Daily Archives

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ସପ୍ତାହ ପାଳନୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାର ସର୍ବ ପୁରାତନ ତଥା ସର୍ବ ବୃହତ ଅଗ୍ରଣୀ ସଂଘ, ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ବିଶ୍ୱ ବରିଷ୍ଠ ନାଗରିକ ସପ୍ତାହ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରେ ମଂଚର ସଦସ୍ୟ ଦିଲ୍ଲୀପ କୁମାର ବହିଦାରଙ୍କ ଦେହାନ୍ତ
Read More...

ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନରେ ସମ୍ମାନିତ ହେଲା ଟିମ୍ ହ୍ୟୁମାନିଟି ସ୍ନେକ ହେଲ୍ପଲାଇନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଜନସେବାକୁ ପାଥେୟ କରି ବିଗତ ଚାରି ବର୍ଷ ଧରି ଫୁଲବାଣୀ ତଥା କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନିଜର ନିରବଚ୍ଛିନ୍ନ ସେବା ଜାରି ରଖିଛି ସ୍ବେଛାସେବୀ ସଂଗଠନ ଟିମ୍ ହ୍ୟୁମାନିଟି କନ୍ଧମାଳ । ଆବାହକ ଭି.ଲୋକନାଥ ରାଜୁଙ୍କ ନେତୃତ୍ୱରେ ଗଠନ
Read More...

ପାରିବାରିକ କଳହ ଉଜାଡ଼ି ଦେଲା ପରିବାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାରିବାରିକ କଳହ ଉଜାଡ଼ି ଦେଇଛି ଗୋଟିଏ ପରିବାର । ଏଭଳି ଏକ ଘଟଣା ଘଟିଛି ତରଭା ଥାନା ଅନ୍ତର୍ଗତ ତିଲେତ୍‌ମାଲ୍‌ ଗାଁରେ । ସୂଚନା ଅନୁସାରେ ଗତ ୪ ତାରିଖ ସକାଳୁ ଗାଁର ରାଜୁ ଦଲପତି(୫୦) ଘରୋଇ କଳହକୁ ନେଇ ପୋକମରା ଔଷଧ ପିଇ ଦେଇଥିଲେ । ତେବେ ତାଙ୍କୁ ଗୁରୁତର
Read More...

ପ୍ରତିଶୃତି ପାଇବା ପରେ ଗଞ୍ଜାମ ବରିଷ୍ଠ ନାଗରିକଙ୍କ ଧାରଣା ପ୍ରତ୍ୟାହାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଷ୍ଟେସନ ସମ୍ମୁଖରେ ଦିଆଯାଇଥିବା ଧାରଣା ଶୁକ୍ରବାର ପ୍ରତ୍ୟାହାର ହୋଇଛି । ଏନେଇ ଆସନ୍ତା ଅକ୍ଟୋବର ମାସ ମଧ୍ୟରେ ଗଞ୍ଜାମ ଷ୍ଟେସନଠାରେ ରହିବ ଏବଂ ରେଳ ବିଭାଗ ଉଚ୍ଚ କତୃପକ୍ଷଙ୍କ ଆଲୋଚନା ପରେ ପୁରୀ ତିରୁପତି
Read More...

ପାରାକ୍ୱାଟ ତୃଣନାଶକର ବିକ୍ରୟ ଓ ବ୍ୟବହାର ଉପରେ ସଚେତନତା ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : କୃଷି କ୍ଷେତ୍ରରେ ରାସାୟନିକ ତୃଣନାଶକ ପାରାକ୍ୱାଟର ବ୍ୟାପକ ବ୍ୟବହାର ଯୋଗୁଁ ମଣିଷ ତଥା ପ୍ରାଣୀ ସମ୍ପଦ ଉପରେ ଏହାର ତୀବ୍ର କୁପ୍ରଭାବ ଦେଖାଯିବା ସହ ପରିବେଶ ଉପରେ ମଧ୍ୟ ଏହାର କୁପରିଣାମ ଦେଖାଯାଇଛି । ବିଭିନ୍ନ ସ୍ତରରୁ ମିଳିଥିବା ଏହି ରାସାୟନିକ
Read More...

ଆଇଆର୍‌ଇଏଲ୍ ତରଫରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇଆର୍‌ଇଏଲ୍ (ଇଣ୍ଡିଆ) ଭାରତ ସରକାରଙ୍କ ଏକ ପ୍ରତିଷ୍ଠିତ କମ୍ପାନୀ ସୌଜନ୍ୟରେ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ କମ୍ପାନୀର ପ୍ରଭାବିତ ଅଞ୍ଚଳ ଅଧୀନସ୍ଥ ଛତ୍ରପୁର ବ୍ଲକର ୭ଟି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଶିବିରର ଆୟୋଜନ
Read More...

ଷୋଡଶ ଉପଚାର ମନ୍ତ୍ର ଧ୍ୱନିରେ ମା’ରାମଚଣ୍ଡୀଙ୍କ ପୀଠ ପ୍ରକମ୍ଫିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ମା' ରାମଚଣ୍ଡୀଙ୍କ ପୀଠରେ ପବିତ୍ର ଦଶହରା ପୂଜା ଅବସରରେ ଷୋହଳ ଦିନାତ୍ମକ ପୂଜା ଗୁରୁବାର ମଧ୍ୟରାତ୍ରୀରୁ ଷୋଡଶ ଉପଚାର ମତେ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ, ଛତ୍ରପୁର ନିକଟସ୍ଥ ଗଞ୍ଜାମ ବ୍ଳକ୍ ନୀଳାଦ୍ରିପୁର
Read More...

ଯାତ୍ରୀବାହୀ ରେଳଗାଡ଼ି ଉପରକୁ ଟେକା ମାରି ଜଣେ ଯୁବକ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯାତ୍ରୀବାହୀ ରେଳଗାଡ଼ି ଉପରକୁ ଟେକା ମାରି ଜଣେ ଯୁବକ ରେଳବାଇ ପୁଲିସ ଦ୍ୱାରା ଗିରଫ ହୋଇଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ପୁଇଁତଲା ଥାନା ଅର୍ନ୍ତଗତ ପଡିଆବାହାଲ ଗ୍ରାମର ଆକାଶ ଡାଙ୍ଗ । ସୂଚନା ଅନୁସାରେ ଗତ ୪ ତାରିଖ ଦିନ ରାତି ପ୍ରାୟ ସାଢେ ୯
Read More...

ଅଂଚଳ ମହାବିଦ୍ୟାଳୟରେ ପରିଚାଳନା ସମିତି ଓ କର୍ମଚାରୀ ସମିତିର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ପରିଚାଳନା କମିଟିର ସଭାପତି ଗୋବିନ୍ଦ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ପରିଚାଳନା ଏବଂ କର୍ମଚାରୀ ସମିତିର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ. ଲଳିତେନ୍ଦୁ ନାୟକ ଅତିଥି ପରିଚୟ ପ୍ରଦାନ କରି
Read More...

ଅଂଚଳ ମହାବିଦ୍ୟାଳୟରେ ୫-ଟି ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଡ଼. ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ୫ଟି କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ଶ୍ରୀ ନାୟକ ମହାବିଦ୍ୟାଳୟରେ ଚାଲିଥିବା ୫ଟି କାର୍ଯ୍ୟ ଉପରେ ବିସ୍ତିର୍ଣ୍ଣ
Read More...