ପାରାଦୀପଠାରେ ଗଜପତି ଜିଲ୍ଲାରୁ ପ୍ରକାଶ ପାଉଥିବା ଉପାନ୍ତ ଖବର ପାକ୍ଷିକ ପତ୍ରିକାର ତୃତୀୟ ବାର୍ଷିକ ଉତ୍ସବ
ଗଜପତି, (କେପିଏନ୍ଏସ୍) : ଗଜପତି ଜିଲ୍ଲା ମୋହନାଠାରେ ପ୍ରକାଶ ପାଉଥିବା ଉପାନ୍ତ ଖବର ପାକ୍ଷିକ ପତ୍ରିକାର ତୃତୀୟ ବାର୍ଷିକ ଉତ୍ସବ ବୁଧବାର ପାରାଦୀପ ପୋର୍ଟ କ୍ଲବଠାରେ ଆଡମ୍ବର ସହ ଅନୁଷ୍ଠିତ ହୋଇଯାଇଛ । ଏହି ବାର୍ଷିକ ଉତ୍ସବରେ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକମାନଙ୍କ!-->…
Read More...
Read More...