ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍ରେ ଡାକ୍ତରଙ୍କ ଅବହେଳା ଅଭିଯୋଗ, ଯୁବକ ମୃତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୋମବାର ରାତିରେ ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍ରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ବଲାଙ୍ଗିର ସହର ଡୁଙ୍ଗୁରିପଡ଼ାର ନିକୁ ବାରିକ(୩୦)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣହାନୀ ଘଟିଥିବା ବେଳେ ଡାକ୍ତରଙ୍କ ଅବହେଳା ମୁଖ୍ୟ କାରଣ ବୋଲି!-->…
Read More...
Read More...