Monthly Archives

January 2024

ହୀରାକୁଦ ଜଳଭଣ୍ଡାରକୁ ବିଦେଶୀ ପକ୍ଷୀଙ୍କ ଆଗମନ

ବ୍ରଜରାଜନଗର : ହୀରାକୁଦ ଜଳଭଣ୍ଡାରକୁ ବିଦେଶୀ ପକ୍ଷୀଙ୍କ ଆଗମନ ବଢ଼ିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ୮ତାରିଖ ଦିନ ଜଳଭଣ୍ଡାରରେ ପକ୍ଷୀ ଗଣନା କରାଯିବ । ଏହି କାର୍ଯ୍ୟ ସକାଳ ୫ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । ବ୍ରଜରାଜନଗରର ହୀରାକୁଦ ଜଳଭଣ୍ଡାର ପାର୍ଶ୍ଵକୁ ଲାଗିଥିବା
Read More...

ରାଜ୍ୟସ୍ତରୀୟ ଲୁଇବ୍ରେଲ ଜୟନ୍ତୀ ତଥା ବିଶ୍ୱ ବ୍ରେଲ୍ ଦିବସରେ ବ୍ରହ୍ମପୁର ବ୍ରେଲ୍ ପ୍ରେସ ମ୍ୟାନେଜର ପ୍ରକାଶ ରଥ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୃଷ୍ଟିହୀନମାନଙ୍କ ପାଇଁ ବ୍ରେଲ ଲିପିର ଉଦ୍ଭାବକ ମହାତ୍ମା ଲୁଇବ୍ରେଲଙ୍କ ୧୧୫ତମ ଜୟନ୍ତୀ ତଥା ବିଶ୍ୱ ବ୍ରେଲ ଦିବସ ଅବସରରେ ଗୁରୁବାର ସ୍ଥାନୀୟ ପଞ୍ଚାୟତିରାଜ ତାଲିମ ଭବନଠାରେ ଆୟୋଜିତ ସମାବେଶରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଶାସନ
Read More...

ବିଜେପି ପକ୍ଷରୁ ଆଜି ନୂଆପଡ଼ା ଜିଲ୍ଲା ବନ୍ଦ ଡାକରା

ନୂଆପଡ଼ା : ନୂଆପଡ଼ା ଜିଲ୍ଲାର ଚାଷୀ ସମସ୍ୟା ତଥା ଧାନକିଣା ଦୁର୍ନୀତିର ସିବିଆଇ ତଦନ୍ତ ଦାବିରେ ଆଜି ନୂଆପଡ଼ା ବିଜେପି ପକ୍ଷରୁ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଜିଲ୍ଲା ୫ଟି ବ୍ଳକ ଓ ୩ଟି ଏନ୍‌ଏସି ସଂପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଉଛି । ନୂଆପଡ଼ାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ
Read More...

ଜାତୀୟ ପକ୍ଷୀ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : "ଜାତୀୟ ପକ୍ଷୀ ଦିବସ" ହେଉଛି ଏକ ବିଶେଷ ଦିବସ ଯାହା କାନାଡା, ଯୁକ୍ତରାଷ୍ଟ୍ର ଏବଂ ଅନ୍ୟାନ୍ୟ ଦେଶରେ ପ୍ରତି ବର୍ଷ ଜାନୁଆରୀ ୫ରେ ଅନୁଷ୍ଠିତ ହୋଇଥାଏ । ଆମର ଏହି ପକ୍ଷୀ ବନ୍ଧୁମାନଙ୍କୁ ସମ୍ମାନ ଏବଂ ପ୍ରଶଂସା କରିବା ହେଉଛି ଆଜି ଏହି ଦିବସର
Read More...

ସହୀଦ ହେମନ୍ତ ନାଏକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ବ୍ଲକ ରିନ୍‌ବଚନ ଗ୍ରାମର ଖେଳ ପଡିଆରେ ଚାଲିଥିବା ସହୀଦ ହେମନ୍ତ ନାଏକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ତିନିଦିନ ଧରି ଚାଲିଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ବୁଢ଼ାରଜା କ୍ରିକେଟ
Read More...

ଗଞ୍ଜାମ ବ୍ଲକସ୍ତରୀୟ ତାଲିମ ମେଳା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ବ୍ଲକସ୍ତରୀୟ ଶିକ୍ଷା ଓ ତାଲିମ ନିମନ୍ତେ ପରାମର୍ଶ ମେଳା ଭାରତୀ ବିଦ୍ୟାପୀଠ ସଭାଗୃହରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ବର୍ତ୍ତମାନ
Read More...

ସଡ଼କ ସୁରକ୍ଷା ସପ୍ତାହ : ଜୀବନ ବଞ୍ଚିବା କୌଶଳ ଶିଖାଇଲା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଞ୍ଚଳିକ ପରିବହନ ପ୍ରାଧିକରଣ ସୁବର୍ଣ୍ଣପୁରଙ୍କ ଆନୁକୁଲ୍ୟରେ ଏବଂ ଜୁନିଅର ରେଡକ୍ରସ ଯୁନିଟର ସହଯୋଗ କ୍ରମେ ସୁବର୍ଣ୍ଣପୁର ବସଷ୍ଟାଣ୍ଡଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଜୀବନ ବଞ୍ଚିବା କୌଶଳ ତଥା ରକ୍ଷକ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

୮ଦଫା ଦାବୀରେ ତହସିଲଦାରଙ୍କୁ ଛାତ୍ର ସଂଘ ଦେଲା ଦାବୀପତ୍ର

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରର ବିଭିନ୍ନ ସମସ୍ୟାର ସମାଧାନ ଦାବୀ କରି ସ୍ଥାନୀୟ ଛାତ୍ର ସଂଘ ଗୁରୁବାର ଦିନ ତହସିଲଦାରଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀପତ୍ରଟି ଜିଲ୍ଲାପାଳ ବଲାଙ୍ଗିରଙ୍କ ଉଦ୍ଦେଶ୍ୟରେ ଭାରାପ୍ରାପ୍ତ ତହସିଲଦାର ଖାଦାଲ
Read More...

କ୍ୟାସ୍‌ ପ୍ରାଇଜ୍‌ ଦେବାକୁ କହି ଠକିଦେଲା ଦୁବୃର୍ତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଏକ ସାଇବର୍‌ କ୍ରାଇମ୍‌ ସାମ୍ନାକୁ ଆସିଥିବା ବେଳେ ଠକେଇର ଶିକାର ହୋଇଥିବା ପୀଡ଼ିତା ବଲାଙ୍ଗିର ଟାଉନ୍‌ ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ସହର ଚିମିନିଭାଟିପଡାର ସନ୍ଧ୍ୟା ପାତ୍ରଙ୍କ ଠାରୁ ଏଭଳି ଭାବରେ ଠକେଇ
Read More...

ବଡଉଡ଼ାରରେ ନିଜ ଜନ୍ମ ଦିନରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନାରାୟଣ ଲୁହାଙ୍କ ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ୪ହଜାର…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଟୁପାଉଡ଼ାର ପଞ୍ଚାୟତ ବଡଉଡ଼ାର ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ଲୁହା ଆଜି ଗୁରୁବାର ନିଜର ତେଷଠିତମ‌ ଜନ୍ମଦିବସ ଏକ ନିଆରା ଢଙ୍ଗରେ ପାଳନ କରିଥିବା ଦେଖିବାକୁ ମିଳିଛି । ସେ ଜନ୍ମ ଦିନକୁ ନିଜ ଗାଁ
Read More...