ଗୋଦାମରେ ଭୁଶୁଡିଲା ସିମେଣ୍ଟ ବସ୍ତା, ୪ ଶ୍ରମିକ ଗୁରୁତର
				
ରାଉରକେଲା : ସିମେଣ୍ଟ ଗୋଦାମରେ ଅଘଟଣ । ଭୁଶୁଡିଗଲା ସିମେଣ୍ଟ ବସ୍ତା । ଯାହାଫଳରେ ଗୋଦାମରେ କାମ କରୁଥିବା ୪ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ରାଉରରକେଲା ଆଇଡିସି ସିମେଣ୍ଟ ଗୋଦାମରେ ସୋମବାର!-->!-->!-->…					
Read More...
				Read More...
