Daily Archives

ଆଇଆର୍‌ଇଏଲ୍ ପକ୍ଷରୁ ଭ୍ରାମ୍ୟମାଣ ମାଗଣା ସ୍ୱାସ୍ଥ୍ୟ ସେବାଶିବିର ଆୟୋଜିତ

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ଆଇଆର୍‌ଏଏଲ୍ (ଇଣ୍ଡିଆ) ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଭ୍ରାମ୍ୟମାଣ ମାଗଣା ସ୍ୱାସ୍ଥ୍ୟ ସେବାଶିବିର ଆୟୋଜିତ ହୋଇଯାଇଛି । ଗତ ଶନିବାର ପୋଡାପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ କୁମାରବେଗପଲ୍ଲୀ ଗ୍ରାମରେ ଆୟୋଜିତ ଏହି ସ୍ୱାସ୍ଥ୍ୟ
Read More...

ଆନ୍ତର୍ଜାତୀୟ ଚା’ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡିସେମ୍ବର ୧୫, ୨୦୨୩: ଆନ୍ତର୍ଜାତୀୟ ଚା' ଦିବସ । "ଆନ୍ତର୍ଜାତୀୟ ଚା' ଦିବସ" ମୁଖ୍ୟତ ଚା' ବାଣିଜ୍ୟର କୃଷକ ଏବଂ ଶ୍ରମିକଙ୍କ ଉପରେ କି ପ୍ରଭାବ ପକାଉଛି ତାହା ଉପରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରେ କିନ୍ତୁ ଚା’ ପ୍ରେମୀମାନେ ଏହାକୁ ସାରା
Read More...

ଗଞ୍ଜାମରେ ଆୟାପ୍ପା ସ୍ୱାମୀଙ୍କ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମରେ ୪ର୍ଥତମ ଆୟାପ୍ପା ସ୍ୱାମୀଙ୍କ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୬୦ଜଣ ଆୟାପ୍ପା ସ୍ୱାମୀମାନେ ଯୋଗଦେଇ ଆୟାପ୍ପାଙ୍କ ପ୍ରତିମୂର୍ତ୍ତୀ
Read More...

ଅଲିଭ୍‌ ରିଡ୍‌ଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ଋଷୁକୂଲ୍ୟା ମୁହାଁଣରେ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ନିକଟରେ ବହିଯାଇଥିବା ପୁଣ୍ୟାତୟ ଋଷିକୁଲ୍ୟା ଓ ବଙ୍ଗପ ସାଗର ମିଳନ ବା ଋଷୁକୂଲ୍ୟା ମୁହାଁଣରେ ବିରଳ ପ୍ରଜାତି ସାମୁଦ୍ରିକ କଇଁଚ ଅଲିଭ୍‌ ରିଡ୍‌ଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି । ସମୁଦ୍ରରର ନୀଳ ଜଳ ରାଶି ମଧ୍ୟରେ ଯୋଡି
Read More...

ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ରେଳ ପ୍ରକଳ୍ପର ଭୂମି ପୂଜନ : ଶିଳାନ୍ୟାସ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ…

ନୂଆଦିଲ୍ଲୀ : କେନ୍ଦ୍ରରେ ନରେନ୍ଦ୍ର ମୋଦି ଶାସନ ସମୟରେ ବିଶେଷ କରି ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ଦାୟିତ୍ୱ ନେବା ପରଠାରୁ ସୁନ୍ଦରଗଡ ଜିଲ୍ଲାରେ ରେଳ ପଥର ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ଆସୁଛନ୍ତି । ଏହି କ୍ରମରେ ନୂଆଦିଲ୍ଲୀଠାରେ ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା
Read More...