୍‌ବିଏ ରାଜ୍ୟ ରେକିଂ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ୯ ବର୍ଷ ଓ ୧୧ ବର୍ଷ ବୟସ ବର୍ଗରେ ଜିଲ୍ଲା ବ୍ୟାଡମିଣ୍ଟନ ସଂଘରୁ ପ୍ରତିନିଧିତ୍ୱ କରିଥିବା
Read More...

ଆୟୁର୍ବେଦିକ କଲେଜ ଓ ହସପିଟାଲର ବାର୍ଷିକ ଉତ୍ସବରେ ନରସିଂହ

କଲେଜକୁ କବିରାଜ ଚତୁର୍ଭୁଜ ରାଏଗୁରୁଙ୍କ ନାମରେ ନାମିତ କରାଯାଉ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁରାଣ କାଳରୁ ଆୟୁର୍ବେଦ ପ୍ରତି ଲୋକଙ୍କ ବହୁତ ଆସ୍ଥା ଓ ବିଶ୍ୱାସ ଅଛ । ଦେଶରେ ଚିକିତ୍ସା କ୍ଷେତ୍ରରେ ଆଧୁନିକ ବୈଷୟିକ କୌଶଳ ଉପଯୋଗ ହେବା ପୂର୍ବରୁ କବିରାଜମାନେ ହିଁ ବିଶେଷ
Read More...

ଓଡିଶା ଖଣି ନିଗମରେ ଡେପୁଟି ମ୍ୟାନେଜର ଭାବେ ଯୋଗ ଦେଲେ ସାର୍ଥକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ପୁରାତନ ଛାତ୍ର ସାର୍ଥକ ନିକଟରେ ଓଡିଶା ଖଣି ନିଗମରେ ପର୍ସୋନେଲ ଏବଂ ଆଡମିନିଷ୍ଟ୍ରେସନ୍‌ ବିଭାଗରେ ଡେପୁଟି ମ୍ୟାନେଜର (ଉପ-ପରିଚାଳକ) ଭାବେ ଯୋଗ ଦେଇଛନ୍ତି । ସଂପ୍ରତି ସେ ରାୟଗଡା ସ୍ଥିତ ଦକ୍ଷିଣାଞ୍ଚଳ ରିଜିଓନାଲ ଅଫିସରେ ଅବସ୍ଥାପିତ
Read More...

ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ନୂଆପଡାକୁ ୩-୧ ଗୋଲରେ ହରାଇ ଫାଇନାଲରେ ଜାମଖୁଣ୍ଟା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଳଧା ପଞ୍ଚାୟତ ସିନ୍ଧିଭାଡ଼ି ଗାଁର କୁମ୍ଭୀ ପଟୁଆ ଡୁଙ୍ଗରି ଖେଳପଡିଆଠାରେ ଚାଲିଥିବା ମା' ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଷଷ୍ଠ ଦିବସରେ ପହଞ୍ଚିଛି । ଷଷ୍ଠ ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ
Read More...

ବଲାଙ୍ଗିର ଗାୟତ୍ରୀ ଶକ୍ତିପୀଠର ବାର୍ଷିକ ଉତ୍ସବ ଉପଲକ୍ଷେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ବଲାଙ୍ଗିର ଗୋପାଳଜୀ ମନ୍ଦିର ପରିସରରେ ଥିବା ଗାୟତ୍ରୀ ଶକ୍ତିପୀଠର ବାର୍ଷିକ ଉତ୍ସବ ଉପଲକ୍ଷେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ଗୁପ୍ତା ଏବଂ
Read More...