Daily Archives

ବାଇକ୍‌ରୁ ପଡ଼ି ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାହାଘରୁ ଫେରିବା ବେଳେ ବାଇକ୍‌ରୁ ପଡ଼ି ଜଣେ ମହିଳା ଗୁରୁତର ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ୍‌ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ଅନ୍ତର୍ଗତ ଶୁଖା ଗାଁରୁ
Read More...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା : ଜଣେ ଗୁରୁତର

ବାଲାଙ୍ଗିର, (କେପିଏନ୍‌ଏସ୍‌) : ଚୂଡ଼ାପାଲି ବ୍ରିଜ୍‌ ପାଖରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା । ଜଣେ ବାଇକ୍‌ ଚାଳକ ଗୁରୁତର ହୋଇ ପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍‌ ଅନ୍ତର୍ଗତ ସିନ୍ଧିଯୋର୍‌ ଗାଁର ମଧୁସୂଦନ ବାଗ(୨୧) ବାଇକ୍‌ ଯୋଗେ କୌଣସି କାମରେ
Read More...

ଗାଡିରେ ଗୁଟ୍‌ଖା ଖାଇବା ପଡିଲା ମହଙ୍ଗା

ବାରଙ୍ଗ : ରସୁଲଗଡ଼ରୁ କଟକ ଆଡକୁ ଯାଉଥିଲା ଏକ ଟାଟା ନେକ୍ସନ କାର୍‌ । ଏହି ସମୟରେ ଗାଡି ଚାଳକ ଗୁଟ୍‌ଖା ଖାଇବାକୁ ଚେଷ୍ଟା କରିଥିଲେ । ହେଲେ ଗୁଟ୍‌ଖା ଖାଇବା ପଡିଛି ମହଙ୍ଗା । କାର୍‌ ଚାଳକ ଭାରସାମ୍ୟ ହରାଇ ପଳାସୁଣି ଛକରେ ଛିଡା ହୋଇଥିବା ଏକ ଓ୍ୱାଗନର କାର୍‌କୁ ଧକ୍କା ଦେଇଥିଲା ।
Read More...

ଆଜି ପ୍ରଥମାଷ୍ଟମୀ : ଶ୍ରୀମନ୍ଦିରରେ ପଢ଼ୁଆଁ ହେବେ ବଳଭଦ୍ର

ଭୁବନେଶ୍ୱର/ପୁରୀ : ଆଜି ମାର୍ଗଶିର ମାସର ପ୍ରଥମ ଅଷ୍ଟମୀ ବା ପ୍ରଥମାଷ୍ଟମୀ । ଆଜି ଦିନରେ ପରିବାରର ଜ୍ୟେଷ୍ଠ ସନ୍ତାନ ନୂତନ ବସ୍ତ୍ର ପରିଧାନ କରି ପୋଢୁଆଁ ହେବା ପରମ୍ପରା ରହିଛି । ଏହି ପର୍ବ ମାମୁଁଘର ସହ ଜଡିତ । ଭଣଜା ଭାଣିଜୀଙ୍କୁ ପୋଢୁଆଁ କରିବା ଲାଗି ମାମୁଁ ନୂଆ ପୋଷାକ, ପିଠା, ଫଳ ସହ
Read More...

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ପାଳିତ

ଜୟପାଟଣା, (ଶେଷ ଦେବ ବେହେରା) : ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ସ୍ଥାନୀୟ ହାତୀଶାଳ ପଡିଆଠାରେ ସମ୍ପନ୍ନ ହୋଇଯାଇଛି । ଏହି କ୍ରୀଡା ଉତ୍ସବରେ ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଉଦ୍‌ଘାଟନୀ
Read More...

ବସ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଲମପୁର ଜୁନାଗଡ଼ ପୂର୍ତ୍ତ ବିଭାଗ ରାସ୍ତାର ଚିଲକପୁର ପେଟ୍ରୋଲ ପମ୍ପ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଫଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ କଲମପୁର ଥାନା ଅନ୍ତର୍ଗତ ତୋତ୍ରା ଗୁଡା ଗ୍ରାମର ଜଗନ୍ନାଥ ନାଏକ ଏବଂ
Read More...

ଖପ୍ରାଖୋଲ ମଣ୍ଡିରୁ ୧୬୧ କ୍ୱିଣ୍ଟାଲ ଧାନ ଉଠିଲା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଖପ୍ରାଖୋଲସ୍ଥିତ କୃଷି ସମବାୟ ସମିତିରେ ଆଜି ଚାଷୀଙ୍କ ଧାନ ଉଠିବା ଆରମ୍ଭ ହୋଇଥିବା ଜଣା ପଡିଛି । ସୋମବାର ୩ ଜଣ ଚାଷୀଙ୍କ ୩୭୭ ପ୍ୟାକେଟ ଧାନ କିଣାଯାଇଛି । ଯେଉଁ ଚାଷୀମାନଙ୍କ ଧାନ ଅମଳ ହୋଇ ବେଶୀ ପରିମାଣରେ ଅଛି
Read More...

ମୁରିବାହାଲ ଫୁଟ୍‌ବଲ୍‌, କ୍ରିକେଟ୍‌ ଖେଳ, ଯାନୀଯାତ୍ରାରେ ବେଧଡ଼କ୍‌ ଚାଲିଛି ଘୁଡୁଘୁଡୁ ପଟ୍ଟି, ସଟା, ମଦ ଓ ନିଶା…

ବୟାଉଦର ଗାଁରେ ଚାଲିଥିବା ଅପେରାରେ ଘୁଡୁଘୁଡୁ ପଟ୍ଟି ଖେଳ ଅଭିଯୋଗ ପୁଲିସ୍‌, ପ୍ରଶାସନ ଜାଣି ଅଜଣା ନା ଅଣଦେଖା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ତଥା ବ୍ଳକ ଅଞ୍ଚଳର ୨୨ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ହେଉଥିବା ଫୁଟବଲ, କ୍ରିକେଟ୍‌
Read More...

ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ଚତୁର୍ଥ ସନ୍ଧ୍ୟା : ଉପହାର ତରଫରୁ ନାଟକ ଇଶ୍ଵର ଆଲ୍ଲା ତେରା ନାମ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ଚତୁର୍ଥ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ଉପହାର ତରଫରୁ ନାଟକ ଇଶ୍ଵର ଆଲ୍ଲା ତେରା ନାମ ମଞ୍ଚସ୍ଥ ହୋଇଥିବା ବେଳେ ନାଟକକୁ ସୂର୍ଯ୍ୟକାନ୍ତ ସାହୁ ରଚନା ଓ ନିର୍ଦ୍ଦେଶନା ସୂର୍ଯ୍ୟ ନାରାୟଣ
Read More...

ଓଲଟିଲା ପିକ୍‌ନିକ୍‌ ଗାଡ଼ି

ଟିଟିଲାଗଡ : ଓଲଟିଲା ପିକ୍‌ନିକ୍‌ ଗାଡ଼ି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିକଟସ୍ଥ କତରକେଲା ଫାଟକ ନିକଟରେ ଘଟିଛି ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ହଲଦୀରୁ କଳାହାଣ୍ଡିର
Read More...