Daily Archives

ପାରଳାଖେମୁଣ୍ଡି ସହରରୁ ମାନସିକ ଦୁର୍ବଳ ବୃଦ୍ଧ ନିଖୋଜ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସହରରୁ ଜଣେ ମାନସିକ ଦୁର୍ବଳ ବୃଦ୍ଧ ବ୍ୟକ୍ତି ନିଖୋଜ ହୋଇଥିବା ଖବର ମିଳିଛି । ବୃଦ୍ଧବ୍ୟକ୍ତି ହେଉଛନ୍ତି, ଜୟରାମ ପ୍ରଧାନ (୭୦) ସେ ଜଣେ ପାରାଦୀପ ପୋର୍ଟର ଅବସରପ୍ରାପ୍ତ କର୍ମଚାରୀ ଅଟନ୍ତି । ତାଙ୍କର
Read More...

ବ୍ରହ୍ମପୁର “ସତ୍ୟାର୍ଥ ହେଲଥ୍‌ ଏଣ୍ଡ ୱେଲ୍‌ନେସ୍‌ ଫାଉଣ୍ଡେସନ୍‌” ତରଫରୁ ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳନ ଅବସରରେ ବ୍ରହ୍ମପୁର "ସତ୍ୟାର୍ଥ ହେଲଥ୍‌ ଏଣ୍ଡ ୱେଲ୍‌ନେସ୍‌ ଫାଉଣ୍ଡେସନ୍‌" ସଂସ୍ଥା ତରଫରୁ ସ୍ଥାନୀୟ ଡ଼ାଇମଣ୍ଡ ଜୁବୁଲି ଟାଉନ୍ ହଲଠାରେ ଆୟୋଜିତ "ସତ୍ୟାର୍ଥ ଏଜ କେୟାର ହୋମ୍" କାର୍ଯ୍ୟକ୍ରମରେ ମାନ୍ୟବର ବ୍ରହ୍ମପୁର
Read More...

ପୁରୁଣା ବ୍ରହ୍ମପୁରର ମା’ମଙ୍ଗଳା ଓଷାକୋଠି ସ୍ମୃତି ପରିଷଦର କୋଠିଶାଳ ଯାତ୍ରା ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗରର ପୁରୁଣା ବ୍ରହ୍ମପୁର, ଖାସ୍ପା ସାହି ନୃସିଂହ ମନ୍ଦିର ଛକ ନିକଟରେ ଶ୍ରୀ ଶ୍ରୀ ମା'ମଙ୍ଗଳା ଓଷାକୋଠି ସ୍ମୃତି ପରିଷଦ ତରଫରୁ ଆୟୋଜିତ କୋଠିଶାଳ ଯାତ୍ରା ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମାନ୍ୟବର ବ୍ରହ୍ମପୁର
Read More...