Monthly Archives

October 2023

ବ୍ରହ୍ମପୁର ରକ-ଗାର୍ଡେନ ପାର୍କରେ ଅସମ୍ଭାଳ ଭିଡ଼ : ଟିକଟ ମିଳିବା ଜଟିଳ, ଟିକଟ ପାଇଁ ଧସ୍ତାଧସ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ରକ-ଗାର୍ଡେନ ପାର୍କରେ ଅସମ୍ଭାଳ ଭିଡ଼ । ଯାହା ସ୍ପଷ୍ଟ ଏହି ଲୋକାରଣ୍ୟର ଦୃଶ୍ୟ । ଏହା କୌଣସି ଯାତ୍ରାର ଦୃଶ୍ୟ ନୁହଁ, ଦୃଶ୍ୟଟି ହେଉଛି ବ୍ରହ୍ମପୁରରେ ନୂତନ ଭାବେ ନିର୍ମିତ ହୋଇଥିବା ରକ-ଗାର୍ଡେନ ପାର୍କ ସାମ୍ନାର ଦୃଶ୍ୟ । ଟିକେଟ ବି
Read More...

ପୁରୀରେ ହବିଶ୍ୟାଳି ମାନଙ୍କ କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୩ ହଜାରରୁ ଅଧିକ ହବିଶ୍ୟାଳି ମାନଙ୍କ ରହିବାର ବ୍ୟବସ୍ଥାମା'ମାନେ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଲେ ସାରା ଓଡ଼ିଶାକୁ ଆଶୀର୍ବାଦ ମିଳିବ : ମୁଖ୍ୟମନ୍ତ୍ରୀବ୍ରତ ପାଇଁ ମୁଖ୍ୟମନ୍ତ୍ରୀ ଆମର ସବୁ ସୁବିଧା କରିଛନ୍ତି, ଶାନ୍ତି ଓ ଶ୍ରଦ୍ଧାରେ ବ୍ରତ କରୁଛୁ : ଆନନ୍ଦ ପ୍ରକାଶ କରି ହବିଶ୍ୟାଳି ମା'ମାନେ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଛତ୍ରପୁରସ୍ଥ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ପରିସରରେ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଦିବସ ରବିବାର ପୂର୍ବାହ୍ନରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଭାତଫେରି ସ୍ୱରୂପ ଏକ ବିରାଟ ଶୋଭାଯାତ୍ରା
Read More...

ମାହେଶ୍ୱରୀ ସଦର ବ୍ଲକର ସାଧାରଣ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣାଶୁଣା ସାମାଜିକ ଅନୁଷ୍ଠାନ ମାହେଶ୍ୱରୀ ପକ୍ଷରୁ ସ୍ଥାନୀୟ ପି ପି ଏକାଡେମୀ ଠାରେ ବଲାଙ୍ଗିର ବ୍ଲକ ଅଧୀନରେ ଥିବା ପଞ୍ଚାୟତ ମାହେଶ୍ୱରୀର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ ସ୍ତରରେ କିଭଳି ଭାବେ ଲୋକେ ଉପକୃତ ହେବେ ସେ ଦିଗରେ ଅନୁଷ୍ଠାନର
Read More...

ସୁବର୍ଣ୍ଣପୁରରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଓଏସ୍‌ଡିଏମ୍‌ ଏ
Read More...

ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚର କର୍ମକର୍ତ୍ତା ସମ୍ମିଳନୀ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚ ତରଫରୁ ଆଜି ଧାନକେରା ପଞ୍ଚାୟତ ସ୍ଥିତ ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନି ଅନୁଷ୍ଠିତ ହୋଇଥିଲା । ଏଥିରେ ମଞ୍ଚର ଆବାହକ ଶ୍ରୀ ରାଧା ମୋହନ ଓ ମୁଖ୍ୟ ଉପଦେଷ୍ଟା ଜନ୍ମେୟ ଜେନା ମୁଖ୍ୟ ଅତିଥି
Read More...

ପାଗଳଙ୍କ ତ୍ରାଣକର୍ତ୍ତା ନ୍ୟୁ ହୋପ୍ ଅନୁଷ୍ଠାନ

ଡେଲାଙ୍ଗ, ( ଦିଲୀପ କୁମାର ଧାଉଡ଼ିଆ) : କଥାରେ ଅଛି, ମାନବ ସେବା ହିଁ ମାଧବ ସେବା । ଯଥାର୍ଥରେ ଆମ ସମାଜରେ ବିଭିନ୍ନ ଅନୁଷ୍ଠାନ ଏବଂ ଅନେକ ସହୃଦୟ ବ୍ୟକ୍ତି ଭିନ୍ନ ଭିନ୍ନ ଉପାୟରେ ସମାଜର ଅବହେଳିତ ଓ ନିଷ୍ପେସିତ ବର୍ଗର ବ୍ୟକ୍ତି ତଥା ଅସହାୟମାନଙ୍କୁ ସେବା ଓ ସହାୟତା ପ୍ରଦାନ କରିବା ସହ
Read More...

୪୮ ଘଣ୍ଟାରେ ୬ ଜଣ ଶିଶୁ ସମେତ ୧୯ ଜଣ ଦାଦନ ଶ୍ରମିକ ଉଦ୍ଧାର, ଧରାପଡ଼ିଲେ ମହିଳା ଶ୍ରମିକ ସର୍ଦ୍ଦାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବା ନାଁ ନେଉନାହିଁ । ୪୮ ଘଣ୍ଟା ଭିତରେ ୧୯ ଜଣ ଦାଦନ ଶ୍ରମିକ ଖପ୍ରାଖୋଲ ପୋଲିସ ଦ୍ୱାରା ଉଦ୍ଧାର ହୋଇଥିବା ଜଣାପଡିଛି । ଗତ ଶୁକ୍ରବାର ୨୭ ତାରିଖ ଦିନ ତିନି ଜଣ ଶିଶୁ ସମେତ ୯ ଜଣ ଦାଦନ ଶ୍ରମିକ ଉଦ୍ଧାର
Read More...

ରାସ୍ତା ଉପରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ମୁଖାପିନ୍ଧା ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଦିନକୁ ଦିନ କିଛି ନା କିଛି ଅପରାଧ ଘଟୁଥିବା ବେଳେ ଆଜି ମଧ୍ୟ ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତବାଇକ୍‌ରେ ଆସି ଗୋଡ଼ାଇ ଗୋଡ଼ାଇ ହାଣିବା ସହ ଲହୁ ଲୁହାଣ କରି ଘଟଣାସ୍ଥଳରୁ ଫେରାର୍‌ ମାରିଛନ୍ତି । ଗୁରୁତର ଯୁବକ ଜଣକ
Read More...

ବଲାଙ୍ଗିରରେ ଓଡିଶା ବିପର୍ୟ୍ୟୟ ପ୍ରସ୍ତୁତି ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲା ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୁଲ୍ୟରେ ଖଣ୍ଡୀୟ ବନ ଅଧିକାରୀ ବଲାଙ୍ଗିରଙ୍କ କାର୍ୟ୍ୟ।ଳୟ ସଭାଗୃହଠାରେ ଓଡିଶା ବିପର୍ୟ୍ୟୟ ପ୍ରସ୍ତୁତି ଦିବସ-୨୦୨୩ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ
Read More...